Odisha Supply Minister Krushna Chandra Patra speaking about paddy procurement registration and Agristack ID requirements

ଧାନ କିଣା ପଞ୍ଜୀକରଣରେ ଜଟିଳତା ନାହିଁ: ଯୋଗାଣ ମନ୍ତ୍ରୀ

ଧାନ କିଣା ପାଇଁ ପଞ୍ଜୀକରଣରେ Agristack ID ବାଧ୍ୟତାମୂଳକ ନୁହେଁ। Agristack ID ନଥିଲେ ମଧ୍ୟ ଚାଷୀମାନେ ପଞ୍ଜୀକରଣ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି।

ଧାନ କିଣା ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ଓଡ଼ିଶା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଧାନ କିଣା ପାଇଁ ପଞ୍ଜୀକରଣ କରିବାକୁAgristack ID ବାଧ୍ୟତାମୂଳକ ନୁହେଁବୋଲି ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ସରକାର ଚାଷୀଙ୍କ ସହ ରହିଛି ଏବଂ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ରଖାଯାଇଛି। ଅଗଷ୍ଟ ୯ ସୁଦ୍ଧା ରାଜ୍ୟରେ ମୋଟ୫,୦୯୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ୩,୧୦୮ ଜଣଙ୍କ ପାଖରେ Agristack IDରହିଛି।

ତେବେ ଧାନର ଟୋକନ୍ ପାଇବା ପୂର୍ବରୁ Agristack ID ଆବଶ୍ୟକ ହେବ। ପଞ୍ଜୀକରଣ ସମୟରେ ଚାଷୀମାନେ ଅଫିସରେ ମଧ୍ୟ Agristack ID ପାଇଁ ପଞ୍ଜୀକରଣ କରିପାରିବେ। ଜମିରRecord of Rights (ROR)ଦାଖଲ କଲେ ଦୁଇ ଦିନ ମଧ୍ୟରେ ID ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଭାଗଚାଷୀଙ୍କ ପାଇଁ ମଧ୍ୟ କୌଣସି ଜଟିଳତା ନାହିଁ। ଆବଶ୍ୟକ ଦଲିଲପତ୍ର ଦାଖଲ କରି ସେମାନେ ପଞ୍ଜୀକରଣ କରିପାରିବେ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି।

ସମସ୍ତ ଚାଷୀଙ୍କଠାରୁ ସରକାର ଧାନ କିଣିବ ବୋଲି ମଧ୍ୟ ସେ କହିଛନ୍ତି। ଗତ ଖରିଫ୍ ଋତୁରେ ସରକାର୭୮ ଲକ୍ଷ ମେଟ୍ରିକ୍ ଟନ୍ଧାନ କିଣିଥିବା ବେଳେ ରବି ଋତୁରେ୨୦ ଲକ୍ଷ ମେଟ୍ରିକ୍ ଟନ୍ଧାନ କିଣାଯାଇଥିଲା।

Latest News
ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

ଚାମ୍ପିଅନ୍ସ ଲିଗ୍‌ରେ ମୋରିନିଓଙ୍କ ରିଟର୍ନ, ସାମ୍ନାରେ ପୂର୍ବତନ କ୍ଲବ୍‌ ଇଣ୍ଟର; ରିଅଲ୍‌ ମାଡ୍ରିଡ୍‌କୁ ପୁଣି ଚାମ୍ପିଅନ୍ କରିପାରିବେ କି?

ଚାମ୍ପିଅନ୍ସ ଲିଗ୍‌ରେ ମୋରିନିଓଙ୍କ ରିଟର୍ନ, ସାମ୍ନାରେ ପୂର୍ବତନ...

ଜୋସେ ମୋରିନିଓଙ୍କ ଚାମ୍ପିଅନ୍ସ ଲିଗ୍‌ ରିଟର୍ନ ପାଇଁ...

ବିଗ୍ ବ୍ୟାଶ୍ ଲିଗ୍‌ରେ ବଡ଼ ପରିବର୍ତ୍ତନ! ଘରୋଇ ନିବେଶ ପାଇଁ ଖୋଲିଲା ଦ୍ୱାର, ପ୍ରଥମେ ବିକ୍ରି ହେବ ରେନେଗେଡ୍ସ

ବିଗ୍ ବ୍ୟାଶ୍ ଲିଗ୍‌ରେ ବଡ଼ ପରିବର୍ତ୍ତନ! ଘରୋଇ...

ଅଷ୍ଟ୍ରେଲିଆର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ବିଗ୍ ବ୍ୟା...

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା! ଅସଲି ଗହଣା ବଦଳରେ ରଖିଥିଲେ ନକଲି, ୨ ଗିରଫ

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା!...

ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ ହକ୍‌ଙ୍କ ଘରେ ED ଚଢ଼ାଉ, ‘ରାଜନୈତିକ ପ୍ରତିଶୋଧ’ କହିଲା TMC

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ...

ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...

ସ୍ଲିମ୍ ଫିଗର୍, ଅସୀମ ଶକ୍ତି! ୪୫.୭ କେଜି ଓଜନରେ ୧୪୦ କେଜି ଡେଡଲିଫ୍ଟ କଲେ କେୟା

ସ୍ଲିମ୍ ଫିଗର୍, ଅସୀମ ଶକ୍ତି! ୪୫.୭ କେଜି...

ମାତ୍ର୨୧ ବର୍ଷ ବୟସ, ଓଜନ ୪୫.୭ କେଜି। ଶରୀର ଗଠନ ସ୍ଲିମ୍,...

କନିଷ୍ଠ ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ ୭-୩ରେ ହରାଇ ସେମିଫାଇନାଲ୍‌ ଦ୍ୱାରରେ ଭାରତ

କନିଷ୍ଠ ଏସିଆ କପ୍‌ ହକି: ଦକ୍ଷିଣ କୋରିଆକୁ...

କନିଷ୍ଠ ଏସିଆ କପ୍‌ ହକି ପ୍ରତିଯୋଗିତାରେ ଭାରତୀୟ ଦଳ...

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ ମୁସଲିମଙ୍କ ପ୍ରବେଶ ରୋକିବା ଦାବିକୁ ନିତେଶ ରାଣେଙ୍କ ସମର୍ଥନ

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ...

ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ, ଜଣଙ୍କ ନିକଟରୁ ନକଲି PMO ପରିଚୟପତ୍ର ଜବତ

ମୋଦିଙ୍କ ରାଲି ପୂର୍ବରୁ ଦୁଇ ସନ୍ଦିଗ୍ଧ ଅଟକ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ ଅଭିନେତା ଶିବ ରାଜକୁମାର

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ...

କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ ଟାର୍ଗେଟ୍; ‘ସିନେମା’ ଷ୍ଟାଇଲ୍‌ରେ ରାଜନୀତିର ନୂଆ ଅଧ୍ୟାୟ

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ...

ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+