ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Gen Z ପିଢ଼ିକୁ ନେଇ ନିଜ ମତ ରଖିଛନ୍ତି। ନୂଆ ପିଢ଼ି ସହ ନିଜର ଘନିଷ୍ଠ ସମ୍ପର୍କ ରହିଥିବା ଏବଂ ଜଣେ ଅଭିଭାବକଙ୍କ ଦୃଷ୍ଟିକୋଣରୁ Gen Zଙ୍କୁ ବୁଝିବାକୁ ସେ ଚେଷ୍ଟା କରୁଥିବା କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ପ୍ରାୟ ୨୦ କୋଟି ଯୁବକ-ଯୁବତୀଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି। ତେଣୁ ନୂଆ ପିଢ଼ିକୁ ବୁଝିବା ଏବଂ ସଠିକ୍ ଦିଗଦର୍ଶନ ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“କିଛି ଲୋକ Gen Zଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବେ ବୋଲି ମୁଁ ବିଶ୍ୱାସ କରେ।”
ସେ ଐତିହାସିକ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦାହରଣ ଦେଇ କହିଛନ୍ତି ଯେ ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ସେମାନଙ୍କ ସମୟର Gen Z ଥିଲେ।
ନୂଆ ପିଢ଼ି ଦେଶର ଭବିଷ୍ୟତର ଏକ ବଡ଼ ଶକ୍ତି ବୋଲି ଉଲ୍ଲେଖ କରି ସେ ଯୁବପିଢ଼ିର ଚିନ୍ତାଧାରା ଓ ଆକାଂକ୍ଷାକୁ ବୁଝିବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।
ମୁମ୍ବାଇ:ବଲିଉଡ୍ର ଲୋକପ୍ରିୟ ଅଭିନେତା ଇମ୍ରାନ ହାଶମୀ ଏବେ...
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
ୱାଶିଂଟନ୍:ରୁଷିଆରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁ...
ନୂଆଦିଲ୍ଲୀ:ଟେଲିଭିଜନ ଜଗତର ଚର୍ଚ୍ଚିତ ଦମ୍ପତି ଆକାଂକ୍ଷା ଚ...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
ମୁମ୍ବାଇ: ରଣବୀର କପୁରଙ୍କ ନୂଆ ‘ରାମାୟଣ’କୁ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ମୁମ୍ବାଇ:ଦୀପିକା ପାଦୁକୋନଙ୍କ ମାଟର୍ନିଟି ବ୍ରେକ୍କୁ ନେଇ ଚ...