ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣ ଓ ଚଏସ୍ ଫିଲିଂ ଆରମ୍ଭ: ଜୁନ ୧୮, ୨୦୨୬
ମକ୍ ସିଟ୍ ଆବଣ୍ଟନ-୧ ପ୍ରକାଶ: ଜୁନ ୨୭, ୨୦୨୬
ଚଏସ୍ ଲକିଂ ଆରମ୍ଭ: ଜୁନ ୨୮, ୨୦୨୬
ଚଏସ୍ ଲକିଂ ଶେଷ: ଜୁନ ୨୯, ୨୦୨୬
ପ୍ରଥମ ପର୍ଯ୍ୟାୟ ସିଟ୍ ଆବଣ୍ଟନ ଫଳ: ଜୁଲାଇ ୨, ୨୦୨୬
ଅନଲାଇନ୍ ରିପୋର୍ଟିଂ (ରାଉଣ୍ଡ-୧): ଜୁଲାଇ ୨ରୁ ୭
ରାଉଣ୍ଡ-୨ ସିଟ୍ ଆବଣ୍ଟନ ଫଳ: ଜୁଲାଇ ୧୫
ରାଉଣ୍ଡ-୩ (ଚୂଡ଼ାନ୍ତ) ସିଟ୍ ଆବଣ୍ଟନ ଫଳ: ଜୁଲାଇ ୩୦
କଲେଜରେ ରିପୋର୍ଟିଂ ଆରମ୍ଭ: ଅଗଷ୍ଟ ୩
ଚୂଡ଼ାନ୍ତ ରିପୋର୍ଟିଂ ଶେଷ ତାରିଖ: ଅଗଷ୍ଟ ୭, ୨୦୨୬
OJEEB ସ୍ପଷ୍ଟ କରିଛି ଯେ JEE Main ୨୦୨୬ ସ୍କୋର ଆଧାରରେ ଭର୍ତ୍ତି ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ପୃଥକ କାଉନସେଲିଂ ପ୍ରକ୍ରିୟା ଆୟୋଜନ କରାଯିବ।
ରାଉଣ୍ଡ-୨ ଏବଂ ସ୍ପେଶାଲ୍ OJEE କାଉନସେଲିଂରେ ପୂର୍ବ ରାଉଣ୍ଡରେ ଖାଲି ରହିଥିବା ସିଟ୍ ଆଧାରରେ ସିଟ୍ ଆବଣ୍ଟନ କରାଯିବ। ତେଣୁ ପ୍ରାର୍ଥୀମାନଙ୍କୁ ଚଏସ୍ ଫିଲିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଯେଉଁ ପ୍ରାର୍ଥୀମାନେ ପ୍ରଥମ ଦୁଇଟି ରାଉଣ୍ଡରେ ସିଟ୍ ପାଇବେ ନାହିଁ କିମ୍ବା ତାଙ୍କ ସିଟ୍ ବାତିଲ ହୋଇଯିବ, ସେମାନେ ପରବର୍ତ୍ତୀ ରାଉଣ୍ଡ ପାଇଁ ନିଜର ଚଏସ୍ ପରିବର୍ତ୍ତନ କରିପାରିବେ।
ଏହା ସହିତ OJEEB ଦ୍ୱିତୀୟ ସ୍ପେଶାଲ୍ OJEE-୨୦୨୬ ପରୀକ୍ଷା ପାଇଁ ମଧ୍ୟ ପଞ୍ଜୀକରଣ ଆରମ୍ଭ କରିଛି। ବିଭିନ୍ନ ବୃତ୍ତିଗତ ପାଠ୍ୟକ୍ରମରେ ଭର୍ତ୍ତି ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିପାରିବେ।
ବୋର୍ଡ ପକ୍ଷରୁ ପ୍ରାର୍ଥୀମାନଙ୍କୁ ସମସ୍ତ ଅଦ୍ୟତନ ସୂଚନା ପାଇଁ ନିୟମିତ ଭାବେ OJEEର ଅଧିକାରିକ ୱେବସାଇଟ୍ ଦେଖିବାକୁ ପରାମର୍ଶ ଦିଆଯାଇଛି।
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆଗାମୀ ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଏକ ବଡ଼ ପରିବର୍ତ...
ଓଡ଼ିଶାରେ ଲଘୁଚାପ ପ୍ରଭାବରେ ବର୍ଷାର ପ୍ରକୋପ ଜାରି ରହିଛି।...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...