ଆଜି ଭାରତୀୟ ଶେୟର ବଜାରରେ IT ସେକ୍ଟର ଭାରି ଚାପରେ ଥିଲା। HCLTech ର ଦୁର୍ବଳ Q4 ଫଳାଫଳ ଏବଂ ଭବିଷ୍ୟତ ଗ୍ରୋଥ୍ ପାଇଁ କମ୍ ଆଶା ଦେଖାଇବା ପରେ ନିବେଶକମାନେ ଭୟଭୀତ ହୋଇ ବିକ୍ରି କରିଥିଲେ। ଏହାର ପ୍ରଭାବ Infosys, TCS ଏବଂ ଅନ୍ୟ IT ଷ୍ଟକ୍ସ ଉପରେ ମଧ୍ୟ ପଡିଛି। ଗ୍ଲୋବାଲ ଡିମାଣ୍ଡ କମିବା, client spending ହ୍ରାସ ଏବଂ ଅନିଶ୍ଚିତ ମାର୍କେଟ ସ୍ଥିତି ଏହି ଗିରାବଟକୁ ଆଉ ଗଭୀର କରିଛି।
ମେଘାଳୟ ରାଜନୀତିରେ ବଡ଼ ଦଳବଦଳ ଦେଖିବାକୁ ମିଳିଛି। UDPର ୮...
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍...
ଦିନିକିଆ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା...
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
ଭାରତ ଓ ଜାପାନ ମଧ୍ୟରେ ସାନୋରେ ଖେଳାଯାଇଥିବା ଐତିହାସିକ ପ୍...
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...
ଭାରତୀୟ ଜନତା ପାର୍ଟି ନିଜ ସାଂଗଠନିକ ଢାଞ୍ଚାରେ ବଡ଼ ପରିବର...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ଭାରତ ଓ ଜାପାନ ମଧ୍ୟରେ ସାନୋରେ ଖେଳାଯାଇଥିବା ବର୍ଷା-ପ୍ରଭା...
ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ନୂଆ ପାଠ୍ୟକ୍ରମ ଅନୁଯାୟୀ...
ପଶ୍ଚିମବଙ୍ଗରେ ଟିଏମ୍‌ସିରୁ ବିଚ୍ଛିନ୍ନ ହୋଇ NCPIରେ...
ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ଆଉ ଏକ ପଦକ ମିଳିଛି। ମହିଳା...