ହୀରାକୁଦ ବନ୍ଧର ୪ଟି ସ୍ଲୁଇସ୍ ଗେଟ୍ ଖୋଲିଲା; ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ନିଷ୍କାସନ

ସମ୍ବଲପୁରସ୍ଥିତ ହୀରାକୁଦ ବନ୍ଧର ୪ଟି ସ୍ଲୁଇସ୍ ଗେଟ୍ ଗୁରୁବାର ସକାଳ ୧୧ଟାରେ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡ଼ାଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବଢ଼ିଥିବାରୁ ଏହି ପଦକ୍ଷେପ ନିଆଯାଇଛି।
Four sluice gates of Hirakud Dam opened to release the season's first floodwaters into the Mahanadi River.
Four sluice gates of Hirakud Dam opened to release the season's first floodwaters into the Mahanadi River.

ଓଡ଼ିଶାର ସମ୍ବଲପୁରସ୍ଥିତହୀରାକୁଦ ବନ୍ଧର ୪ଟି ସ୍ଲୁଇସ୍ ଗେଟ୍ ଗୁରୁବାର ସକାଳ ୧୧ଟାରେ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ନିଷ୍କାସନ କରାଯାଇଛି।

ସୂଚନା ଅନୁଯାୟୀ, ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରକୁ ବ୍ୟାପକ ପରିମାଣର ଜଳ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇଛି।

ଗୁରୁବାର ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର୬୧୪.୬୫ ଫୁଟ୍ରେ ପହଞ୍ଚିଥିଲା। ସେହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ୧,୬୪,୦୦୯ କ୍ୟୁସେକ୍ଜଳ ପ୍ରବେଶ କରୁଥିଲା। ଗେଟ୍ ଖୋଲିବା ପୂର୍ବରୁ ବନ୍ଧରୁ୨୭,୫୯୦ କ୍ୟୁସେକ୍ଜଳ ନିଷ୍କାସନ ହେଉଥିଲା।

୪ଟି ସ୍ଲୁଇସ୍ ଗେଟ୍ ଖୋଲିବା ପରେ ମହାନଦୀକୁ ପ୍ରାୟ୧ ଲକ୍ଷ କ୍ୟୁସେକ୍ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯାଉଛି। ଆବଶ୍ୟକତା ଅନୁଯାୟୀ ସନ୍ଧ୍ୟା ସମୟରେ ଆହୁରି କିଛି ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି।

ମହାନଦୀରେ ହଠାତ୍ ଜଳପ୍ରବାହ ବୃଦ୍ଧି ପାଇବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଓ ହୀରାକୁଦ କର୍ତ୍ତୃପକ୍ଷ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।

LIVE TV
LIVE
Latest News
ୱାଶିଂଟନ ସୁନ୍ଦରଙ୍କୁ ନେଇ ଗମ୍ଭୀର-ଲକ୍ଷ୍ମଣଙ୍କ ମଧ୍ୟରେ ମତଭେଦ! ଆଲୋଚନା ପରେ ବାହାରିଲା ରାସ୍ତା

ୱାଶିଂଟନ ସୁନ୍ଦରଙ୍କୁ ନେଇ ଗମ୍ଭୀର-ଲକ୍ଷ୍ମଣଙ୍କ ମଧ୍ୟରେ ମତଭେଦ!...

ଭାରତୀୟ କ୍ରିକେଟ୍‌ରେ ଏକ ଖେଳାଳିଙ୍କୁ ନେଇ ଦୁଇଟି ଦଳ...

ଜାପାନ ବିପକ୍ଷରେ ଐତିହାସିକ ମୁକାବିଲା, ୨୨ ସେପ୍ଟେମ୍ବରରେ ପ୍ରଥମ ଥର T20I ଖେଳିବ ଟିମ୍ ଇଣ୍ଡିଆ

ଜାପାନ ବିପକ୍ଷରେ ଐତିହାସିକ ମୁକାବିଲା, ୨୨ ସେପ୍ଟେମ୍ବରରେ...

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଯୋଡ଼ି ହେବାକୁ ଯା...

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା ଖାଦ୍ୟ ଦରକୁ ନେଇ ମୋଦୀ ସରକାରଙ୍କୁ ଜୟରାମ ରମେଶଙ୍କ ଟାର୍ଗେଟ୍

‘ରୋଷେଇ ଘରର ବଜେଟ୍ ସମ୍ପୂର୍ଣ୍ଣ ବିଗିଡ଼ିଛି’: ବଢ଼ୁଥିବା...

ବଢ଼ୁଥିବା ଖାଦ୍ୟଦ୍ରବ୍ୟ ଦରକୁ ନେଇ କଂଗ୍ରେସ ନେତା ଜୟରାମ ର...

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ ୟୁଟର୍ଣ୍ଣ; ରେଜିନଗରରେ ପୁଣି ନିର୍ବାଚନ ଲଢ଼ିବେ ରବିଉଲ ଆଲମ

ପ୍ରଥମେ ଲଢ଼ିବେନି କହିଲେ, କିଛି ଘଣ୍ଟା ପରେ...

ପଶ୍ଚିମବଙ୍ଗର ରେଜିନଗର ଉପନିର୍ବାଚନକୁ ନେଇ ଶନିବାର ମମତା ବ...

ହାଇୱେ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ପୁଲିସର ତଦନ୍ତ

ହାଇୱେ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର,...

ହାଇୱେ କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ...

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

୨୨ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ, ବିରୋଧୀଙ୍କ...

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର...

BCCIରେ ଅମ୍ପାୟାରଙ୍କ ପାରିଶ୍ରମିକ ବଢ଼ିଲା, ଲାଗୁ ହେଲା ମେରିଟ୍ ଆଧାରିତ ପଦୋନ୍ନତି-ଅବନତି ବ୍ୟବସ୍ଥା

BCCIରେ ଅମ୍ପାୟାରଙ୍କ ପାରିଶ୍ରମିକ ବଢ଼ିଲା, ଲାଗୁ ହେଲା...

ଭାରତୀୟ କ୍ରିକେଟ୍‌ରେ ଅମ୍ପାୟାର ଓ ମ୍ୟାଚ୍ ରେଫରିଙ୍କ...

କେନ୍ଦ୍ରାପଡ଼ାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସ୍କୁଟିରୁ ୧ ଲକ୍ଷ ଲୁଟ୍‌, CCTVରେ କଏଦ ହେଲା ଦୃଶ୍ୟ

କେନ୍ଦ୍ରାପଡ଼ାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସ୍କୁଟିରୁ ୧...

କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ ମନ୍ତ୍ରୀ KM ଶାଜିଙ୍କୁ ନେଇ ରାଜନୈତିକ ବିବାଦ

ବନ୍ଧୁଙ୍କ Range Roverରେ ସରକାରୀ ଯାତ୍ରା: କେରଳ...

କେରଳରେ ମନ୍ତ୍ରୀଙ୍କ ସରକାରୀ ଯାତ୍ରା ପାଇଁ ବ୍ୟକ୍ତିଗତ Ran...

ଦକ୍ଷିଣ କୋରିଆ ବଦଳରେ ବାଜିଲା ଉତ୍ତର କୋରିଆର ଜାତୀୟ ସଙ୍ଗୀତ, ଏସୀୟ କ୍ରୀଡ଼ାରେ ଆୟୋଜକଙ୍କ ତ୍ରୁଟି

ଦକ୍ଷିଣ କୋରିଆ ବଦଳରେ ବାଜିଲା ଉତ୍ତର କୋରିଆର...

ଜାପାନରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଆୟୋଜକଙ୍କ ଏକ ଭ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+