କପ୍ତିପଦାରେ ବଡ଼ ଲୁଟ୍: ଘର ତାଲା ଭାଙ୍ଗି ୨୦ ଲକ୍ଷରୁ ଅଧିକ ଗହଣା ଲୁଟ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ପିଙ୍ଗୁ ଗ୍ରାମରେ ବଡ଼ ଧରଣର ଚୋରି ଘଟଣା ଘଟିଛି। ପରିବାର ଶୁଦ୍ଧିକ୍ରିୟାରେ ଯାଇଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ସହ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
Jewellery and cash looted from a house in Pingu village under Kaptipada police station
Jewellery and cash looted from a house in Pingu village under Kaptipada police station

ମୟୂରଭଞ୍ଜ: ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ପିଙ୍ଗୁ ଗ୍ରାମରେ ଘଟିଛି ଏହି ଲୁଟ୍ ଘଟଣା।

ସୂଚନା ଅନୁସାରେ, ଗ୍ରାମର ଶ୍ୟାମ ସୁନ୍ଦର ବେହେରା ପରିବାର ସଦସ୍ୟଙ୍କ ସହ ଶ୍ୱଶୁର ଘରକୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରକୁ ପଶିଥିଲେ।

ଘରକୁ ଫେରିବା ପରେ ଶ୍ୟାମ ସୁନ୍ଦର ମୁଖ୍ୟ ଫାଟକର ତାଲା ଭଙ୍ଗା ଦେଖିଥିଲେ। ଘର ଭିତରକୁ ଯାଇ ଦେଖିବା ବେଳେ ବିଭିନ୍ନ ରୁମର ତାଲା ଭଙ୍ଗା ଯାଇଥିବା ସହ ତିନୋଟି ଗଡ଼ରେଜ୍ ମଧ୍ୟ ଭଙ୍ଗା ଯାଇଥିବା ଜଣାପଡ଼ିଥିଲା।

ଲୁଟେରାମାନେ ଶାବଳ ସହାୟତାରେ ଗଡ଼ରେଜ୍ ଭାଙ୍ଗି ସେଥିରେ ରଖାଯାଇଥିବା ୨୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ଦେଢ଼ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଘଟଣା ସମ୍ପର୍କରେ କପ୍ତିପଦା ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ଲୁଟେରାଙ୍କ ସମ୍ପର୍କରେ ସୁରାକ ଖୋଜାଯାଉଛି।

ଜନବସତି ମଧ୍ୟରେ ଏଭଳି ଭାବେ ତାଲା ଭାଙ୍ଗି ଲୁଟ୍ ହୋଇଥିବାରୁ ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

LIVE TV
LIVE
Latest News
Android ଫୋନ୍‌ରେ ନୂଆ ମାଲୱେର୍‌ର ଆତଙ୍କ? OTP ଚୋରି ସହ WhatsApp ଓ Telegram ଉପରେ ରଖୁଛି ନଜର

Android ଫୋନ୍‌ରେ ନୂଆ ମାଲୱେର୍‌ର ଆତଙ୍କ? OTP...

Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...

ଏସିଆନ୍ ଗେମ୍ସ ଆବାସ ବ୍ୟବସ୍ଥାକୁ ନେଇ ବିବାଦ: ନିଜ ପସନ୍ଦର ହୋଟେଲ୍ ବୁକ୍ କରିପାରିବେ କ୍ରିକେଟ୍ ଟିମ୍, କହିଲେ ଜାପାନ କ୍ରିକେଟ୍ CEO

ଏସିଆନ୍ ଗେମ୍ସ ଆବାସ ବ୍ୟବସ୍ଥାକୁ ନେଇ ବିବାଦ:...

ଏସିଆନ୍ ଗେମ୍ସ ପୂର୍ବରୁ କ୍ରିକେଟ୍ ଟିମ୍‌ଗୁଡ଼ିକର ଆବ...

Metformin ଖାଉଛନ୍ତି, ତଥାପି ଶୁଗାର ୨୦୦ ପାର୍! କାହିଁକି କମୁନି ବ୍ଲଡ୍ ସୁଗାର?

Metformin ଖାଉଛନ୍ତି, ତଥାପି ଶୁଗାର ୨୦୦ ପାର୍!...

ଭୁବନେଶ୍ୱର: ଡାଇବେଟିସ୍‌ ରୋଗୀଙ୍କ ଚିକିତ୍ସାରେ Metf...

ରୁମେଶ ପାଥିରାଜଙ୍କ ଆଉ ଏକ ୯୦ ମିଟର ପ୍ଲସ୍ ଥ୍ରୋ: World Athletics Ultimate Championship ଜିତିଲେ ଶ୍ରୀଲଙ୍କାର ଜାଭେଲିନ୍ ଷ୍ଟାର୍

ରୁମେଶ ପାଥିରାଜଙ୍କ ଆଉ ଏକ ୯୦ ମିଟର...

ବୁଡାପେଷ୍ଟରେ ରବିବାର ରୁମେଶ ପାଥିରାଜ ପୁଣିଥରେ ନିଜ ଦମ୍ ଦ...

ଟ୍ରମ୍ପଙ୍କ ଆହ୍ୱାନ ପରେ ରୁଷ ତୈଳ ରିଫାଇନାରୀ ଉପରେ ଆକ୍ରମଣ ରୋକିବାକୁ ପ୍ରସ୍ତୁତ ୟୁକ୍ରେନ୍! ରଖିଲା ବଡ଼ ସର୍ତ୍ତ

ଟ୍ରମ୍ପଙ୍କ ଆହ୍ୱାନ ପରେ ରୁଷ ତୈଳ ରିଫାଇନାରୀ...

ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ତୈଳ ଓ ଡିଜେଲ୍ ଯୋଗାଣକୁ ନେଇ...

AI କାରଣରୁ ୩ ବର୍ଷ ମଧ୍ୟରେ ମାନବ ବିଲୁପ୍ତ ହେବାର ୭୦% ସମ୍ଭାବନା ଅଛି କି? OpenAI ସୁରକ୍ଷା ଗବେଷକଙ୍କ ବଡ଼ ଚେତାବନୀ

AI କାରଣରୁ ୩ ବର୍ଷ ମଧ୍ୟରେ ମାନବ...

କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...

AI କ’ଣ ପରମାଣୁ ଅସ୍ତ୍ରଠାରୁ ମଧ୍ୟ ବିପଜ୍ଜନକ? ୪ ମାସରେ Anthropic ଛାଡ଼ିଲେ ଇଞ୍ଜିନିୟର, ଦେଲେ ବଡ଼ ଚେତାବନୀ?

AI କ’ଣ ପରମାଣୁ ଅସ୍ତ୍ରଠାରୁ ମଧ୍ୟ ବିପଜ୍ଜନକ?...

କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...

ଗୁକେଶ-ସିନ୍ଦାରୋଭ୍ ମୁହାଁମୁହିଁ: ୨୦୨୬ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ୍‌ର ସମ୍ପୂର୍ଣ୍ଣ ଗାଇଡ୍

ଗୁକେଶ-ସିନ୍ଦାରୋଭ୍ ମୁହାଁମୁହିଁ: ୨୦୨୬ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ୍‌ର...

ଚେସ୍ ଦୁନିଆରେ ଏକ ଐତିହାସିକ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+