BJP MP Bhartruhari Mahtab criticises Naveen Patnaik over support for the CJP protest.

ସିଜେପି ଆନ୍ଦୋଳନକୁ ନବୀନଙ୍କ ସମର୍ଥନକୁ ନେଇ ବର୍ଷିଲେ ଭର୍ତ୍ତୃହରି ମହତାବ; କହିଲେ ‘ଏହା ନିନ୍ଦନୀୟ’

ସିଜେପି ଆନ୍ଦୋଳନକୁ ସମର୍ଥନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ବିରୋଧୀ ଦଳନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନବୀନଙ୍କ ମନ୍ତବ୍ୟକୁ ସେ ‘ନିନ୍ଦନୀୟ’ ଓ ‘ତଥ୍ୟଭିତ୍ତିକ ନୁହେଁ’ ବୋଲି କହିଛନ୍ତି।

ସିଜେପି (Cockroach Janata Party) ଆନ୍ଦୋଳନକୁ ସମର୍ଥନ ଜଣାଇବା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେପିର ବରିଷ୍ଠ ସାଂସଦଭର୍ତ୍ତୃହରି ମହତାବବୁଧବାର ବିଜେଡି ସଭାପତି ଓ ଓଡ଼ିଶା ବିଧାନସଭାର ବିରୋଧୀ ଦଳନେତାନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହତାବ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ“ନିନ୍ଦନୀୟ ଏବଂ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ।”ସେ ଅଭିଯୋଗ କରିଛନ୍ତି ଯେ, ସିଜେପି ଆନ୍ଦୋଳନକୁ ସମର୍ଥନ ଦେବା ନବୀନଙ୍କସଂକୀର୍ଣ୍ଣ ମାନସିକତାର ପରିଚୟ

ମହତାବ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ତଥ୍ୟ ଉପରେ ଆଧାରିତ ନୁହେଁ। ସେ ଆହୁରି କହିଛନ୍ତି ଯେ, ନବୀନ ପଟ୍ଟନାୟକ ହୁଏତ ଭାବୁଛନ୍ତି ଲୋକମାନେ ତାଙ୍କ ଶାସନ କାଳରେ ଘଟିଥିବା ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନାର ବିଫଳତାକୁ ଭୁଲିଯାଇଛନ୍ତି।

ସେ କହିଛନ୍ତି,“ଓଡ଼ିଶାର ଲୋକଙ୍କୁ ଦୁର୍ବଳ ଭାବିବା ଉଚିତ୍ ନୁହେଁ। ତାଙ୍କ ଶାସନ କାଳରେ ମଧ୍ୟ ଅନେକ ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ଦେଖାଯାଇଥିଲା। ଏଭଳି ଆନ୍ଦୋଳନକୁ ସମର୍ଥନ କରିବା ତାଙ୍କ ହୀନ ମାନସିକତାକୁ ପ୍ରକାଶ କରୁଛି।”

ଅନ୍ୟପକ୍ଷରେ, ନୂଆଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ନବୀନ ପଟ୍ଟନାୟକ ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ଦୋହରାଇଥିଲେ।

ସେ କହିଥିଲେ ଯେ,ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାମୂଳକ ପରୀକ୍ଷାକୁ ନେଇ ଘଟିଥିବା ବିବାଦ ସମଗ୍ର ଦେଶକୁ ଆନ୍ଦୋଳିତ କରିଛି। ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବା ଉଚିତ୍ ବୋଲି ସେ ମତ ରଖିଥିଲେ।

Latest News
ରୋ-କୋଙ୍କୁ ରୋକିବ ନ୍ୟୁଜିଲାଣ୍ଡ! ବିରାଟ-ରୋହିତଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ

ରୋ-କୋଙ୍କୁ ରୋକିବ ନ୍ୟୁଜିଲାଣ୍ଡ! ବିରାଟ-ରୋହିତଙ୍କ ପାଇଁ ସ୍ୱତନ୍ତ୍ର...

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ନେଇ ବଡ଼ ବୟାନ...

ନେପାଳ ବନ୍ୟାର ୧୩ ଦିନ ପରେ ବି ମିଳୁନି ପତ୍ତା, ୫ ହଜାର ଲୋକ ନିଖୋଜ

ନେପାଳ ବନ୍ୟାର ୧୩ ଦିନ ପରେ ବି...

ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ ଉଦ୍‌ଘାଟିତ, ସହଜ ହେବ ବାଣିଜ୍ୟ ଓ ଯାତାୟାତ

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ...

ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ ବ୍ରିଟେନ୍‌ର କଟକଣା! ବଡ଼ ନୀତି ପରିବର୍ତ୍ତନ ଘୋଷଣା କରିପାରେ UK

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ...

ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...

କାର୍ ଦୁର୍ଘଟଣା ପରେ ୨୦୨୬ ସିଜନ୍ ଶେଷ କଲେ ଅଲିମ୍ପିକ୍ ଚାମ୍ପିଅନ୍ ତାରା ଡେଭିସ୍-ଉଡହଲ୍

କାର୍ ଦୁର୍ଘଟଣା ପରେ ୨୦୨୬ ସିଜନ୍ ଶେଷ...

ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...

ୟୁଏସ୍‌ ଓପନ୍‌ରେ ଭାରତକୁ ଝଟକା: ଭାମ୍ବ୍ରି-ଚନ୍ଦ୍ରଶେଖର ବିଦା, ଦ୍ୱିତୀୟ ରାଉଣ୍ଡରେ ବାଲାଜୀ

ୟୁଏସ୍‌ ଓପନ୍‌ରେ ଭାରତକୁ ଝଟକା: ଭାମ୍ବ୍ରି-ଚନ୍ଦ୍ରଶେଖର ବିଦା,...

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ ରାଜକୀୟ ସ୍ଥିତି ନେଇ ବଡ଼ ଖୁଲାସା

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ...

ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ପ୍ରିମିୟର ଲିଗ୍‌ରେ ଗୋଲ୍‌ଶୂନ୍ୟ ଆଷ୍ଟନ୍ ଭିଲା, ଫରୱାର୍ଡଙ୍କୁ ସମୟ ଦେବେ ଏମେରି

ପ୍ରିମିୟର ଲିଗ୍‌ରେ ଗୋଲ୍‌ଶୂନ୍ୟ ଆଷ୍ଟନ୍ ଭିଲା, ଫରୱାର୍ଡଙ୍କୁ...

ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+