CBSE 12th Result 2026 Live: ଏହି ସପ୍ତାହରେ ଫଳ ପ୍ରକାଶ ହେବ କି? ଯାଣନ୍ତୁ ସବୁ ଅପଡେଟ୍

CBSE 12th Result 2026 Live: ଏହି ସପ୍ତାହରେ ଫଳ ପ୍ରକାଶ ହେବ କି? ଯାଣନ୍ତୁ ସବୁ ଅପଡେଟ୍

CBSE Class 12 ଫଳ 2026 ଏହି ସପ୍ତାହରେ ପ୍ରକାଶ ପାଇପାରେ ବୋଲି ଅନୁମାନ। ଛାତ୍ରଛାତ୍ରୀ results.cbse.nic.in ଓ DigiLocker ମାଧ୍ୟମରେ ଫଳ ଦେଖିପାରିବେ।

Central Board of Secondary Education (CBSE) Class 12 Board Result 2026 ପ୍ରକାଶ ସମ୍ବନ୍ଧରେ ଛାତ୍ରଛାତ୍ରୀମାନେ ଅପେକ୍ଷାରେ ଅଛନ୍ତି। ଖବର ଅନୁଯାୟୀ, ଫଳ ଏହି ସପ୍ତାହରେ ପ୍ରକାଶ ପାଇପାରେ ବୋଲି ଅନୁମାନ କରାଯାଉଛି।

ଛାତ୍ରଛାତ୍ରୀମାନେ ଅଧିକାରିକ ୱେବସାଇଟ୍ results.cbse.nic.in ରେ ଯାଇ ନିଜର ରୋଲ୍ ନମ୍ବର, ସ୍କୁଲ୍ କୋଡ୍ ଓ ଆଡମିଟ୍ କାର୍ଡ ID ଦ୍ୱାରା ଫଳ ଚେକ୍ କରିପାରିବେ। ତଥା DigiLocker ମାଧ୍ୟମରେ ମଧ୍ୟ ମାର୍କଶିଟ୍ ଡାଉନଲୋଡ୍ କରାଯିବ।

ଏହି ରିଜଲ୍ଟ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷା ଓ କ୍ୟାରିଅର ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

Latest News
ଲଗାଣ ବର୍ଷାରେ ଆଠଗଡ଼ରେ ବନ୍ୟା ସ୍ଥିତି: ୨୦୬ ମି.ମି. ବର୍ଷାରେ ଜଳମଗ୍ନ ରାସ୍ତା ଓ ଚାଷଜମି

ଲଗାଣ ବର୍ଷାରେ ଆଠଗଡ଼ରେ ବନ୍ୟା ସ୍ଥିତି: ୨୦୬...

ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନର...

ପାକିସ୍ତାନ ପାଇଁ କାନାଡାର ବଡ଼ ଘୋଷଣା: ୪୭ ମିଲିୟନ୍ ଡଲାରର ବିକାଶ ଓ ସୁରକ୍ଷା ସହାୟତା

ପାକିସ୍ତାନ ପାଇଁ କାନାଡାର ବଡ଼ ଘୋଷଣା: ୪୭...

ପାକିସ୍ତାନ ଗସ୍ତରେ ଥିବା କାନାଡାର ବୈଦେଶିକ ମନ୍ତ୍ରୀ ତଥା...

ଲଗାଣ ବର୍ଷାରେ ବାଲେଶ୍ୱରରେ ନଷ୍ଟ ହେଲା ଧାନ ବିହନ; ସରକାରୀ ସହାୟତା ଦାବିରେ ଚାଷୀ

ଲଗାଣ ବର୍ଷାରେ ବାଲେଶ୍ୱରରେ ନଷ୍ଟ ହେଲା ଧାନ...

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ବାଲେଶ୍ୱର ଜିଲ୍...

ଗଜପତି ମୋହନା ସିଏଚ୍‌ସିରେ ଖୋଲାରେ ପଡ଼ିରହିଛି ଔଷଧ, ମିଆଦ ପୂର୍ଣ୍ଣ ଓ ବ୍ୟବହାରଯୋଗ୍ୟ ମେଡିସିନ୍ ମିଳିବା ପରେ ତଦନ୍ତ ନିର୍ଦ୍ଦେଶ

ଗଜପତି ମୋହନା ସିଏଚ୍‌ସିରେ ଖୋଲାରେ ପଡ଼ିରହିଛି ଔଷଧ,...

ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...

ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଲା, ପରିସ୍ଥିତି ନିୟନ୍ତ୍ରଣରେ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଲା,...

ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...

ବର୍ଷାଦିନରେ କୋଭିଡ୍ ନା ଫ୍ଲୁ? ଲକ୍ଷଣକୁ ନେଇ ଦ୍ୱନ୍ଦ୍ୱରେ ଲୋକେ

ବର୍ଷାଦିନରେ କୋଭିଡ୍ ନା ଫ୍ଲୁ? ଲକ୍ଷଣକୁ ନେଇ...

ବର୍ଷା ଋତୁ ଆସିବା ସହ ଦେଶର ବିଭିନ୍ନ ଅଞ୍ଚଳରେ ଭାଇରାଲ୍ ସଂ...

ଲଗାଣ ବର୍ଷାରେ ଢେଙ୍କାନାଳ ଜଳମଗ୍ନ: ‘ଖାଇବୁ ନା ସାମଗ୍ରୀ ବଞ୍ଚାଇବୁ?’ ବୋଲି ପ୍ରଶ୍ନ କଲେ ଲୋକେ

ଲଗାଣ ବର୍ଷାରେ ଢେଙ୍କାନାଳ ଜଳମଗ୍ନ: ‘ଖାଇବୁ ନା...

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାର...

ନେପାଳରେ ୪.୨ ତୀବ୍ରତାର ଭୂମିକମ୍ପ, ପଶ୍ଚିମ ଅଞ୍ଚଳରେ ଅନୁଭୂତ ହେଲା ଝଟକା

ନେପାଳରେ ୪.୨ ତୀବ୍ରତାର ଭୂମିକମ୍ପ, ପଶ୍ଚିମ ଅଞ୍ଚଳରେ...

ପଶ୍ଚିମ ନେପାଳରେ ବୁଧବାର ପ୍ରତ୍ୟୁଷରେ ଏକ ମୃଦୁ ଭୂମିକମ୍ପ...

ଦିଲ୍ଲୀ-ଏନ୍‌ସିଆରରେ ବର୍ଷା ଆଲର୍ଟ: ଆଜି ଓ କାଲି ପ୍ରବଳ ବର୍ଷା ସହ ବଜ୍ରପାତ ସତର୍କତା ଜାରି କଲା ଆଇଏମଡି

ଦିଲ୍ଲୀ-ଏନ୍‌ସିଆରରେ ବର୍ଷା ଆଲର୍ଟ: ଆଜି ଓ କାଲି...

ଦିଲ୍ଲୀ-ଏନ୍‌ସିଆରରେ ପାଗରେ ହଠାତ୍ ପରିବର୍ତ୍ତନ ଦେଖା...

ଜାପାନରେ ତାତିର ତାଣ୍ଡବ: ୪୦ ଡିଗ୍ରି ଟପିଲା ତାପମାତ୍ରା, ପ୍ରଥମ ଥର ରେକର୍ଡ ହେଲା ‘କୋକୁଶୋବି’

ଜାପାନରେ ତାତିର ତାଣ୍ଡବ: ୪୦ ଡିଗ୍ରି ଟପିଲା...

ଜାପାନରେ ପ୍ରବଳ ତାତି ଓ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ବିପର୍...

ଅନଲାଇନ୍‌ରେ ଗହଣା କିଣୁଛନ୍ତି କି? ସାବଧାନ! ବିଷାକ୍ତ ଧାତୁ ବଢ଼ାଇପାରେ କ୍ୟାନ୍ସର ଝୁମ୍ପ

ଅନଲାଇନ୍‌ରେ ଗହଣା କିଣୁଛନ୍ତି କି? ସାବଧାନ! ବିଷାକ୍ତ...

ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ...

ଆମେରିକା–ଇରାନ ଯୁଦ୍ଧର ପ୍ରଭାବ: ଖସିଲା ଭାରତୀୟ ଷ୍ଟକ୍ ମାର୍କେଟ୍, ବଢ଼ିଲା ତୈଳ ଦର ଚିନ୍ତା

ଆମେରିକା–ଇରାନ ଯୁଦ୍ଧର ପ୍ରଭାବ: ଖସିଲା ଭାରତୀୟ ଷ୍ଟକ୍...

ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷର ପ୍ରଭ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+