Air Indiaର ସିଇଓ ଭାବେ କାର୍ଯ୍ୟରତ କ୍ୟାମ୍ପବେଲ୍ ୱିଲସନ୍ ନିଜ ପଦରୁ ପଦତ୍ୟାଗ କରିଥିବା ଖବର ସାମ୍ନାକୁ ଆସିଛି। ଟାଟା ଗ୍ରୁପ୍ ଦ୍ୱାରା ପୁନରୁଦ୍ଧାର ହେଉଥିବା Air Indiaରେ ଏହା ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ୱିଲସନଙ୍କ ନେତୃତ୍ୱରେ କମ୍ପାନୀ ଅନେକ ପରିବର୍ତ୍ତନ ଦେଖିଥିଲେ ମଧ୍ୟ, ବର୍ତ୍ତମାନ ନୂତନ ସିଇଓ ନିୟୋଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଟାଟା ଗ୍ରୁପ୍ ଏକ ଦୃଢ଼ ଏବଂ ଅନୁଭବୀ ନେତାଙ୍କୁ ଖୋଜୁଛି ଯିଏ Air Indiaକୁ ଆଗକୁ ନେବେ।
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ନୂଆ ପାଠ୍ୟକ୍ରମ ଅନୁଯାୟୀ...
କଟକ: ଚୌଦ୍ୱାର ସର୍କଲ୍ ଜେଲ୍‌ର ସିନିୟର ସୁପରିଣ୍ଟେଣ୍...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
ବରଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର (PEO...
୧୯୯୪ ମସିହାରେ ମାତ୍ର ୫୦୦ ଟଙ୍କା ମାସିକ ଦରମାରେ ସରକାରୀ ଚ...
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...
ଭୁବନେଶ୍ୱର:ସୋସିଆଲ ମିଡିଆରେ କରାଯାଇଥିବା ଏକ LIVE ଭିଡିଓକ...