ଓଡ଼ିଶାର ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବାହ ବଢ଼ିବା ପରେ ଆଉ ୪ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ହେବାରୁ ଜଳଭଣ୍ଡାରକୁ ଅଧିକ ପରିମାଣରେ ପାଣି ପ୍ରବେଶ କରୁଛି।
ସୂଚନା ଅନୁସାରେ, ଏହା ପୂର୍ବରୁ ହୀରାକୁଦ ଡ୍ୟାମ୍ର ୮ଟି ଗେଟ୍ ଖୋଲା ରହିଥିଲା। ତେବେ ଉପରମୁଣ୍ଡରୁ ଜଳ ପ୍ରବେଶ ବଢ଼ିବା ପରେ ରବିବାର ଆଉ ୪ଟି ଗେଟ୍ ଖୋଲିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଏବେ ମୋଟ୧୨ଟି ଗେଟ୍ଦେଇ ଜଳ ନିଷ୍କାସନ କରାଯାଉଛି।
ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା୬୩୦ ଫୁଟ୍। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରରେ ଜଳ ପ୍ରବେଶ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି।
ଜଳପ୍ରବାହର ସ୍ଥିତିକୁ ଦେଖି ଅଧିକ ଜଳ ନିଷ୍କାସନ ପାଇଁ ଅତିରିକ୍ତ ଗେଟ୍ ଖୋଲାଯାଇଥିବା ସୂଚନା ମିଳିଛି।
ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...
କାଠମାଣ୍ଡୁ: ନେପାଳରେ ଚଳିତ ମାସରେ ହେବାକୁ ଥିବା ଏକ ଅନ୍ତର...
ୟୁରୋପୀୟ ୟୁନିୟନ୍‌ର ଦୁଇ ସଦସ୍ୟ ଦେଶ ସ୍ପେନ୍ ଓ ଇଟାଲ...
ନବରଙ୍ଗପୁର ଜିଲ୍ଲାରଉମରକୋଟସହରରେ ଦିନ ଦ୍ୱିପ୍ରହରରେ ଘଟିଥି...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...
ଭୁବନେଶ୍ୱର ଉପକଣ୍ଠବାଲିଅନ୍ତା ବଜାରରେ ଥିବା ଏକSBI ATMରୁ...
ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...