କେଜିରୁ ପିଜି ନାମଲେଖା ପାଇଁ ଆସିବ SOP, ୬୬୨ ଓ ୪୮୮ ବର୍ଗ କଲେଜକୁ ମିଳିବ ସରକାରୀ ସହାୟତା

କେଜିରୁ ପିଜି ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ଓଡ଼ିଶା ସରକାର ଶୀଘ୍ର SOP ଜାରି କରିବେ। ସେହିପରି ୬୬୨ ଓ ୪୮୮ ବର୍ଗର କଲେଜଗୁଡ଼ିକୁ ଆର୍ଥିକ ସହାୟତା ମିଳିବ ଏବଂ ଛାତ୍ରଛାତ୍ରୀଙ୍କ ଦେୟ ଶୁଳ୍କ ସରକାର ବହନ କରିବେ।
Odisha Higher Education Minister Suryabanshi Suraj announces SOP for KG-to-PG admissions and financial aid for colleges.
Odisha Higher Education Minister Suryabanshi Suraj announces SOP for KG-to-PG admissions and financial aid for colleges.

କେଜିରୁ ପିଜି (KG-to-PG) ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟାକୁ ସୁବ୍ୟବସ୍ଥିତ, ସ୍ୱଚ୍ଛ ଓ ଦ୍ୱନ୍ଦ୍ୱମୁକ୍ତ କରିବା ପାଇଁ ଓଡ଼ିଶା ସରକାର ଖୁବଶୀଘ୍ର ଏକଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP)ଜାରି କରିବେ। ଏହି ସୂଚନା ଉଚ୍ଚଶିକ୍ଷା ମନ୍ତ୍ରୀସୂର୍ଯ୍ୟବଂଶୀ ସୂରଜଶନିବାର ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ପ୍ରକ୍ରିୟାକୁ ଏକରୂପ କରିବା ଓ ଛାତ୍ରଛାତ୍ରୀ, ଅଭିଭାବକ ଏବଂ କଲେଜ ପ୍ରଶାସନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିବା ଉଦ୍ଦେଶ୍ୟରେ ଏହି SOP ପ୍ରସ୍ତୁତ କରାଯାଇଛି।

ଏହାସହ ରାଜ୍ୟ ସରକାର୬୬୨ ଓ ୪୮୮ ବର୍ଗର କଲେଜଗୁଡ଼ିକୁଆର୍ଥିକ ସହାୟତା ପ୍ରଦାନ କରିବେ। ସ୍ୱୟଂ ଅର୍ଥପୋଷିତ (Self-financing) ଏବଂ ବୃତ୍ତିଗତ (Professional) ପାଠ୍ୟକ୍ରମ ଚାଲୁଥିବା ସଂସ୍ଥାକୁ ଛାଡ଼ି ଅନ୍ୟ ସମସ୍ତ ଯୋଗ୍ୟ କଲେଜ ଏହି ଯୋଜନାରେ ସାମିଲ ହେବେ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯେଉଁ ଶୁଳ୍କ ପ୍ରଦାନ କରୁଥିଲେ, ତାହା ଏବେ ରାଜ୍ୟ ସରକାର ବହନ କରିବେ। କର୍ମଚାରୀଙ୍କ ବେତନ, କଲେଜ ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପର୍କରେ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯିବ, ଯାହାଫଳରେ ଆଗାମୀ ଦିନରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ।

ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥାଆରମ୍ଭ କରିବାକୁ ଯାଉଛି। ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ ଅଧ୍ୟକ୍ଷ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଜାରି ରହିଛି।

LIVE TV
LIVE
Latest News
ୟୁପି ଭୋଟର ତାଲିକାରେ ତ୍ରୁଟିକୁ ନେଇ ତେଜ ବିବାଦ, SIR ବନ୍ଦ ଓ CECଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ୟୁପି ଭୋଟର ତାଲିକାରେ ତ୍ରୁଟିକୁ ନେଇ ତେଜ...

ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...

କୋଟିଆରେ ଆନ୍ଧ୍ର ପ୍ରତିନିଧିଙ୍କୁ ଅଟକାଇଲା ଓଡ଼ିଶା ପ୍ରଶାସନ, ସୋଲାର ସାମଗ୍ରୀ ବଣ୍ଟନ ଯୋଜନା ବନ୍ଦ

କୋଟିଆରେ ଆନ୍ଧ୍ର ପ୍ରତିନିଧିଙ୍କୁ ଅଟକାଇଲା ଓଡ଼ିଶା ପ୍ରଶାସନ,...

କୋରାପୁଟ: କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେ...

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା: ମୁହାଁମୁହିଁ ଧକ୍କା ପରେ ଜଳିଗଲେ ୨ ଟ୍ରଲର ଡ୍ରାଇଭର

ସୁନ୍ଦରଗଡ଼ରେ ଭୟଙ୍କର ଦୁର୍ଘଟଣା: ମୁହାଁମୁହିଁ ଧକ୍କା ପରେ...

ସୁନ୍ଦରଗଡ଼ରେ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ଟ୍ରଲର ଧକ୍କା...

ଭାରତର ଦ୍ରୁତ ବିକାଶକୁ ଦୀର୍ଘସ୍ଥାୟୀ କରିବାକୁ ଅଧିକ ସଂସ୍କାର ଆବଶ୍ୟକ: IMF

ଭାରତର ଦ୍ରୁତ ବିକାଶକୁ ଦୀର୍ଘସ୍ଥାୟୀ କରିବାକୁ ଅଧିକ...

ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା ଅପେକ୍ଷା, ରିପୋର୍ଟ ପାଇଁ ବି ଲମ୍ବା ଧାଡ଼ି!

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା...

ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...

ଭାରତୀୟ ତ୍ୱଚାରେ କାହିଁକି ଭଲ ହେଉନି ଆକ୍ନେ? ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍‌ଙ୍କ ବଡ଼ ଖୁଲାସା

ଭାରତୀୟ ତ୍ୱଚାରେ କାହିଁକି ଭଲ ହେଉନି ଆକ୍ନେ?...

ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...

ବଙ୍ଗୋପସାଗରରେ ଅବପାତ, ଅତିଭୟଙ୍କର ବାତ୍ୟା ଆଶଙ୍କା; ୨୭ରୁ ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଅବପାତ, ଅତିଭୟଙ୍କର ବାତ୍ୟା ଆଶଙ୍କା; ୨୭ରୁ...

ବଙ୍ଗୋପସାଗରରେ ଅବପାତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକ...

୨୦୩୦ରୁ କାରରେ ବାଧ୍ୟତାମୂଳକ ହେବ ଅଟୋମେଟିକ ଏମାର୍ଜେନ୍ସି ବ୍ରେକ୍! ଆସୁଛି ନୂଆ ସୁରକ୍ଷା ନିୟମ

୨୦୩୦ରୁ କାରରେ ବାଧ୍ୟତାମୂଳକ ହେବ ଅଟୋମେଟିକ ଏମାର୍ଜେନ୍ସି...

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା କମାଇବା ଏବଂ ଯାତ୍ରୀଙ୍...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+