ପୁରୀ ଶ୍ରୀମନ୍ଦିରରେ ଦୁଇଦିନ ସ୍ୱତନ୍ତ୍ର ବେଶ: ୨୧ରେ ମହାପ୍ରଭୁଙ୍କ ସୁନାବେଶ, ୨୨ରେ ରାଧାଦାମୋଦର ବେଶ

ପୁରୀ ଶ୍ରୀମନ୍ଦିରରେ ଅକ୍ଟୋବର ୨୧ରେ ବିଜୟାଦଶମୀ ଅବସରରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ।
Puri Jagannath Temple
Puri Jagannath Temple

ପୁରୀ ଶ୍ରୀମନ୍ଦିରରେ ଅକ୍ଟୋବର ୨୧ ଓ ୨୨ ତାରିଖରେ ଦୁଇଟି ପ୍ରମୁଖ ଧାର୍ମିକ ନୀତି ଅନୁଷ୍ଠିତ ହେବ। ଅକ୍ଟୋବର ୨୧, ବୁଧବାର ବିଜୟାଦଶମୀ ତଥା ଦଶହରା ଅବସରରେ ଶ୍ରୀବିଗ୍ରହମାନେ ବିଶେଷ ନୀତିରେ ସାମିଲ ହେବେ। ରତ୍ନସିଂହାସନରୁ ଶ୍ରୀବିଗ୍ରହଙ୍କ ବଲ୍ଲଭ ମଠସ୍ଥିତ ମହାଖଳାକୁ ବିଜେ ଏବଂ ଦୁର୍ଗାମାଧବଙ୍କ ରଥ ବିଜେ ନୀତି ରହିଛି। 

ଦଶହରା ନୀତି ସମାପ୍ତ ପରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦିବ୍ୟ ସୁନାବେଶ ଦର୍ଶନ କରିପାରିବେ। ଶ୍ରୀମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବୀରବେଶ ଧାରଣ କରି ଦଶହରା ପଦାକୁ ଯିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। 

ଏହାର ପରଦିନ, ଅକ୍ଟୋବର ୨୨ ଗୁରୁବାରରୁ ମହାକାର୍ତ୍ତିକ ନୀତି ଆରମ୍ଭ ହେବ। ଏକାଦଶୀ ତିଥିରୁ ଶ୍ରୀବିଗ୍ରହମାନଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବା ସହ ଠାକୁରଙ୍କୁ ସ୍ୱତନ୍ତ୍ର ବାଳଭୋଗ ଅର୍ପଣ କରାଯିବ। 

କାର୍ତ୍ତିକ ମାସକୁ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ। ଏହି ସମୟରେ ଶ୍ରୀକୃଷ୍ଣ ତଥା ମାଧବଙ୍କ ସହ ରାଧାଙ୍କ ଉପାସନାର ବିଶେଷ ମହତ୍ତ୍ୱ ରହିଛି। ଶ୍ରୀମନ୍ଦିରରେ କାର୍ତ୍ତିକ ମାସର ଏହି ପାରମ୍ପରିକ ନୀତି ଦୀର୍ଘଦିନ ଧରି ପାଳିତ ହୋଇଆସୁଛି। 

LIVE TV
LIVE
Latest News
ଭାରତରେ ବଢୁଛି ଆଣ୍ଟିବାୟୋଟିକ୍ ସଙ୍କଟ: ସମସ୍ୟା କେବଳ ଔଷଧର ନୁହେଁ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ମଧ୍ୟ

ଭାରତରେ ବଢୁଛି ଆଣ୍ଟିବାୟୋଟିକ୍ ସଙ୍କଟ: ସମସ୍ୟା କେବଳ...

ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସ (AMR) ଭାରତ ପାଇଁ ଏବେ...

