ମଦ ବିବାଦରୁ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ସନ୍ଦେହ! ଗଜପତି ମୋହନାରେ ଚାଞ୍ଚଲ୍ୟ

ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ମଦ ବ୍ୟବସାୟକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି।
Police investigation
Police investigation

ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସନ୍ଦେହ। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ମୃତ ବୃଦ୍ଧଙ୍କ ନାମ ବଳରାମ ଫେତସିଂ। ସେ ଡେକାସିନ୍ଧବା ଗାଁର ବାସିନ୍ଦା। ସୂଚନା ଅନୁସାରେ, ବଳରାମ ନିକଟସ୍ଥ ଜଙ୍ଗଲ ଭିତରେ ଥିବା ରଙ୍ଗମାଟିଆ ଗାଁକୁ ଯାଇଥିଲେ। ସେଠାରେ ବେଆଇନ ଭାବେ ମଦ ବିକ୍ରି ହେଉଥିବା ଅଭିଯୋଗ ରହିଛି। ବୃଦ୍ଧ ଜଣକ ସେଠାକୁ ଯାଇ ମଦ ପିଇଥିଲେ।

ମଦ ପିଇବା ପରେ ବଚସା

ମଦ ପିଇବା ପରେ ବଳରାମଙ୍କର ସେଠାରେ କିଛି ଲୋକଙ୍କ ସହ କୌଣସି କାରଣକୁ ନେଇ ବଚସା ହୋଇଥିବା ଜଣାପଡ଼ିଛି। ଏହି ବଚସା ପରବର୍ତ୍ତୀ ସମୟରେ ଗଣ୍ଡଗୋଳର ରୂପ ନେଇଥିବା ସନ୍ଦେହ କରାଯାଉଛି। ଏହାପରେ ବଳରାମଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି।

ମହୁଲ ଗଛ ମୂଳରୁ ମିଳିଲା ମୃତଦେହ

ବାରିଆବନ୍ଧ ଗାଁ ନିକଟରେ ଥିବା ଏକ ମହୁଲ ଗଛ ମୂଳରୁ ବଳରାମଙ୍କ ମୃତଦେହ ମିଳିଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଘଟଣାର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

LIVE TV
LIVE
Latest News
ICSE-ISC ବୋର୍ଡ ପରୀକ୍ଷା ୨୦୨୭ ଡେଟ୍‌ସିଟ୍‌ ଆଜି ପ୍ରକାଶ ପାଇବା ସମ୍ଭାବନା! cisce.orgରେ ଚେକ୍ କରିପାରିବେ ଛାତ୍ରଛାତ୍ରୀ

ICSE-ISC ବୋର୍ଡ ପରୀକ୍ଷା ୨୦୨୭ ଡେଟ୍‌ସିଟ୍‌ ଆଜି...

ନୂଆଦିଲ୍ଲୀ: ICSE ଓ ISC ବୋର୍ଡ ପରୀକ୍ଷା ୨୦୨୭କୁ ଅପେକ୍ଷା...

ଟ୍ରମ୍ପଙ୍କ ବଡ଼ ସଙ୍କେତ ପରେ ଖସିଲା ଅଶୋଧିତ ତୈଳ ଦର! ବ୍ୟାରେଲ୍ ପିଛା ୯୨ ଡଲାରକୁ ହ୍ରାସ

ଟ୍ରମ୍ପଙ୍କ ବଡ଼ ସଙ୍କେତ ପରେ ଖସିଲା ଅଶୋଧିତ...

ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରକୁ ନେଇ ଆସିଛି ବଡ଼ ଖବର। ଆମ...

OCS ପରୀକ୍ଷାରେ ହଟିଲା ଆଟେମ୍ପ୍ଟ ସୀମା! ଏଣିକି ସବୁ ବର୍ଗର ପ୍ରାର୍ଥୀ ଦେଇପାରିବେ ଅସୀମିତ ଥର

OCS ପରୀକ୍ଷାରେ ହଟିଲା ଆଟେମ୍ପ୍ଟ ସୀମା! ଏଣିକି...

ଭୁବନେଶ୍ୱର:ଓଡ଼ିଶାର ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବାକୁ ପ୍...

ଆମେରିକା-ଚୀନ୍‌ରେ କମୁଛି ମଦ ଚାହିଦା, ଭାରତରେ ୧୦% ବଢ଼ିଲା ମଦ ବ୍ୟବହାର!

ଆମେରିକା-ଚୀନ୍‌ରେ କମୁଛି ମଦ ଚାହିଦା, ଭାରତରେ ୧୦%...

ବେଙ୍ଗାଲୁରୁ: ବିଶ୍ୱର ଦୁଇଟି ବଡ଼ ମଦ ବଜାର ଆମେରିକା ଓ ଚୀନ...

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଦିଲୀପ ରାୟ ମୃତ, ପଶ୍ଚିମବଙ୍ଗରେ ଚତୁର୍ଥ ଏନକାଉଣ୍ଟର

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ...

୧୨ ବର୍ଷୀୟା ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲା: ପୋଲିସ ଏନ...

ଡିସେମ୍ବରରେ ମହଙ୍ଗା ହେବ ଅଣ୍ଡା ଓ ଚିକେନ୍! ୨୫-୩୦% ବଢ଼ିପାରେ ଦାମ୍

ଡିସେମ୍ବରରେ ମହଙ୍ଗା ହେବ ଅଣ୍ଡା ଓ ଚିକେନ୍!...

ଶୀତଦିନ ଆସିବା ସହ ଏବେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ...

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ ୧୦ ହତ୍ୟା, ପୋଲିସ ଅଧିକାରୀଙ୍କ ସମେତ ଅନେକଙ୍କ ମୃତ୍ୟୁ

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ...

ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...

ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅଲିମ୍ପିଆଡ୍‌ରେ ଭାରତର ଦମଦାର ପ୍ରଦର୍ଶନ! ଜିତିଲେ ୫ ପଦକ, ୨ ସ୍ୱର୍ଣ୍ଣ ସହ ୨ ରୌପ୍ୟ ଓ ୧ ବ୍ରୋଞ୍ଜ

ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଅଲିମ୍ପିଆଡ୍‌ରେ ଭାରତର ଦମଦାର ପ୍ରଦର୍ଶନ!...

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମଞ୍ଚରେ ପୁଣି ଚମକିଲେ ଭାରତୀୟ ଛ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+