CMFରେ ନିୟନ୍ତ୍ରଣକାରୀ ଅଂଶୀଦାରି ହାସଲ କଲା Optiemus, Nothing ରହିବ ପାର୍ଟନର

ଭାରତୀୟ ମୋବାଇଲ୍ ନିର୍ମାତା Optiemus Group, Nothingର ସ୍ପିନ୍-ଅଫ୍ ବ୍ରାଣ୍ଡ CMFରେ ୫୧.୧% ନିୟନ୍ତ୍ରଣକାରୀ ଅଂଶୀଦାରି ହାସଲ କରିବ।
ଭାରତୀୟ ମୋବାଇଲ୍ ନିର୍ମାତା Optiemus Group CMFର ୫୧.୧% ଅଂଶୀଦାରି ହାସଲ କରିବାକୁ ଯାଉଛି।
ଭାରତୀୟ ମୋବାଇଲ୍ ନିର୍ମାତା Optiemus Group CMFର ୫୧.୧% ଅଂଶୀଦାରି ହାସଲ କରିବାକୁ ଯାଉଛି।

ଭାରତୀୟ ମୋବାଇଲ୍ ନିର୍ମାତାOptiemus Groupଏବେ Nothingର ସ୍ପିନ୍-ଅଫ୍ ବ୍ରାଣ୍ଡCMFରେ ନିୟନ୍ତ୍ରଣକାରୀ ଅଂଶୀଦାରି ହାସଲ କରିବାକୁ ଯାଉଛି। ଦୁଇ କମ୍ପାନୀ ମଧ୍ୟରେ ହେବାକୁ ଥିବା ଯୁଗ୍ମ ଉଦ୍ୟମରେ Optiemusର୫୧.୧% ଅଂଶୀଦାରିରହିବ, ଯେତେବେଳେ Nothing ପାର୍ଟନର ଭାବେ ରହିବ।

CMFକୁ ଭାରତରେ ଏକ ସ୍ୱତନ୍ତ୍ର ବ୍ୟବସାୟ ଭାବେ ଗଢ଼ିବାକୁ Nothing ଯୋଜନା କରୁଛି। ଏହି ପଦକ୍ଷେପର ଲକ୍ଷ୍ୟ କେବଳ ଭାରତରେ ଫୋନ୍ ଆସେମ୍ବଲି କରିବା ନୁହେଁ, ବରଂ ଡିଜାଇନ୍, ଇଞ୍ଜିନିୟରିଂ ଓ R&D ସହିତ ସମ୍ପୂର୍ଣ୍ଣ ଉତ୍ପାଦ ବିକାଶ କ୍ଷମତା ଭାରତରେ ଗଢ଼ିବା।

Nothingର CEOCarl Peiକହିଛନ୍ତି ଯେ, Nothing ଯେପରି ସ୍ୱାଧୀନ ଭାବେ ଡିଜାଇନ୍, ସଫ୍ଟୱେର୍ ଓ ଇଞ୍ଜିନିୟରିଂ କ୍ଷମତା ବିକଶିତ କରି ଏକ ଗ୍ଲୋବାଲ୍ ବ୍ରାଣ୍ଡ ତିଆରି କରିଛି, ସେହି ମଡେଲକୁ CMF ମାଧ୍ୟମରେ ଭାରତରେ ପ୍ରୟୋଗ କରିବା ଲକ୍ଷ୍ୟ ରହିଛି।

ଏହି ଯୁଗ୍ମ ଉଦ୍ୟମରେindustrial design, mechanical engineering, camera engineering, software engineering, connectivity engineering ଏବଂ component engineeringଭଳି କ୍ଷେତ୍ରରେ ଭାରତରେ R&D କରାଯିବ। କମ୍ପାନୀଗୁଡ଼ିକ ଅନୁସାରେ, ଏହି ପ୍ରକ୍ରିୟାରେ ସୃଷ୍ଟି ହେଉଥିବା intellectual property (IP) ମଧ୍ୟ ଭାରତରେ ରହିବ।

Optiemus, Oppo ଓ OnePlus ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ପାଇଁ ଉତ୍ପାଦନ କାମ କରିଛି। ପୂର୍ବରୁ Nokia ଓ HTC ଭଳି ବ୍ରାଣ୍ଡ ସହ ମଧ୍ୟ ଏହାର କାମ କରିବାର ଅଭିଜ୍ଞତା ରହିଛି।

