Security personnel outside the hotel after a car explosion in Damascus during French President Emmanuel Macron's visit.

ଦାମାସକସ୍‌ରେ ମାକ୍ରନ୍‌ଙ୍କ ହୋଟେଲ ବାହାରେ କାର୍ ବିସ୍ଫୋରଣ, ୬ ମୃତ; ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ସିରିଆର ରାଜଧାନୀ ଦାମାସକସ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ରହୁଥିବା ହୋଟେଲ ବାହାରେ କାର୍ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି।

ସିରିଆର ରାଜଧାନୀ ଦାମାସକସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ରହୁଥିବା ଏକ ହୋଟେଲ ବାହାରେ ମଙ୍ଗଳବାର ପରପରି ଦୁଇଟି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସିରିଆର ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସିରିଆ ରାଷ୍ଟ୍ରପତି ଅଲ୍-ଶାରାଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ ଦୁଇ ଦିନିଆ ଗସ୍ତରେ ଦାମାସକସ୍ରେ ଅଛନ୍ତି। ସେ ହୋଟେଲରୁ ବାହାରି ଅଲ୍-ଶାରାଙ୍କୁ ଭେଟିବାକୁ ଯାଉଥିବା ସମୟରେ ହୋଟେଲ ବାହାରେ ଥିବା ଏକ ଲାଲ ରଙ୍ଗର କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। କିଛି ସମୟ ବ୍ୟବଧାନରେ ଆଉ ଏକ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା।

ଖବର ଅନୁସାରେ, ବିସ୍ଫୋରଣ ସମୟରେ ହୋଟେଲ ବାହାରେ ବହୁ ସଂଖ୍ୟକ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ। ମୃତକଙ୍କ ମଧ୍ୟରୁ ଅଧିକାଂଶ ମାକ୍ରନ୍ଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ କର୍ମଚାରୀ ବୋଲି କୁହାଯାଉଛି।

ବିସ୍ଫୋରଣ ପରେ ମାକ୍ରନ୍ ସୁରକ୍ଷିତ ଥିବା ସହ ସେ ସିରିଆ ରାଷ୍ଟ୍ରପତି ଅଲ୍-ଶାରାଙ୍କ ସହ ନିର୍ଦ୍ଧାରିତ ବୈଠକ କରିଥିବା ସୂଚନା ମିଳିଛି। ତେବେ ଫ୍ରାନ୍ସ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରାଯାଇନାହିଁ।

ଘଟଣା ପରେ ସିରିଆ ପୁଲିସ ଓ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଥିବା ବେଳେ ବିସ୍ଫୋରଣ ପଛରେ କିଏ ରହିଛି ସେନେଇ ତଦନ୍ତ ଜାରି ରହିଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି କଡ଼ାକଡ଼ି କରାଯାଇଛି।

Latest News
ଏମ୍‌ଏସ୍ ଧୋନିଙ୍କୁ ଦେଖିବାକୁ ଭଦ୍ରକରୁ ପାଦରେ ଚାଲି ରାଞ୍ଚି ପହଞ୍ଚିଲେ ଓଡ଼ିଆ ଯୁବକ, ଜନ୍ମଦିନରେ ଭାଇରାଲ୍ ହେଲା ଭକ୍ତିର କାହାଣୀ

ଏମ୍‌ଏସ୍ ଧୋନିଙ୍କୁ ଦେଖିବାକୁ ଭଦ୍ରକରୁ ପାଦରେ ଚାଲି...

ଭାରତୀୟ କ୍ରିକେଟ୍ର ମହାନ ଅଧିନାୟକ ଏମ୍ଏସ୍ ଧୋନିଙ୍କ ୪୫ତମ...

୩ କୋଟିରୁ ଅଧିକ ଠକେଇ ! ଓଡ଼ିଶାର ୩୦୦ରୁ ଅଧିକ ଆଦିବାସୀ ଓ ଦଳିତ ଚାଷୀଙ୍କୁ ଠକିଥିବା ଅଭିଯୋଗରେ ଜଣେ ଗିରଫ

୩ କୋଟିରୁ ଅଧିକ ଠକେଇ ! ଓଡ଼ିଶାର...

ଗଜପତି ଜିଲ୍ଲାରେ ବୋରୱେଲ୍ ଖୋଳିଦେବା ନାଁରେ ୩୦୦ରୁ ଅଧିକ ଆ...

ପୁଣେ ଲୋହଗଡ଼ ହତ୍ୟାକାଣ୍ଡରେ ନୂଆ ଖୁଲାସା: କେତନଙ୍କ ସହ ନିର୍ବନ୍ଧ ପୂର୍ବରୁ ପ୍ରେମିକ ଚେତନଙ୍କୁ ଗୁପ୍ତରେ ବିବାହ କରିଥିଲେ ସିୟା!

