‘ମିର୍ଜାପୁର: ଦ ମୁଭି’ର ଦମଦାର କମାଲ; ୨ ଦିନରେ ବିଶ୍ୱବ୍ୟାପୀ ୭୮ କୋଟି ପାର

‘ମିର୍ଜାପୁର: ଦ ମୁଭି’ ବକ୍ସ ଅଫିସ୍‌ରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଦ୍ୱିତୀୟ ଦିନରେ ଫିଲ୍ମଟି ଭାରତରେ ଆନୁମାନିକ ୩୧ କୋଟି ଟଙ୍କା ନେଟ୍‌ କଲେକ୍ସନ କରିଛି। ଫଳରେ ଦୁଇ ଦିନରେ ଭାରତୀୟ ବକ୍ସ ଅଫିସ୍‌ରେ ଏହାର ନେଟ୍‌ କଲେକ୍ସନ ୫୬.୭୫ କୋଟି ଟଙ୍କାରେ ପହଞ୍ଚିଛି। ଓଭରସିଜ୍‌ କଲେକ୍ସନକୁ ମିଶାଇ ଫିଲ୍ମର ବିଶ୍ୱବ୍ୟାପୀ ଗ୍ରସ୍‌ କଲେକ୍ସନ ୭୮.୪୫ କୋଟି ଟଙ୍କା ହୋଇଛି।
Mirzapur The Movie cast Pankaj Tripathi Ali Fazal Divyenndu
Mirzapur The Movie cast Pankaj Tripathi Ali Fazal Divyenndu

‘ମିର୍ଜାପୁର’ ୟୁନିଭର୍ସର ବହୁ ପ୍ରତୀକ୍ଷିତ ଫିଲ୍ମ‘ମିର୍ଜାପୁର: ଦ ମୁଭି’ବକ୍ସ ଅଫିସ୍ରେ ନିଜର ଦବଦବା ଜାରି ରଖିଛି। ସେପ୍ଟେମ୍ବର ୪ରେ ସିନେମା ହଲ୍କୁ ଆସିଥିବା ଏହି ଗ୍ୟାଙ୍ଗଷ୍ଟର ଡ୍ରାମା ଦ୍ୱିତୀୟ ଦିନରେ ଭଲ ବୃଦ୍ଧି ସହ ବ୍ୟବସାୟ କରିଛି।

ପ୍ରଥମ ଦିନରେ ଫିଲ୍ମଟି ଭାରତରେ ୨୫.୭୫ କୋଟି ଟଙ୍କା ନେଟ୍ କଲେକ୍ସନ କରିଥିବା ବେଳେ ଶନିବାର ଦ୍ୱିତୀୟ ଦିନରେ ପ୍ରାୟ୩୧ କୋଟି ଟଙ୍କାନେଟ୍ କରିଛି। ଏହା ସହ ଦୁଇ ଦିନରେ ଭାରତରେ ଫିଲ୍ମର ନେଟ୍ କଲେକ୍ସନ୫୬.୭୫ କୋଟି ଟଙ୍କାରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ଫିଲ୍ମଟି ୧୧,୨୫୬ଟି ଶୋ’ରୁ ଏହି ବ୍ୟବସାୟ କରିଥିବା ରିପୋର୍ଟରେ କୁହାଯାଇଛି।

ଭାରତରେ ଫିଲ୍ମର ଗ୍ରସ୍ କଲେକ୍ସନ ବର୍ତ୍ତମାନ୬୮.୨୦ କୋଟି ଟଙ୍କାରହିଛି। ସେହିପରି ଓଭରସିଜ୍ ବଜାରରେ ମଧ୍ୟ ଫିଲ୍ମଟି ଭଲ ପ୍ରଦର୍ଶନ କରିଛି। ଦ୍ୱିତୀୟ ଦିନରେ ଓଭରସିଜ୍ରୁ ପ୍ରାୟ ୬ କୋଟି ଟଙ୍କା ଆସିଥିବା ବେଳେ ମୋଟ ଓଭରସିଜ୍ ଗ୍ରସ୍ କଲେକ୍ସନ୧୦.୨୫ କୋଟି ଟଙ୍କାହୋଇଛି। ଫଳରେ ଦୁଇ ଦିନରେ ଫିଲ୍ମର ୱାର୍ଲ୍ଡୱାଇଡ୍ ଗ୍ରସ୍ କଲେକ୍ସନ୭୮.୪୫ କୋଟି ଟଙ୍କାରେ ପହଞ୍ଚିଛି।

ଗୁରମିତ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ଆକ୍ସନ୍, ଡାଏଲଗ୍ ଏବଂ ‘ମିର୍ଜାପୁର’ର ପରିଚିତ ଚରିତ୍ରଗୁଡ଼ିକ ଦର୍ଶକଙ୍କ ଆଗ୍ରହ ବଢ଼ାଇଛି।ଫିଲ୍ମରେ ପଙ୍କଜ ତ୍ରିପାଠୀ, ଅଲି ଫଜଲ ଏବଂ ଦିବ୍ୟେନ୍ଦୁ ଯଥାକ୍ରମେ କାଲୀନ ଭୈୟା, ଗୁଡ୍ଡୁ ପଣ୍ଡିତ ଓ ମୁନ୍ନା ତ୍ରିପାଠୀ ଭୂମିକାରେ ଫେରିଛନ୍ତି। ଅଭିଷେକ ବାନାର୍ଜୀ, ରସିକା ଦୁଗଲ, ଶୀବା ଚଢା, ରାଜେଶ ତୈଲଙ୍ଗ, ଶ୍ରିୟା ପିଲଗାଓଁକର, ହର୍ଷିତା ଶେଖର ଗୌର ଓ ଶ୍ୱେତା ତ୍ରିପାଠୀ ମଧ୍ୟ ନିଜ ଚରିତ୍ରରେ ନଜର ଆସିଛନ୍ତି। ଏଥିସହ ରବି କିଶନ ନୂଆ ଯୋଗ ହୋଇଥିବା ବେଳେ ଜିତେନ୍ଦ୍ର କୁମାର ବବ୍ଲୁ ପଣ୍ଡିତଙ୍କ ଭୂମିକାରେ ଅଭିନୟ କରିଛନ୍ତି।

