ବୌଦ୍ଧରେ ବନ୍ୟା ପରିସ୍ଥିତିରେ ସୁଧାର, ତଥାପି ୧୦ରୁ ଅଧିକ ଗାଁ ଏବେ ବି ବିଚ୍ଛିନ୍ନ

ମହାନଦୀରେ ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଥିବାରୁ ବୌଦ୍ଧ ଜିଲ୍ଲାର ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ତେବେ ହରଭଙ୍ଗା ବ୍ଲକର ୧୦ରୁ ଅଧିକ ଗାଁ ଏବେ ମଧ୍ୟ ବନ୍ୟାଜଳ ଘେରରେ ରହିଥିବା ବେଳେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି।
Floodwaters in Boudh district leave several villages cut off despite receding water levels.
Floodwaters in Boudh district leave several villages cut off despite receding water levels.

ବୌଦ୍ଧ ଜିଲ୍ଲାରେ ମହାନଦୀର ବନ୍ୟା ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଗୁରୁବାର ରାତି ୮ଟା ସୁଦ୍ଧା ବୌଦ୍ଧ ସେଚ୍ଛ ଆଇ.ବି. ନିକଟରେ ମହାନଦୀର ଜଳସ୍ତର୮୬.୯୮ ମିଟରରେକର୍ଡ କରାଯାଇଥିଲା, ଯାହା ବିପଦ ସଙ୍କେତଠାରୁ ତଳେ ରହିଛି। ସେହି ସମୟରେ ପ୍ରତି ସେକେଣ୍ଡରେ ପ୍ରାୟ୭,୬୪,୬୩୩ କ୍ୟୁସେକ୍ପାଣି ପ୍ରବାହିତ ହେଉଥିଲା।

ଜଳସ୍ତର କମିଥିଲେ ମଧ୍ୟ ହରଭଙ୍ଗା ବ୍ଲକର୧୦ରୁ ଅଧିକ ଗାଁଏବେ ମଧ୍ୟ ବନ୍ୟାଜଳ ଘେରରେ ରହିଛି।ଝରାସାଇ, ଶ୍ୟାମସୁନ୍ଦରପୁର, କରୋଡ଼ି, ମରଡ଼ା, କୁଦାସିଙ୍ଗା, ଢାଲପୁର ଓ ଖଣ୍ଡିଧାଲପୁରଭଳି ନଦୀକୂଳିଆ ଗାଁଗୁଡ଼ିକର ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଜଗନ୍ନାଥ ରାସ୍ତାରେ ପାଣି, ଯାତାୟାତ ବନ୍ଦ

ବୌଦ୍ଧ-ହରଭଙ୍ଗାକୁ ସଂଯୋଗ କରୁଥିବାଜଗନ୍ନାଥ ରାସ୍ତାର ଦୁଇଟି ସ୍ଥାନରେ ପ୍ରାୟ ଦୁଇ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତହେଉଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ସିଲ୍ କରିଦେବା ସହ ସମସ୍ତ ପ୍ରକାର ଯାନବାହନ ଚଳାଚଳକୁ ବନ୍ଦ କରିଛି।

ହଜାର ହଜାର ଏକର ଚାଷଜମି ଜଳମଗ୍ନ

ବନ୍ୟାଜଳ ପ୍ରବେଶ କରିବାରୁ ବୌଦ୍ଧ ଜିଲ୍ଲାରହଜାର ହଜାର ଏକର ଚାଷଜମି ଜଳମଗ୍ନହୋଇପଡ଼ିଛି। ଧାନ ସମେତ ବିଭିନ୍ନ ଦଣ୍ଡାୟମାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ସତର୍କ ରହିବାକୁ ପ୍ରଶାସନର ପରାମର୍ଶ

ନଦୀକୂଳ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଣି କମିବା ସହ ସାଧାରଣ ଜନଜୀବନ ସ୍ୱାଭାବିକ କରିବାକୁ ପ୍ରଶାସନ ପଦକ୍ଷେପ ନେଉଛି।

LIVE TV
LIVE
Latest News
ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ କ୍ରିୟୁ ସଦସ୍ୟ ନିଲମ୍ବିତ, ମଦ୍ୟପାନ ନିରୂପଣ ପରୀକ୍ଷାରେ ବିଳମ୍ବ ଅଭିଯୋଗ

ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ କ୍ରିୟୁ ସଦସ୍ୟ...

ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରିୟୁ ସଦସ୍ୟଙ୍କୁ ୩ ମାସ...

ବାୟୁ ପ୍ରଦୂଷଣ ସହ ବଢ଼ିପାରେ ଆତ୍ମହତ୍ୟା ଆଶଙ୍କା; ୨୯ଟି ଅଧ୍ୟୟନର ସମୀକ୍ଷାରେ ମିଳିଲା ସମ୍ପର୍କ

ବାୟୁ ପ୍ରଦୂଷଣ ସହ ବଢ଼ିପାରେ ଆତ୍ମହତ୍ୟା ଆଶଙ୍କା;...

ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ପ୍ରଭ...

ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ନିୟମ ଭାଙ୍ଗିଲେ ଗଣିବେ ଜରିମାନା

ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ନିୟମ...

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ପରିସରକୁ ‘ତମାଖୁମୁକ...

ଚଳିତ ବର୍ଷ ଶେଷ ସୁଦ୍ଧା ବାୟୁସେନାକୁ ମିଳିବ ‘LCA ମାର୍କ-୧ଏ’ ଲଢ଼ୁଆ ବିମାନ! ଶେଷ ପର୍ଯ୍ୟାୟରେ ପରୀକ୍ଷଣ

ଚଳିତ ବର୍ଷ ଶେଷ ସୁଦ୍ଧା ବାୟୁସେନାକୁ ମିଳିବ...

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ବଡ଼ ପଦକ୍...

ମାସକୁ ₹୧.୫-୨ ଲକ୍ଷ ଦରମା କ’ଣ ପର୍ଯ୍ୟାପ୍ତ? ‘ଅଧିକ ଦରମା’ ପଛରେ ନ ଦୌଡ଼ିବାକୁ କହିଲେ MBA ପ୍ରଫେସନାଲ୍

ମାସକୁ ₹୧.୫-୨ ଲକ୍ଷ ଦରମା କ’ଣ ପର୍ଯ୍ୟାପ୍ତ?...

ଯୁବ ପ୍ରଫେସନାଲ୍ମାନଙ୍କ ପାଇଁ ଚାକିରିରେ ଅଧିକ salary ପାଇ...

iPhone 18 Pro ପାଇଁ ରାତିରୁ ଲାଇନ୍, ଷ୍ଟୋର୍‌ ବାହାରେ ଟେକ୍ ପ୍ରେମୀଙ୍କ ଭିଡ଼! ₹୧.୬୪ ଲକ୍ଷରୁ ଆରମ୍ଭ ଦାମ

iPhone 18 Pro ପାଇଁ ରାତିରୁ ଲାଇନ୍,...

ଟେକ୍ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ...

କମ୍ପ୍ୟୁଟର ଅଛି, ବିଜୁଳି ନାହିଁ; କୋରାପୁଟର ୨୦୩ ସ୍କୁଲରେ ଡିଜିଟାଲ ଶିକ୍ଷା ପ୍ରଭାବିତ

କମ୍ପ୍ୟୁଟର ଅଛି, ବିଜୁଳି ନାହିଁ; କୋରାପୁଟର ୨୦୩...

ଓଡ଼ିଶାରେ ସ୍ମାର୍ଟ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତ୍ୱ ଦିଆ...

ଜାତି ପ୍ରମାଣପତ୍ର ମିଳୁନି, ବାପୁର ତହସିଲ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଜାତି ପ୍ରମାଣପତ୍ର ମିଳୁନି, ବାପୁର ତହସିଲ କାର୍ଯ୍ୟାଳୟରେ...

ବାପୁର ତହସିଲ କାର୍ଯ୍ୟାଳୟରେ ଜାତି ପ୍ରମାଣପତ୍ର ପ୍ରଦାନରେ...

ଛୋଟ ପିଲାଙ୍କ ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ଏବେ ୧୮ ବର୍ଷ ପର୍ଯ୍ୟନ୍ତ ରହିବ ବୈଧତା

ଛୋଟ ପିଲାଙ୍କ ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ,...

ଛୋଟ ପିଲାଙ୍କ ପାସପୋର୍ଟକୁ ନେଇ ବଡ଼ ପରିବର୍ତ୍ତନ କରିଛି କେ...

ତାମିଲନାଡୁରେ ନବୋଦୟ ସ୍କୁଲ ଓ ହିନ୍ଦୀ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, ରାଜ୍ୟକୁ ମିଳିଲା ୩ ମାସ ସମୟ

ତାମିଲନାଡୁରେ ନବୋଦୟ ସ୍କୁଲ ଓ ହିନ୍ଦୀ ପ୍ରସଙ୍ଗ:...

ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...

ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ଝୁମ୍ପର ସମ୍ପର୍କ! ୨୯ଟି ଅଧ୍ୟୟନର ସମୀକ୍ଷାରୁ ବଡ଼ ତଥ୍ୟ ସାମ୍ନାକୁ

ବାୟୁ ପ୍ରଦୂଷଣ ସହ ଆତ୍ମହତ୍ୟା ଝୁମ୍ପର ସମ୍ପର୍କ!...

ବାୟୁ ପ୍ରଦୂଷଣ କେବଳ ଫୁସଫୁସ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନୁହ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+