ଆଇଟି କ୍ଷେତ୍ରର ପ୍ରମୁଖ କମ୍ପାନୀ Tata Consultancy Services (TCS) ନିଜ ଶେୟାରଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛି। କମ୍ପାନୀର ବୋର୍ଡ FY2026-27 ପାଇଁ ପ୍ରତି ₹୧ ଫେସ୍ ଭ୍ୟାଲୁର ଇକ୍ୱିଟି ଶେୟାରରେ ₹୧୨ ଦ୍ୱିତୀୟ ଅନ୍ତରୀଣ ଡିଭିଡେଣ୍ଡ ଘୋଷଣା କରିଛି।
କମ୍ପାନୀର ଏହି ଘୋଷଣା ସେପ୍ଟେମ୍ବର ୩୦, ୨୦୨୬ରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକର ଆର୍ଥିକ ଫଳାଫଳ ସହ ଆସିଛି। ଏହି ତ୍ରୈମାସିକରେ TCSର କନସଲିଡେଟେଡ୍ ନେଟ୍ ପ୍ରଫିଟ୍ ବାର୍ଷିକ ଆଧାରରେ ୧୫% ବଢ଼ି ₹୧୩,୮୮୪ କୋଟି ହୋଇଛି। ପୂର୍ବବର୍ଷର ସମାନ ତ୍ରୈମାସିକରେ ଏହା ₹୧୨,୦୭୫ କୋଟି ଥିଲା।
ଅକ୍ଟୋବର ୧୪ ତାରିଖରେ କମ୍ପାନୀର ରେଜିଷ୍ଟରରେ ନାମ ଥିବା କିମ୍ବା ଡିପୋଜିଟୋରି ରେକର୍ଡରେ ଶେୟାରର Beneficial Owner ଭାବେ ଥିବା ଯୋଗ୍ୟ ଶେୟାରଧାରୀଙ୍କୁ ଏହି ଡିଭିଡେଣ୍ଡ ମିଳିବ।
TCS ପାଇଁ ଡିଭିଡେଣ୍ଡ ଦେବା ନୂଆ କଥା ନୁହେଁ। କମ୍ପାନୀ ନିୟମିତ ଭାବରେ interim dividend ଏବଂ financial year ଶେଷରେ final dividend ମାଧ୍ୟମରେ ଶେୟାରଧାରୀଙ୍କୁ ଅର୍ଥ ଫେରସ୍ତ କରିଆସୁଛି।
ଋତୁ ପରିବର୍ତ୍ତନ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବା ସ...
ନୋବେଲ କେମିଷ୍ଟ୍ରି ପୁରସ୍କାର ଘୋଷଣା ବୁଧବାର, ଅକ୍ଟୋବର...
କେବଳ ଫ୍ରାକ୍ଚର୍” ବୋଲି ହାଡ଼ ଭାଙ୍ଗିବାକୁ ଅଣଦେଖା...
ହଠାତ୍ କେହି ଜଣେ ଅସୁସ୍ଥ ହୋଇ ପଡ଼ିବା କିମ୍ବା କିଛି ମିନିଟ...
୨୦୨୬ ମସିହାର ନୋବେଲ ପୁରସ୍କାର କେମିଷ୍ଟ୍ରି ଫ୍ରାନ୍ସର ରସା...
Central Board of Secondary Education (CBSE) ୨୦୨୭ B...
ମିଜେଲ୍ସ ବା ହାମ୍ ଏକ ଅତ୍ୟନ୍ତ ସଂକ୍ରାମକ ଭାଇରାଲ୍ ରୋଗ। ବ...
ଦେଶର ବିଭିନ୍ନ ବଡ଼ ପ୍ରବେଶିକା ଓ ଯୋଗ୍ୟତା ପରୀକ୍ଷା ପରିଚା...