୨୦ଟି Engineering Backlog, Zomato Delivery Job ଓ ପରିବାରର ଦୁଃଖ; ହାର ମାନିଲେନି କେରଳର ହାଇଜିଲ୍‌, ଏବେ ପାଇଲଟ୍‌ ହେବାକୁ Philippinesରେ ଟ୍ରେନିଂ

୨୦ଟି Engineering Backlog, Zomato Delivery Job...

କେରଳ: ସ୍ୱପ୍ନ ଦେଖିବା ସହଜ, କିନ୍ତୁ ସେହି ସ୍ୱପ୍ନ ପାଇଁ ବ...

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ ଚିନ୍ତା! ଅକ୍ଟୋବରରୁ AQI ବଢ଼ିଲା, ଆସୁଛି ବିଷାକ୍ତ ଶୀତ

ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ ଚିନ୍ତା! ଅକ୍ଟୋବରରୁ...

ଦିଲ୍ଲୀରେ ଶୀତ ଆସିବା ପୂର୍ବରୁ ହିଁ ବାୟୁ ପ୍ରଦୂଷଣକୁ ନେଇ...

IIT ମାଦ୍ରାସରୁ Stanford, ଏବେ AI Startupରେ ବଡ଼ ସଫଳତା; ଆକାଶ ରାମଦାସଙ୍କ କମ୍ପାନୀକୁ ମିଳିଲା $୯ ମିଲିୟନ୍ ଫଣ୍ଡିଂ

IIT ମାଦ୍ରାସରୁ Stanford, ଏବେ AI Startupରେ...

IIT ମାଦ୍ରାସରୁ ଆରମ୍ଭ ହୋଇ Stanford ପର୍ଯ୍ୟନ୍ତ ପହଞ୍ଚିଥ...

UGC NET December 2026 ନିୟମରେ ବଡ଼ ପରିବର୍ତ୍ତନ, NTA ଜାରି କଲା ସଂଶୋଧିତ ବୁଲେଟିନ୍‌; ଜାଣନ୍ତୁ ନୂଆ ନିୟମ

UGC NET December 2026 ନିୟମରେ ବଡ଼...

ନୂଆଦିଲ୍ଲୀ:UGC NET December 2026 ପରୀକ୍ଷାର୍ଥୀଙ୍କ ପାଇ...

ମେଡିକାଲ ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ୨୦୨୩ ନିୟମ ହଟାଇଲା NMC, ADR ଦାଖଲ ବାଧ୍ୟତାମୂଳକ

ମେଡିକାଲ ଶିକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ୨୦୨୩...

ମେଡିକାଲ୍ ଶିକ୍ଷା କ୍ଷେତ୍ରରେ ନ୍ୟାସନାଲ୍ ମେଡିକାଲ୍ କମିଶନ...

ପୁରୁଷଙ୍କୁ ମଧ୍ୟ ହୋଇପାରେ ବ୍ରେଷ୍ଟ କ୍ୟାନସର, ଏହି ୫ଟି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ପୁରୁଷଙ୍କୁ ମଧ୍ୟ ହୋଇପାରେ ବ୍ରେଷ୍ଟ କ୍ୟାନସର, ଏହି...

ପୁରୁଷଙ୍କୁ କାହିଁକି ହୋଇପାରେ ବ୍ରେଷ୍ଟ କ୍ୟାନସର? ପୁରୁ...

ଆଜିଠୁ ଓଡ଼ିଶା-କେରଳ ରଣଜୀ ଲଢ଼େଇ, ପ୍ରଥମ ବିଜୟ ଲକ୍ଷ୍ୟରେ ସେନାପତି ବାହିନୀ

ଆଜିଠୁ ଓଡ଼ିଶା-କେରଳ ରଣଜୀ ଲଢ଼େଇ, ପ୍ରଥମ ବିଜୟ...

ଇଥିଲା। ବୈଶାଖ ଚନ୍ଦ୍ରନ ୫ ୱିକେଟ୍ ନେଇଥିଲେ, କିନ୍ତୁ ୪୯ ଓ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+