ମହାରାଷ୍ଟ୍ର ବୋର୍ଡ ପରୀକ୍ଷା ୨୦୨୭ ତାରିଖ ଘୋଷଣା! ଫେବୃଆରୀ ୮ରୁ ଦ୍ୱାଦଶ, ୧୫ରୁ ଦଶମ ପରୀକ୍ଷା

ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ (MSBSHSE) ପକ୍ଷରୁ ୨୦୨୭ ମସିହାର ଦଶମ (SSC) ଓ ଦ୍ୱାଦଶ (HSC) ବୋର୍ଡ ପରୀକ୍ଷାର ସମୟସୂଚୀ ପ୍ରକାଶ ପାଇଛି।
maharashtra-board-exam
maharashtra-board-exam

ମୁମ୍ବାଇ: ମହାରାଷ୍ଟ୍ର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୭ ମସିହାର ଫେବୃଆରୀ-ମାର୍ଚ୍ଚ ବୋର୍ଡ ପରୀକ୍ଷା ପାଇଁ ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ (MSBSHSE) ପକ୍ଷରୁ ସମୟସୂଚୀ ପ୍ରକାଶ କରାଯାଇଛି। ଏହି ଘୋଷଣା ଅନୁସାରେ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫେବୃଆରୀ ୮ରୁ ଆରମ୍ଭ ହେବାକୁ ଥିବାବେଳେ ଦଶମ ଶ୍ରେଣୀର ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହେବ।

ଫେବୃଆରୀ ୮ରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ବୋର୍ଡର ସୂଚନା ଅନୁସାରେ, ଦ୍ୱାଦଶ ଶ୍ରେଣୀର ହାୟର ସେକେଣ୍ଡାରୀ ସାର୍ଟିଫିକେଟ୍ (HSC) ଲିଖିତ ପରୀକ୍ଷା ୨୦୨୭ ଫେବୃଆରୀ ୮ରୁ ଆରମ୍ଭ ହେବ। ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍, ମୌଖିକ, ଗ୍ରେଡ୍ ଓ ଆଭ୍ୟନ୍ତରୀଣ ମୂଲ୍ୟାୟନ ପରୀକ୍ଷା ଜାନୁଆରୀ ୨୦ରୁ ଫେବୃଆରୀ ୬ ମଧ୍ୟରେ ଅନୁଷ୍ଠିତ ହେବ।

ଫେବୃଆରୀ ୧୫ରୁ ଦଶମ ବୋର୍ଡ ପରୀକ୍ଷା

ସେହିପରି ଦଶମ ଶ୍ରେଣୀର ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେଟ୍ (SSC) ପରୀକ୍ଷା ଫେବୃଆରୀ ୧୫, ୨୦୨୭ରୁ ଆରମ୍ଭ ହେବ। ଏହାର ପ୍ରାକ୍ଟିକାଲ୍, ମୌଖିକ ଓ ଆଭ୍ୟନ୍ତରୀଣ ମୂଲ୍ୟାୟନ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ ୧୩ ମଧ୍ୟରେ ହେବ।

୯ଟି ଡିଭିଜନରେ ହେବ ପରୀକ୍ଷା

ମହାରାଷ୍ଟ୍ରର ୯ଟି ଡିଭିଜନାଲ୍ ବୋର୍ଡ ଅଧୀନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଲା ପୁଣେ, ନାଗପୁର, ଛତ୍ରପତି ସମ୍ଭାଜୀନଗର, ମୁମ୍ବାଇ, କୋହ୍ଲାପୁର, ଅମରାବତୀ, ନାସିକ, ଲାତୁର ଓ କୋଙ୍କଣ।

ପରୀକ୍ଷାର ବିଷୟଭିତ୍ତିକ ତାରିଖ, ପ୍ରଶ୍ନପତ୍ର କୋଡ୍ ଓ ସମୟ ସମ୍ପର୍କିତ ବିବରଣୀ ବୋର୍ଡର ଡେଟ୍‌ସିଟ୍‌ରେ ଉପଲବ୍ଧ ରହିଛି।

କେମିତି ଡାଉନଲୋଡ୍ କରିବେ ଡେଟ୍‌ସିଟ୍?

ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ପରୀକ୍ଷା ସୂଚୀ ଡାଉନଲୋଡ୍ କରିପାରିବେ।

1. ପ୍ରଥମେ ମହାରାଷ୍ଟ୍ର ବୋର୍ଡର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ।

2. ହୋମ୍‌ପେଜ୍‌ରେ Latest Notifications ବିଭାଗକୁ ଯାଆନ୍ତୁ।

3. SSC କିମ୍ବା HSC February-March 2027 Timetable ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

4. ନିଜ ଶ୍ରେଣୀ ଅନୁସାରେ PDF ଡାଉନଲୋଡ୍ କରନ୍ତୁ।

5. ବିଷୟଭିତ୍ତିକ ପରୀକ୍ଷା ତାରିଖ ଓ ସମୟ ଭଲ ଭାବେ ଯାଞ୍ଚ କରନ୍ତୁ।

ପରୀକ୍ଷାର୍ଥୀମାନେ ନିଜ ସ୍କୁଲ କିମ୍ବା ଜୁନିୟର କଲେଜ ପକ୍ଷରୁ ଦିଆଯାଇଥିବା ଚୂଡ଼ାନ୍ତ ସମୟସୂଚୀକୁ ଅନୁସରଣ କରିବା ଉଚିତ।

LIVE TV
LIVE
Latest News
ଦୀପାବଳିରେ ପଞ୍ଜାବରେ ଜାଣିଶୁଣି ଜଳାଯାଉଛି କି ଚାଷ ଜମି? ଚାଷୀଙ୍କ ଫୋନ୍ ଆସିଥିବା ଦାବି କଲେ କପିଲ ମିଶ୍ର

ଦୀପାବଳିରେ ପଞ୍ଜାବରେ ଜାଣିଶୁଣି ଜଳାଯାଉଛି କି ଚାଷ...

