ଗଞ୍ଜେଇ ମାଫିଆ ସହ ଲିଙ୍କ୍ ଅଭିଯୋଗ: ବୌଦ୍ଧରେ ପୂର୍ବତନ ଥାନା ଆଇଆଇସି ସସ୍ମିତା ମାଗରଙ୍କ ବିରୋଧରେ ତଦନ୍ତ ଆରମ୍ଭ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି ସସ୍ମିତା ମାଗରଙ୍କ ବିରୋଧରେ ଗଞ୍ଜେଇ ମାଫିଆ ସହ ସମ୍ପର୍କ ଏବଂ ପୁଲିସ ଚଢ଼ାଉ ସମ୍ପର୍କିତ ତଥ୍ୟ ପୂର୍ବରୁ ଲିକ୍ କରିବା ନେଇ ଅଭିଯୋଗ ଉଠିଛି। ମାମଲାକୁ ନେଇ ବୌଦ୍ଧର ନୂଆ ଏସ୍‌ପି ତଦନ୍ତ ଆରମ୍ଭ କରିଛନ୍ତି।
Former Odisha Police IIC Sasmita Magar under investigation over alleged ganja mafia links in Boudh
Former Odisha Police IIC Sasmita Magar under investigation over alleged ganja mafia links in Boudh

ବୌଦ୍ଧ ଜିଲ୍ଲା ପୁଲିସ ବିଭାଗରେ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସି ସସ୍ମିତା ମାଗରଙ୍କ ବିରୋଧରେ ଗଞ୍ଜେଇ ମାଫିଆ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ସସ୍ମିତା ମାଗର ପୁଲିସର ଚଢ଼ାଉ ଏବଂ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ତଥ୍ୟ ପୂର୍ବରୁ ଗଞ୍ଜେଇ ମାଫିଆଙ୍କୁ ଜଣାଇଥିଲେ। ଏହା ଫଳରେ ଅଭିଯୁକ୍ତମାନେ ପୁଲିସ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବାର ସୁଯୋଗ ପାଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଜାନୁଆରୀ ୧୮ ତାରିଖରେ ସୋନପୁର ପୁଲିସ ଏକ କଣ୍ଟେନରରୁ ଗଞ୍ଜେଇ ଜବତ କରି କିଛି ଚାଲାଣକାରୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମୋବାଇଲ ଯାଞ୍ଚ ସମୟରେ ପୂର୍ବତନ ଆଇଆଇସିଙ୍କ ସହ କଥାବାର୍ତ୍ତା ଓ ସମ୍ପର୍କ ସମ୍ବନ୍ଧୀୟ କିଛି ତଥ୍ୟ ମିଳିଥିବା ଜଣାପଡ଼ିଛି।

ଏହା ପରେ ତତ୍କାଳୀନ ବୌଦ୍ଧ ଏସ୍ପି ସସ୍ମିତା ମାଗରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ପରେ ତାଙ୍କୁ ମନମୁଣ୍ଡା ଥାନାରୁ ବୌଦ୍ଧ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା।

ବର୍ତ୍ତମାନ ନୂଆ ଏସ୍ପି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଅଭିଯୋଗ ନେଇ ସସ୍ମିତା ମାଗରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

LIVE TV
LIVE
Latest News
ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ କଲେ କେନ୍ଦ୍ର! ପାକିସ୍ତାନୀ, ଶରଣାର୍ଥୀ ଓ ତିବ୍ବତୀୟଙ୍କୁ ମିଳିବ ଆଶ୍ୱସ୍ତି

ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ...

ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...

ପଶୁଚିକିତ୍ସା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର! ଇଣ୍ଟର୍ନସିପ୍ ଷ୍ଟାଇପେଣ୍ଡ୍ ୧୧ ହଜାରରୁ ବଢ଼ି ୧୮ ହଜାର ଟଙ୍କା

ପଶୁଚିକିତ୍ସା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର!...

ପଶୁଚିକିତ୍ସା ଇଣ୍ଟର୍ନଙ୍କ ଷ୍ଟାଇପେଣ୍ଡ୍ରେ ୭ ହଜାର ଟଙ୍କା...

ଇସ୍ରାଏଲ୍‌ରେ ନେତାନ୍ୟାହୁଙ୍କୁ ବଡ଼ ଝଟକା! ୬୭ ସାଂସଦଙ୍କ ସମର୍ଥନ ସହ ଆଗରେ ଆଇଜେନକୋଟ୍, ରବିବାର ହେବ ବଡ଼ ନିଷ୍ପତ୍ତି

ଇସ୍ରାଏଲ୍‌ରେ ନେତାନ୍ୟାହୁଙ୍କୁ ବଡ଼ ଝଟକା! ୬୭ ସାଂସଦଙ୍କ...

ଇସ୍ରାଏଲ୍‌ର ରାଜନୀତିରେ ବଡ଼ ହଲଚଲ୍। ଦୀର୍ଘଦିନ ଧରି...

ଇରାକ୍ ଆକାଶମାର୍ଗ ଖୋଲିବାରୁ ଯାତ୍ରୀଙ୍କୁ ଆଶ୍ୱସ୍ତି! ଦିଲ୍ଲୀ-ମୁମ୍ବାଇରୁ ଆମେରିକା ଯାତ୍ରା ସମୟ ୩ ଘଣ୍ଟା କମିଲା

ଇରାକ୍ ଆକାଶମାର୍ଗ ଖୋଲିବାରୁ ଯାତ୍ରୀଙ୍କୁ ଆଶ୍ୱସ୍ତି! ଦିଲ୍ଲୀ-ମୁମ୍ବାଇରୁ...

ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...

କେବଳ ସଠିକ୍ ଉତ୍ତର ଦେଲେ AI ଭରସାଯୋଗ୍ୟ ନୁହେଁ! ସୁରକ୍ଷା ଓ ପକ୍ଷପାତମୁକ୍ତ ମୂଲ୍ୟାୟନ ଜରୁରୀ: IIT ମାଡ୍ରାସ୍ ପ୍ରଫେସର

କେବଳ ସଠିକ୍ ଉତ୍ତର ଦେଲେ AI ଭରସାଯୋଗ୍ୟ...

AIର ଭରସା କେବଳ ସଠିକ୍ ଉତ୍ତରରେ ନୁହେଁ, ସୁରକ୍ଷା ଓ ନିରପେ...

୧୦୦୦ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା UPSC ଓ ପଞ୍ଜାବ ସିଭିଲ୍ ସର୍ଭିସେସ୍ କୋଚିଂ ଦେବେ ସରକାର

୧୦୦୦ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା UPSC ଓ...

ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...

୨୦୨୭ରେ  ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା! Qdengaକୁ ନେଇ ଆଶା ସହ ବଢ଼ିଲା ଚିନ୍ତା

୨୦୨୭ରେ ଆସିବ ଭାରତର ପ୍ରଥମ ଡେଙ୍ଗୁ ଟିକା!...

ଭାରତରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଏକ ନୂଆ ଆଶା ସୃଷ୍ଟି...

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି! ଅସ୍ତ୍ରୋପଚାର ବିନା ୩୦ ମିନିଟ୍‌ରେ ବାହାର କଲେ ଡାକ୍ତର

ବ୍ରଶ୍ କରୁଥିବା ବେଳେ ଟୁଥ୍‌ବ୍ରଶ୍ ଗିଳିଦେଲେ ବ୍ୟକ୍ତି!...

ସକାଳୁ ଦାନ୍ତ ଘଷିବା ବେଳେ ଅସାବଧାନତା ଯୋଗୁଁ ଜଣେ ବ୍ୟକ୍ତି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+