LIVE TV
LIVE
Latest News
୨୩ ଦିନ ପରେ ଗଞ୍ଜାମରେ ଖୋଲିଲା ସ୍କୁଲ! ବନ୍ୟାରେ ୪୯୮ ବିଦ୍ୟାଳୟ କ୍ଷତିଗ୍ରସ୍ତ, କାଦୁଅରେ ପୋତି ହୋଇଛି ଶ୍ରେଣୀଗୃହ

୨୩ ଦିନ ପରେ ଗଞ୍ଜାମରେ ଖୋଲିଲା ସ୍କୁଲ!...

ବ୍ରହ୍ମପୁର: ଦୀର୍ଘ ୨୩ ଦିନର ଅପେକ୍ଷା ପରେ ଗଞ୍ଜାମ ଜିଲ୍ଲା...

ICSE-ISC ବୋର୍ଡ ପରୀକ୍ଷା ୨୦୨୭ ଡେଟ୍‌ସିଟ୍‌ ଆଜି ପ୍ରକାଶ ପାଇବା ସମ୍ଭାବନା! cisce.orgରେ ଚେକ୍ କରିପାରିବେ ଛାତ୍ରଛାତ୍ରୀ

ICSE-ISC ବୋର୍ଡ ପରୀକ୍ଷା ୨୦୨୭ ଡେଟ୍‌ସିଟ୍‌ ଆଜି...

ନୂଆଦିଲ୍ଲୀ: ICSE ଓ ISC ବୋର୍ଡ ପରୀକ୍ଷା ୨୦୨୭କୁ ଅପେକ୍ଷା...

ବାୟୁ ପ୍ରଦୂଷଣ ବିରୋଧରେ କୋଭିଡ୍ ଭଳି ଲଢ଼େଇ ଦରକାର! ଚେତାବନୀ ଦେଲେ WHOର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ

ବାୟୁ ପ୍ରଦୂଷଣ ବିରୋଧରେ କୋଭିଡ୍ ଭଳି ଲଢ଼େଇ...

ନୂଆଦିଲ୍ଲୀ: ଦେଶରେ ବାୟୁ ପ୍ରଦୂଷଣ ଏବେ ଏକ ଗମ୍ଭୀର ଜନସ୍ୱା...

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ! ରିପୋର୍ଟ ଦେଖି ଭୟଭୀତ ହେବେ ନାହିଁ, ଜାଣନ୍ତୁ କେତେ ଭରସାଯୋଗ୍ୟ ଏହି ଟେଷ୍ଟ

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ!...

ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...

ଆଧାର କାର୍ଡ ନାହିଁ ତ ଚିନ୍ତା ନାହିଁ! JEE Main 2027 ପାଇଁ ପାସପୋର୍ଟରେ ଆବେଦନ କରିପାରିବେ NRI ଛାତ୍ରଛାତ୍ରୀ

ଆଧାର କାର୍ଡ ନାହିଁ ତ ଚିନ୍ତା ନାହିଁ!...

ନୂଆଦିଲ୍ଲୀ: JEE Main 2027 ପରୀକ୍ଷା ପାଇଁ ଆବେଦନ କରୁଥିବ...

ମଦ ବିବାଦରୁ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ସନ୍ଦେହ! ଗଜପତି ମୋହନାରେ ଚାଞ୍ଚଲ୍ୟ

ମଦ ବିବାଦରୁ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା...

ଗଜପତି: ମଦ ବ୍ୟବସାୟକୁ କେନ୍ଦ୍ର କରି ବଚସା ଓ ପରେ ହତ୍ୟା ସ...

କ୍ୟାନ୍ସର ଔଷଧ ଦାମ୍‌ରେ ବଡ଼ ହ୍ରାସ! ୯୬.୪୫% ପର୍ଯ୍ୟନ୍ତ କମିଲା ମୂଲ୍ୟ, ରୋଗୀଙ୍କ ବାର୍ଷିକ ୩,୫୪୦ କୋଟି ଟଙ୍କା ସଞ୍ଚୟ ଆକଳନ

କ୍ୟାନ୍ସର ଔଷଧ ଦାମ୍‌ରେ ବଡ଼ ହ୍ରାସ! ୯୬.୪୫%...

ନୂଆଦିଲ୍ଲୀ: କ୍ୟାନ୍ସର ଚିକିତ୍ସା କରାଉଥିବା ରୋଗୀ ଓ ସେମାନ...

ମାତ୍ର ୧୦୦ ଟଙ୍କାରୁ ଆରମ୍ଭ, ଏବେ କୋଟିଏ ଟଙ୍କାର ବ୍ୟବସାୟ! ଆମେରିକା-ବ୍ରିଟେନ୍‌କୁ ରପ୍ତାନି ହେଉଛି ଅନୁଗୁଳର ଦେଶୀ ଲେମ୍ବୁ

ମାତ୍ର ୧୦୦ ଟଙ୍କାରୁ ଆରମ୍ଭ, ଏବେ କୋଟିଏ...

ଅନୁଗୁଳ: ଦୃଢ଼ ଇଚ୍ଛାଶକ୍ତି ଓ ନୂଆ ଚିନ୍ତାଧାରା ଥିଲେ ଛୋଟ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+