Egg prices increase in Odisha as government plans to boost poultry production to meet rising demand.

ଓଡ଼ିଶାରେ ବଢ଼ିଲା ଅଣ୍ଡା ଦର, ଉତ୍ପାଦନ ବଢ଼ାଇବାକୁ ସରକାରଙ୍କ ବଡ଼ ପଦକ୍ଷେପ

ଓଡ଼ିଶାରେ ଅଣ୍ଡାର ଖୁଚୁରା ଦର ପ୍ରତିଟି ପ୍ରାୟ ୯ ଟଙ୍କାରେ ପହଞ୍ଚିଛି। ଚାହିଦା ବୃଦ୍ଧି, କୁକୁଡ଼ା ମୃତ୍ୟୁ ଓ ରପ୍ତାନି ବଢ଼ିବା ଯୋଗୁଁ ଦର ବୃଦ୍ଧି ହୋଇଥିବା ବେଳେ ରାଜ୍ୟ ସରକାର ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି।

ଓଡ଼ିଶାରେ ଅଣ୍ଡାର ଦର ଲଗାତାର ବଢ଼ୁଥିବାରୁ ସାଧାରଣ ଉପଭୋକ୍ତାଙ୍କ ଚିନ୍ତା ବଢ଼ିଛି। ବର୍ତ୍ତମାନ ଖୁଚୁରା ବଜାରରେ ପ୍ରତିଟି ଅଣ୍ଡାର ଦର ପ୍ରାୟ୯ ଟଙ୍କାରେ ପହଞ୍ଚିଥିବା ବେଳେ, ଏହାର ପ୍ରଭାବ ଦୈନନ୍ଦିନ ଖାଦ୍ୟ ବଜେଟ୍ ଉପରେ ପଡ଼ୁଛି।

ଏହି ପ୍ରସଙ୍ଗରେ ମତ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀଗୋକୁଳାନନ୍ଦ ମଲ୍ଲିକକହିଛନ୍ତି ଯେ, ରାଜ୍ୟ ଭିତରେ ଏବଂ ବାହାରେ ଅଣ୍ଡାର ଚାହିଦା ବହୁତ ବଢ଼ିଛି। ଏହା ସହ ଗତବର୍ଷ ଖରାଦିନରେ ବ୍ୟାପକ ହାରରେ କୁକୁଡ଼ା ମୃତ୍ୟୁ ଘଟିଥିବାରୁ ଉତ୍ପାଦନ କମିଯାଇଛି, ଯାହା ଦର ବୃଦ୍ଧିର ଏକ ପ୍ରମୁଖ କାରଣ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ନିକଟ ଅତୀତରେ ବିଦେଶକୁ ଅଣ୍ଡା ରପ୍ତାନି ମଧ୍ୟ ବଢ଼ିଛି। ବିଶେଷକରି ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଭାରତୀୟ ଅଣ୍ଡାର ଚାହିଦା ଅଧିକ ଥିବାରୁ ରାଜ୍ୟର ଉପଲବ୍ଧ ଷ୍ଟକ୍ ଉପରେ ଚାପ ପଡ଼ୁଛି।

ବର୍ତ୍ତମାନ ଉତ୍ପାଦନ କେନ୍ଦ୍ରରୁ ବ୍ୟବସାୟୀମାନେ ପ୍ରତି ଅଣ୍ଡା୭.୧୫ରୁ ୭.୨୦ ଟଙ୍କାରେ କିଣୁଥିବା ବେଳେ, ଖୁଚୁରା ବଜାରରେ ଏହାର ଦର ପ୍ରାୟ୯ ଟଙ୍କାରେ ବିକ୍ରି ହେଉଛି।

ଅଣ୍ଡାର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୁକୁଡ଼ା ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ସହ ଉତ୍ପାଦନ କ୍ଷମତା ବଢ଼ାଇବାକୁ ଯୋଜନା କରୁଛନ୍ତି। ଆଗାମୀ ଦିନରେଦୈନିକ ପ୍ରାୟ ୨ କୋଟି ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି।

ସରକାରଙ୍କ ଆଶା, ଉତ୍ପାଦନ ବଢ଼ିଲେ ଯୋଗାଣ ସ୍ୱାଭାବିକ ହେବ ଏବଂ ଅଣ୍ଡା ଦରରେ ସ୍ଥିରତା ଆସିବ।

Latest News
ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

କାର୍ ଦୁର୍ଘଟଣା ପରେ ୨୦୨୬ ସିଜନ୍ ଶେଷ କଲେ ଅଲିମ୍ପିକ୍ ଚାମ୍ପିଅନ୍ ତାରା ଡେଭିସ୍-ଉଡହଲ୍

କାର୍ ଦୁର୍ଘଟଣା ପରେ ୨୦୨୬ ସିଜନ୍ ଶେଷ...

ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ୟୁଏସ୍‌ ଓପନ୍‌ରେ ଭାରତକୁ ଝଟକା: ଭାମ୍ବ୍ରି-ଚନ୍ଦ୍ରଶେଖର ବିଦା, ଦ୍ୱିତୀୟ ରାଉଣ୍ଡରେ ବାଲାଜୀ

ୟୁଏସ୍‌ ଓପନ୍‌ରେ ଭାରତକୁ ଝଟକା: ଭାମ୍ବ୍ରି-ଚନ୍ଦ୍ରଶେଖର ବିଦା,...

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

US Open Day 8: ସାବାଲେଙ୍କା-ଆଲକାରାଜଙ୍କ ଉପରେ ନଜର, କ୍ୱାର୍ଟର ଫାଇନାଲ୍ ପାଇଁ ଲଢ଼େଇ

US Open Day 8: ସାବାଲେଙ୍କା-ଆଲକାରାଜଙ୍କ ଉପରେ...

ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ପ୍ରିମିୟର ଲିଗ୍‌ରେ ଗୋଲ୍‌ଶୂନ୍ୟ ଆଷ୍ଟନ୍ ଭିଲା, ଫରୱାର୍ଡଙ୍କୁ ସମୟ ଦେବେ ଏମେରି

ପ୍ରିମିୟର ଲିଗ୍‌ରେ ଗୋଲ୍‌ଶୂନ୍ୟ ଆଷ୍ଟନ୍ ଭିଲା, ଫରୱାର୍ଡଙ୍କୁ...

ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+