ପୁଣେ ଲୋହଗଡ଼ ହତ୍ୟାକାଣ୍ଡରେ ନୂଆ ଖୁଲାସା: କେତନଙ୍କ...

ପୁଣେର ବହୁଚର୍ଚ୍ଚିତ ଲୋହଗଡ଼ ଦୁର୍ଗ ହତ୍ୟାକାଣ୍ଡ ମାମଲାରେ...

ମହିଳା ଶିକ୍ଷୟିତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ : ଭଦ୍ରକରେ ସ୍କୁଲ ପ୍ରଧାନଶିକ୍ଷକ ପୋଲିସ ହେପାଜତରେ

ମହିଳା ଶିକ୍ଷୟିତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ :...

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଏକ ସରକାରୀ ସ...

ଭାରତୀୟ ବାଳିକା ୫ଏସ୍ ହକି ଶିବିରରେ ଓଡ଼ିଶାର ୪ ଖେଳାଳି, ଓମାନ ଏସୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି

ଭାରତୀୟ ବାଳିକା ୫ଏସ୍ ହକି ଶିବିରରେ ଓଡ଼ିଶାର...

ଓମାନରେ ଆୟୋଜିତ ହେବାକୁ ଥିବା ବାଳିକା ୫ଏସ୍ ହକି ଏସୀୟ ପ୍ର...

ଝାରସୁଗୁଡ଼ାରେ କାଦୁଅ ରାସ୍ତାରେ ଫସିଗଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଝାରସୁଗୁଡ଼ାରେ କାଦୁଅ ରାସ୍ତାରେ ଫସିଗଲା ସ୍କୁଲ ବସ୍‌,...

ଲଗାତାର ବର୍ଷା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ଼ ଅଘଟ...

ସବୁ ଯୌତୁକ ମୃତ୍ୟୁ ମାମଲାରେ ଆଜୀବନ କାରାଦଣ୍ଡ ଆବଶ୍ୟକ ନୁହେଁ : କୋଲକାତା ହାଇକୋର୍ଟ

ସବୁ ଯୌତୁକ ମୃତ୍ୟୁ ମାମଲାରେ ଆଜୀବନ କାରାଦଣ୍ଡ...

ଯୌତୁକ ନିର୍ଯାତନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର...

ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତର ଟି-୨୦ ପରିବର୍ତ୍ତନ ପର୍ବ: କ୍ରମାଗତ ପରାଜୟ ପରେ ବଢ଼ିଲା ପ୍ରଶ୍ନ

ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତର ଟି-୨୦ ପରିବର୍ତ୍ତନ...

ଟି-୨୦ ବିଶ୍ୱକପ୍ ବିଜୟ ପରେ ବିଶ୍ୱର ନମ୍ବର-୧ ଟି-୨୦ ଦଳ ଭା...

ଜୁଲାଇ ୯ରେ ହୀରାକୁଦ ଡ୍ୟାମରୁ ଚଳିତ ଋତୁର ପ୍ରଥମ ବନ୍ୟାଜଳ ନିଷ୍କାସନ, ତଳିଆ ଅଞ୍ଚଳ ପାଇଁ ସତର୍କତା ଜାରି

ଜୁଲାଇ ୯ରେ ହୀରାକୁଦ ଡ୍ୟାମରୁ ଚଳିତ ଋତୁର...

ଓଡ଼ିଶାରେ ଲଗାଣ ବର୍ଷା ଏବଂ ଛତିଶଗଡ଼ର ଉପରମୁଣ୍ଡ ଅଞ୍ଚଳରୁ...

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର: ଜଳମଗ୍ନ ରାସ୍ତା, ଭାଙ୍ଗିଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଚାଷଜମିରେ ପଶିଲା ପାଣି

ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର: ଜଳମଗ୍ନ ରାସ୍ତା,...

ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାର...

ଓଡ଼ିଶାରେ କମିଲା ବର୍ଷାର ପ୍ରକୋପ; ମୟୂରଭଞ୍ଜ ଓ କେନ୍ଦୁଝର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଓଡ଼ିଶାରେ କମିଲା ବର୍ଷାର ପ୍ରକୋପ; ମୟୂରଭଞ୍ଜ ଓ...

ଗତ କିଛି ଦିନ ଧରି ଲଗାଣ ବର୍ଷାରେ ଭିଜିଥିବା ଓଡ଼ିଶାରେ ଏବେ...

୪୫ରେ ପାଦ ଥାପିଲେ ମହେନ୍ଦ୍ର ସିଂହ ଧୋନି; ରାଞ୍ଚି ବାସଭବନ ବାହାରେ ଜନ୍ମଦିନ ପାଳିଲେ ହଜାର ହଜାର ପ୍ରଶଂସକ

୪୫ରେ ପାଦ ଥାପିଲେ ମହେନ୍ଦ୍ର ସିଂହ ଧୋନି;...

ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧ...

Breaking News
+