ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେଉଥିଲେ ମଧ୍ୟ ଏହାର ପ୍ରଭାବରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ମାଲକାନଗିରି ଭଳି ଜିଲ୍ଲାରେ ଭାରୀରୁ ଅତିଭାରୀ ବର୍ଷାର ଆଶଙ୍କା ରହିଛି।
ବର୍ଷା ଯୋଗୁଁ ନିମ୍ନାଞ୍ଚଳରେ ପାଣି ଜମିବା, ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବା ସହ ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ବଢ଼ୁଛି। ଫଳରେ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ପ୍ରଶାସନ ସତର୍କ ରହିଛି।
ଭାରୀ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସେପ୍ଟେମ୍ବର ୨୫ରେ ମଧ୍ୟ ବନ୍ଦ ରଖାଯାଇଛି। ଜିଲ୍ଲା ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ ବନ୍ୟାପ୍ରବଣ ଓ ନିମ୍ନାଞ୍ଚଳକୁ ନେଇ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ କହିଛି।
ରାଜ୍ୟରେ ବର୍ଷାଜନିତ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ଅନ୍ୟପଟେ, ନବରଙ୍ଗପୁର ସମେତ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଆଉ କିଛି ସମୟ ବର୍ଷା ଜାରି ରହିବାର ଆକଳନ କରାଯାଇଛି
ମହାକାଶ ଗବେଷଣାରେ ଏକ ନୂଆ ଉପଲବ୍ଧି ସାମ୍ନାକୁ ଆସିଛି। ହାର...
ଆଜିକାଲି କାମ, ମୋବାଇଲ୍, ସୋସିଆଲ୍ ମିଡିଆ କିମ୍ବା ଦେରିରାତ...
ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ...
ଚୀନ୍ ରାଷ୍ଟ୍ରପତିସି ଜିନପିଙ୍ଗପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ...
ନୂଆଦିଲ୍ଲୀ: ଯୁବ ବୟସରେ ହାର୍ଟ ଆଟାକ୍‌ର ଘଟଣା ନେଇ ଚ...
HIV ପ୍ରତିରୋଧ କ୍ଷେତ୍ରରେ ଏକ ନୂଆ ଔଷଧ ନେଇ ଆଶା ସୃଷ୍ଟି ହ...
ନୂଆଦିଲ୍ଲୀ:ଭାରତରେ ଏକ ଜଟିଳ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ଜ...
ଆର୍ଥିକ କମ୍ପାନୀଗୁଡ଼ିକ ପାଇଁ କେବଳ ବ୍ୟାଲାନ୍ସ ସିଟ୍ରେ ଥି...
ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା Hurricane...
NRIଙ୍କଠାରୁ ଜମି, ଘର କିମ୍ବା ଅନ୍ୟ ଅଚଳ ସମ୍ପତ୍ତି କିଣୁଥି...
ଗୁରୁବାର ଭାରତୀୟ ଶେୟର ବଜାରରେ ତୀବ୍ର ପତନ ପରେ ଶୁକ୍ରବାର...
ମୁମ୍ବାଇ:Tata Sons ଓ Tata Trusts ମଧ୍ୟରେ ଚାଲିଥିବା go...