ଏହି ଘୋଷଣା ସମୟରେ CMF ନିଜର ଉତ୍ପାଦ ରଣନୀତିରେ ମଧ୍ୟ ପରିବର୍ତ୍ତନ କରୁଛି। ୨୦୨୬ରେCMF Phone 2 Proର ପରବର୍ତ୍ତୀ ମଡେଲ୍ ଲଞ୍ଚ ନକରିବାକୁ ବ୍ରାଣ୍ଡ ନିଷ୍ପତ୍ତି ନେଇଥିଲା। ଏହା ପଛରେ ବଢ଼ୁଥିବା RAM ମୂଲ୍ୟକୁ ଏକ କାରଣ ଭାବେ ଦର୍ଶାଯାଇଥିଲା।

ଭାରତରେ ସ୍ମାର୍ଟଫୋନ୍ ବଜାରରେ ନୂଆ ଭାରତୀୟ ବ୍ରାଣ୍ଡମାନଙ୍କ ପ୍ରବେଶ ମଧ୍ୟ ବଢ଼ୁଛି। Wearable brand Fire-Bolttର sub-brandBolttନିକଟରେ Evo ଓ Ace ନାମରେ ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିଥିବାବେଳେ, wearable brandMiviମଧ୍ୟ Mivi One ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି।

LIVE TV
LIVE
Latest News
୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍! ସାକ୍ଷୀ ଭାବେ ହାଜର ହେବାକୁ ନିର୍ଦ୍ଦେଶ

୧୩ ବର୍ଷ ପୁରୁଣା ମାମଲାରେ ମମତା ବାନାର୍ଜୀଙ୍କୁ...

କୋଲକାତା: ୧୩ ବର୍ଷ ପୁରୁଣା ଏକ ମାମଲାକୁ ନେଇ ପଶ୍ଚିମବଙ୍ଗର...

'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ କଲେ କେଜ୍ରିୱାଲ, ଅଖିଳେଶଙ୍କୁ ଆଗୁଆ ଅଭିନନ୍ଦନ

'ଆଗରୁ ଚେତାଇଥିଲି'! SIRକୁ ନେଇ ଯୋଗୀଙ୍କୁ କଟାକ୍ଷ...

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ...

୭ ହଜାର ଟଙ୍କା ଲାଞ୍ଚ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ! ଚାକିରିରୁ ବରଖାସ୍ତ ହେଲେ ORS ଅଧିକାରୀ ମନୀଷା ମିଶ୍ର

୭ ହଜାର ଟଙ୍କା ଲାଞ୍ଚ ମାମଲାରେ ବଡ଼...

ଭୁବନେଶ୍ୱର/ବାଲେଶ୍ୱର: ଲାଞ୍ଚ ଅଭିଯୋଗରେ ଭିଜିଲାନ୍ସ ହାତରେ...

ପାକିସ୍ତାନ ଉପନିର୍ବାଚନରେ ହାଫିଜ୍ ସଇଦଙ୍କ ଦଳକୁ ଝଟକା! ୩୦ ହଜାରରୁ ଅଧିକ ଭୋଟ ପାଇ ହାରିଲା PMML

ପାକିସ୍ତାନ ଉପନିର୍ବାଚନରେ ହାଫିଜ୍ ସଇଦଙ୍କ ଦଳକୁ ଝଟକା!...

ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଉପନିର୍ବାଚନରେ ମୁମ୍ବା...

ମଦ ବିବାଦରୁ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ସନ୍ଦେହ! ଗଜପତି ମୋହନାରେ ଚାଞ୍ଚଲ୍ୟ

ମଦ ବିବାଦରୁ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା...

ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ ୧୦ ହତ୍ୟା, ପୋଲିସ ଅଧିକାରୀଙ୍କ ସମେତ ଅନେକଙ୍କ ମୃତ୍ୟୁ

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ...

ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...

ବେଆଇନ ତମାଖୁ ବିକ୍ରି ଉପରେ ବଡ଼ ଚଢ଼ାଉ: ହୋଲସେଲରଙ୍କ ସମେତ ୧୦ ଜଣ ଅଟକ, ୫୫୧ ଇ-ସିଗାରେଟ୍ ଜବତ

ବେଆଇନ ତମାଖୁ ବିକ୍ରି ଉପରେ ବଡ଼ ଚଢ଼ାଉ:...

ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...

୨୦୨୭ UP ନିର୍ବାଚନରେ ଯୋଗୀଙ୍କ ସହ ଲଢ଼ିବେ ଦୁଇ ଉପମୁଖ୍ୟମନ୍ତ୍ରୀ! BJPର ବଡ଼ ରଣନୀତି ପଛରେ କ'ଣ ରହିଛି କାରଣ?

୨୦୨୭ UP ନିର୍ବାଚନରେ ଯୋଗୀଙ୍କ ସହ ଲଢ଼ିବେ...

ଲକ୍ଷ୍ନୌ: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+