Robbers break temple sanctum lock and steal ornaments from Goddess Khambeswari temple in Asika, Ganjam.

ଗଞ୍ଜାମ ଆସିକା ଖମ୍ବେଶ୍ୱରୀ ଠାକୁରାଣୀ ମନ୍ଦିରରେ ଚୋରି, ଗର୍ଭଗୃହର ତାଲା ଭାଙ୍ଗି ମାଙ୍କ ଅଳଙ୍କାର ଲୁଟ

ଗଞ୍ଜାମ ଜିଲ୍ଲା ଆସିକାର ଖମ୍ବେଶ୍ୱରୀ ଠାକୁରାଣୀ ମନ୍ଦିରରୁ ଦୁର୍ବୃତ୍ତମାନେ ଗର୍ଭଗୃହର ତାଲା ଭାଙ୍ଗି ମାଙ୍କ ଅଳଙ୍କାର ଚୋରି କରିଛନ୍ତି। ସିସିଟିଭି କ୍ୟାମେରା ଭାଙ୍ଗି ଚୋରି କରାଯାଇଥିବା ବେଳେ ଆସିକା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଞ୍ଜାମ ଜିଲ୍ଲା ଆସିକାର ଅଧିଷ୍ଠାତ୍ରୀ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀ ମନ୍ଦିରରେ ଚୋରି ଘଟଣା ଘଟିଛି। ଚୈତ୍ରମାସର ଦ୍ବିତୀୟ ମଙ୍ଗଳବାର ପୂର୍ବରୁ ଦୁର୍ବୃତ୍ତମାନେ ମନ୍ଦିରର ଗର୍ଭଗୃହର ତାଲା ଭାଙ୍ଗି ମାଙ୍କ ମୂର୍ତ୍ତିର ଅଳଙ୍କାର ଚୋରି କରିଥିବା ଜଣାପଡ଼ିଛି।ଚୋରମାନେ ମନ୍ଦିର ଭିତରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇ ଘଟଣାକୁ ଅଞ୍ଜାମ ଦେଇଛନ୍ତି।

ମାଙ୍କ ମୂର୍ତ୍ତିର ଆଖି, ନାକ, କାନ ଓ ଅନ୍ୟାନ୍ୟ ଅଳଙ୍କାର ଚୋରି ହୋଇଯାଇଥିବାରୁ ମୂର୍ତ୍ତି ଶ୍ରୀହୀନ ଦେଖାଯାଉଛି।ଘଟଣା ସମ୍ପର୍କରେ ସୂଚନା ପାଇ ପରେ ଆସିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛି ଏବଂ ଚୋରମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।

Latest News
ପ୍ରବଳ ବର୍ଷାରେ ବେହାଲ ଅରୁଣାଚଳ ପ୍ରଦେଶ ଓ ଆସାମ: ୪ ମୃତ, ଲକ୍ଷାଧିକ ଲୋକ ବନ୍ୟା ପ୍ରଭାବିତ

ପ୍ରବଳ ବର୍ଷାରେ ବେହାଲ ଅରୁଣାଚଳ ପ୍ରଦେଶ ଓ...

ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଲଗାତାର ପ୍ରବଳ ବର୍ଷା...

ଇନଷ୍ଟାଗ୍ରାମରେ ଆପତ୍ତିଜନକ ବିଜ୍ଞାପନ ଅଭିଯୋଗ: ମେଟାକୁ କେନ୍ଦ୍ର ସରକାରଙ୍କ ନୋଟିସ, ୭ ଦିନ ମଧ୍ୟରେ ରିପୋର୍ଟ ତଲବ

ଇନଷ୍ଟାଗ୍ରାମରେ ଆପତ୍ତିଜନକ ବିଜ୍ଞାପନ ଅଭିଯୋଗ: ମେଟାକୁ କେନ୍ଦ୍ର...

ଇନଷ୍ଟାଗ୍ରାମରେ ଶିଶୁଙ୍କ ଯୌନ ଶୋଷଣ ଓ ନିର୍ଯାତନା ସମ୍ପର୍କ...

ଓଡ଼ିଶାରେ ଲଗାଣ ବର୍ଷା ଜାରି; ବରଗଡ଼ର ଅମ୍ବାଭୋନାରେ ସର୍ବାଧିକ ୧୮୦ ମି.ମି. ବର୍ଷା ରେକର୍ଡ

ଓଡ଼ିଶାରେ ଲଗାଣ ବର୍ଷା ଜାରି; ବରଗଡ଼ର ଅମ୍ବାଭୋନାରେ...

ଓଡ଼ିଶାରେ ମୌସୁମୀ ବର୍ଷାର ପ୍ରଭାବ ଜାରି ରହିଛି। ଗୁରୁବାର...

ଅବପାତ ଘନୀଭୂତ ହୋଇ ଡିପ୍ରେସନ୍: ଓଡ଼ିଶାର ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଅବପାତ ଘନୀଭୂତ ହୋଇ ଡିପ୍ରେସନ୍: ଓଡ଼ିଶାର ୮...

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲ...

ରାମମନ୍ଦିର ଦାନପାଣ୍ଠି ଅର୍ଥ ହେରଫେର ଅଭିଯୋଗ: ବିଜେପିକୁ ‘ଚାନ୍ଦା ଚୋର’ କହି କଟାକ୍ଷ କଲା କଂଗ୍ରେସ

ରାମମନ୍ଦିର ଦାନପାଣ୍ଠି ଅର୍ଥ ହେରଫେର ଅଭିଯୋଗ: ବିଜେପିକୁ...

ଅଯୋଧ୍ୟା ରାମମନ୍ଦିର ଦାନପାଣ୍ଠି ଅର୍ଥ ହେରଫେର ଅଭିଯୋଗକୁ ନ...

ଏଲ୍‌ ନିନୋକୁ ନେଇ ଜାତିସଂଘର ସତର୍କବାଣୀ; ଓଡ଼ିଶାରେ ଭାରୀ ବର୍ଷା ନେଇ IMDର ଆଲର୍ଟ

ଏଲ୍‌ ନିନୋକୁ ନେଇ ଜାତିସଂଘର ସତର୍କବାଣୀ; ଓଡ଼ିଶାରେ...

ଜାତିସଂଘ ଅଧୀନସ୍ଥବିଶ୍ୱ ପାଣିପାଗ ସଂଗଠନ (WMO)ଏଲ୍ ନିନୋ (...

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ, ଫେଡେରାଲ ପୁଲିସର ତଦନ୍ତ ଆରମ୍ଭ

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋସିଆଲ...

ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ଆମେରିକାର ୨୫୦ତମ ସ୍ୱାଧୀନତା ଦିବସରେ ମୋଦୀଙ୍କ ଶୁଭେଚ୍ଛା; ଭାରତ-ଆମେରିକା ମିତ୍ରତାକୁ କହିଲେ ବିଶ୍ୱର ଶକ୍ତି

ଆମେରିକାର ୨୫୦ତମ ସ୍ୱାଧୀନତା ଦିବସରେ ମୋଦୀଙ୍କ ଶୁଭେଚ୍ଛା;...

ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଭାରତର ପ୍ରଧାନମ...

Breaking News
+