ଭୁବନେଶ୍ୱରରେ ଆୟୋଜିତ ୧୩ତମBRICS ଶିକ୍ଷାମନ୍ତ୍ରୀ ସମ୍ମିଳନୀର ତୃତୀୟ ଓ ଶେଷ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀପ୍ରହ୍ଲାଦ ଯୋଶୀଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇଛନ୍ତି।
ତିନିଦିନିଆ ଏହି ସମ୍ମିଳନୀରେ BRICS ସଦସ୍ୟ ଦେଶ ଏବଂ ସହଯୋଗୀ ଦେଶମାନଙ୍କ ପ୍ରତିନିଧିମାନେ ଶିକ୍ଷା କ୍ଷେତ୍ରରେ ପରସ୍ପର ସହଯୋଗ ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଛନ୍ତି।
ଏହି ସମ୍ମିଳନୀରେବ୍ରାଜିଲ୍, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଓ ୟୁଏଇର ପ୍ରତିନିଧିମାନେ ଯୋଗଦେଇ ଭବିଷ୍ୟତ ଶିକ୍ଷା ନୀତି ଓ ସହଯୋଗ ନେଇ ଆଲୋଚନା କରିଛନ୍ତି।
ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ,‘ଅତିଥି ଦେବୋ ଭବ’ ଭାରତର ପ୍ରାଚୀନ ପରମ୍ପରା ଏବଂ BRICS ମଞ୍ଚ ଶିକ୍ଷା କ୍ଷେତ୍ରରେ ଦେଶମାନଙ୍କ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବ।
ସେ କହିଛନ୍ତି ଯେ, BRICS 2026 ଏଜେଣ୍ଡା ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ପରସ୍ପର ସହଯୋଗ ବୃଦ୍ଧି ପାଇଁ ସମସ୍ତ ସଦସ୍ୟ ଦେଶ ଏକାଠି କାମ କରିବେ।
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ (IRCTC) ଭକ୍ତ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ସାରା ଦେଶ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଟ୍ରମ୍ପ ନ୍ୟାସନାଲ୍ ଗଲ୍ଫ...
ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ରକାଙ୍କେର ଜିଲ୍ଲାର ମ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...