ଦୀପାବଳିରେ ପଞ୍ଜାବରେ ଜାଣିଶୁଣି ଜଳାଯାଉଛି କି ଚାଷ ଜମି? ଚ...

ଦୀପାବଳିରେ କଣାସରୁ ୧୦ ଟନ୍‌ରୁ ଅଧିକ ଗୋମାଂସ ଜବତ! ଜଣେ ଅଟକ, ଆଉ ଜଣେ ଫେରାର

ଦୀପାବଳିରେ କଣାସରୁ ୧୦ ଟନ୍‌ରୁ ଅଧିକ ଗୋମାଂସ...

ଦୀପାବଳିରେ କଣାସରୁ ୧୦ ଟନ୍ରୁ ଅଧିକ ଗୋମାଂସ ଜବତ! ଜଣେ ଅଟକ...

ଧମକ ପରେ ବିନା ବୁଲେଟ୍‌ପ୍ରୁଫ୍‌ କାଚରେ ଫ୍ୟାନ୍ସଙ୍କୁ ଭେଟିଲେ ଅମିତାଭ ବଚ୍ଚନ!

ଧମକ ପରେ ବିନା ବୁଲେଟ୍‌ପ୍ରୁଫ୍‌ କାଚରେ ଫ୍ୟାନ୍ସଙ୍କୁ...

ମୁମ୍ବାଇ: ଧମକପୂର୍ଣ୍ଣ ଚିଠିରେ ନାଁ ଆସିବା ପରେ ମଧ୍ୟ ନିଜ...

ବକ୍ସ ଅଫିସ୍‌ରେ Ramayanaର ରେକର୍ଡ ବ୍ରେକ୍‌! ୪ ଦିନରେ ୫୦୦ କୋଟି ଛୁଇଁବାକୁ ଆଉ ମାତ୍ର ପାଦେ!

ବକ୍ସ ଅଫିସ୍‌ରେ Ramayanaର ରେକର୍ଡ ବ୍ରେକ୍‌! ୪...

ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିର୍ଦ୍ଦେଶକ...

ଅଭିନେତାଙ୍କ ଘରେ ନିଶା ନିବାରଣ ବିଭାଗର ଚଢ଼ାଉ! CM ବିଜୟଙ୍କୁ ଜବାବ ମାଗିଲେ ବାଲାଜୀ

ଅଭିନେତାଙ୍କ ଘରେ ନିଶା ନିବାରଣ ବିଭାଗର ଚଢ଼ାଉ!...

ଚେନ୍ନାଇ: ବିଗ୍‌ ବସ୍‌ ତାମିଲ୍‌-୪ର ରନର୍...

ପୁଣି ରକ୍ତରଞ୍ଜିତ ରାଜଧାନୀ! ବମିଖାଲରେ ପଏଣ୍ଟ ବ୍ଲାଙ୍କରୁ ଗୁଳି, ସୋନୁ ନାୟକଙ୍କ ମୃତ୍ୟୁ

ପୁଣି ରକ୍ତରଞ୍ଜିତ ରାଜଧାନୀ! ବମିଖାଲରେ ପଏଣ୍ଟ ବ୍ଲାଙ୍କରୁ...

ପୁଣି ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ବମିଖାଲ ଅଞ...

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳିମାଡ଼ରେ ଯୁବକ ମୃତ, ମାଷ୍ଟରମାଇଣ୍ଡ ସମେତ ୧୩ ଗିରଫ

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍...

ଫ୍ଲାଏ ଆଶ୍ ଟଙ୍କା ଆଦାୟକୁ ନେଇ ଗ୍ୟାଙ୍ଗୱାର୍ ଆଶଙ୍କା! ଗୁଳ...

ଦେଶ ଓ ବିଶ୍ୱର ପରିସ୍ଥିତିକୁ ଦେଖି ଜୀବନରେ ଚରିତ୍ର ଓ ଶୃଙ୍ଖଳା ଆପଣାନ୍ତୁ: RSS ସ୍ୱୟଂସେବକଙ୍କୁ ମୋହନ ଭାଗବତଙ୍କ ଆହ୍ୱାନ

ଦେଶ ଓ ବିଶ୍ୱର ପରିସ୍ଥିତିକୁ ଦେଖି ଜୀବନରେ...

ଦେଶ ଓ ବିଶ୍ୱର ପରିସ୍ଥିତିକୁ ଦେଖି ଜୀବନରେ ଚରିତ୍ର ଓ ଶୃଙ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+