ବାତ୍ୟା ‘ଆର୍ଣ୍ଣବ’ ପ୍ରଭାବ: OPSC OCS ମେନ୍ ପରୀକ୍ଷାରେ ବଡ଼ ପରିବର୍ତ୍ତନ!

ବାତ୍ୟା ‘ଆର୍ଣ୍ଣବ’କୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ (OPSC) OCS ମେନ୍ ପରୀକ୍ଷାର କିଛି ପେପରର ତାରିଖ ପରିବର୍ତ୍ତନ କରିଛି। ଓଡ଼ିଆ ଓ ଇଂରାଜୀ ଭାଷା ପେପର ଅକ୍ଟୋବର ୨୯ ପରିବର୍ତ୍ତେ ଅକ୍ଟୋବର ୩୧ରେ ହେବ।
OCS Main Exam
OCS Main Exam

ବାତ୍ୟା ‘ଆର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ଓଡ଼ିଶା ଲୋକସେବା ଆୟୋଗ (OPSC) OCS ମେନ୍ ଲିଖିତ ପରୀକ୍ଷା-୨୦୨୫ର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି। 

ସଂଶୋଧିତ ସୂଚୀ ଅନୁଯାୟୀ:

  • ଓଡ଼ିଆ ଭାଷା ପେପର: ଅକ୍ଟୋବର ୨୯ → ଅକ୍ଟୋବର ୩୧, ସକାଳ ୯ଟାରୁ ୧୨ଟା।
  • ଇଂରାଜୀ ଭାଷା ପେପର: ଅକ୍ଟୋବର ୨୯ → ଅକ୍ଟୋବର ୩୧, ଅପରାହ୍ନ ୨ଟାରୁ ୫ଟା।
  • ଏସେ ପେପର: ଅକ୍ଟୋବର ୩୦ → ନଭେମ୍ବର ୫, ସକାଳ ସେସନ୍‌ରେ। 

ତେବେ ଅନ୍ୟ ପେପରଗୁଡ଼ିକର ସୂଚୀରେ ପରିବର୍ତ୍ତନ ହୋଇନାହିଁ। ଜେନେରାଲ୍ ଷ୍ଟଡିଜ୍ ପେପର-I ଓ II ନଭେମ୍ବର ୨ରେ, ପେପର-III ଓ IV ନଭେମ୍ବର ୪ରେ ଏବଂ ଅପ୍ସନାଲ୍ ସବ୍‌ଜେକ୍ଟ ପେପର-I ଓ II ନଭେମ୍ବର ୭ରେ ହେବ। 

OPSC ପରୀକ୍ଷାର୍ଥୀମାନଙ୍କୁ ସଂଶୋଧିତ ତାରିଖ ଅନୁସରଣ କରିବା ସହ ଆୟୋଗର ଅଧିକୃତ ଅପଡେଟ୍ ଉପରେ ନଜର ରଖିବାକୁ କହିଛି।

LIVE TV
LIVE
Latest News
୧୯୯ରେ ଅଟକିଲେ ଦେବଦତ୍ତ ପଡିକ୍କଲ, ଖରାପ ଆଲୋକରେ ବିଜୟ ହାତଛଡ଼ା କଲା ଭାରତ-A

୧୯୯ରେ ଅଟକିଲେ ଦେବଦତ୍ତ ପଡିକ୍କଲ, ଖରାପ ଆଲୋକରେ...

ପ୍ରଥମ ଇନିଂସ୍‌ରେ ୧୧୩, ପରେ ଅବିଶ୍ୱସନୀୟ ପ୍ରତ୍ୟାବର...

ଜାତିବାଦୀ ଅଭିଯୋଗ ପରେ U-15 ବିଶ୍ୱକପ୍‌ ମ୍ୟାଚ୍‌ ଛାଡ଼ିଲା ଇଂଲଣ୍ଡ, ତଦନ୍ତ କରୁଛି FIFA

ଜାତିବାଦୀ ଅଭିଯୋଗ ପରେ U-15 ବିଶ୍ୱକପ୍‌ ମ୍ୟାଚ୍‌...

ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଘଟିଲା ଘଟଣା ସୋମବାର ବାକୁର...

ଶଦାବଙ୍କ ରେକର୍ଡ ସେଞ୍ଚୁରୀରେ ଇଂଲଣ୍ଡକୁ ହରାଇଲା ପାକିସ୍ତାନ, ୧୫୪/୯ରୁ ଅବିଶ୍ୱସନୀୟ ବିଜୟ

ଶଦାବଙ୍କ ରେକର୍ଡ ସେଞ୍ଚୁରୀରେ ଇଂଲଣ୍ଡକୁ ହରାଇଲା ପାକିସ୍ତାନ,...

ଶଦାବଙ୍କ ଅପରାଜିତ ୧୧୩, ଓଡିଆଇରେ ନୂଆ ରେକର୍ଡ ଶଦାବ ମା...

Jio IPOରେ ଟଙ୍କା ଲଗାଇଛନ୍ତି କି? ଲିଷ୍ଟିଂ ପୂର୍ବରୁ ଜାଣନ୍ତୁ ସମ୍ଭାବ୍ୟ ଲାଭ

Jio IPOରେ ଟଙ୍କା ଲଗାଇଛନ୍ତି କି? ଲିଷ୍ଟିଂ...

Jio Platforms IPOରେ ଯେଉଁ ନିବେଶକଙ୍କୁ ଶେୟର ଆଲଟ୍&zwnj...

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା! ୨୦୧୭ରେ କ୍ୟାରିୟର ଶେଷ କରିଦେଇପାରିଥାନ୍ତା ହିପ୍ ଇଞ୍ଜୁରି

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା! ୨୦୧୭ରେ...

ରୋହିତ ଶର୍ମାଙ୍କ ଫିଟନେସ୍କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟ...

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା ଅପେକ୍ଷା, ରିପୋର୍ଟ ପାଇଁ ବି ଲମ୍ବା ଧାଡ଼ି!

ଭୀମସାରରେ ରକ୍ତ ପରୀକ୍ଷା ଯନ୍ତ୍ରଣା: ୫ ଘଣ୍ଟା...

ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...

ଇରାନ୍ ସହ ଶାନ୍ତି ଆଶାରେ ତେଲ ଦର କମିଲା, ସାଉଦି ଆକ୍ରମଣ ଯୋଗୁ ଚିନ୍ତା ଜାରି

ଇରାନ୍ ସହ ଶାନ୍ତି ଆଶାରେ ତେଲ ଦର...

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ମଙ୍...

ହସ୍ପିଟାଲରେ ‘ସିଙ୍ଗଲ୍-ୟୁଜ୍’ ମେଡିକାଲ ଉପକରଣ ପୁଣି ବ୍ୟବହାର ମନା, କେନ୍ଦ୍ରର କଡ଼ା ନିର୍ଦ୍ଦେଶ

ହସ୍ପିଟାଲରେ ‘ସିଙ୍ଗଲ୍-ୟୁଜ୍’ ମେଡିକାଲ ଉପକରଣ ପୁଣି ବ୍ୟବହାର...

ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+