ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା; ପୁରୀକୁ ରେଡ୍ ଆଲର୍ଟ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିଛି। ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ପୁରୀ ଜିଲ୍ଲାରେ ୧୬୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରେଡ୍ ଆଲର୍ଟ ଜାରି ହୋଇଛି।
Low pressure area in Bay of Bengal causes heavy rainfall alert in Odisha
Low pressure area in Bay of Bengal causes heavy rainfall alert in Odisha

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଥିବାରୁ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପକୂଳ ନିକଟରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଲଘୁଚାପ ଆଗାମୀ ୨ ଦିନ ମଧ୍ୟରେ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଏହାର ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାତାର ବର୍ଷା ହେଉଛି। ଜିଲ୍ଲାରେ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପୁରୀ ପାଇଁ ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରାଯାଇଛି।

ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ଅତ୍ୟଧିକ ବର୍ଷା ସମୟରେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

LIVE TV
LIVE
Latest News
‘ରାକା’ର ଭିଜୁଆଲ୍‌କୁ ନେଇ ବଡ଼ ଦାବି: ‘Avatar’ଠାରୁ ବି ଭଲ କି? ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ Cibi Chakaravarthiଙ୍କ ପ୍ରଶଂସା

‘ରାକା’ର ଭିଜୁଆଲ୍‌କୁ ନେଇ ବଡ଼ ଦାବି: ‘Avatar’ଠାରୁ...

ସାଉଥ୍‌ ସିନେମାର ଚର୍ଚ୍ଚିତ ଅଭିନେତା ଅଲ୍ଲୁ ଅର୍ଜୁନଙ...

‘Saiyaara’ ଟିମ୍‌ର ପୁଣି ମିଳନ: ଅକ୍ଟୋବରରୁ Ahaan Panday- Aneet Paddaଙ୍କ ନୂଆ ଲଭ୍ ଷ୍ଟୋରୀ ଶୁଟିଂ

‘Saiyaara’ ଟିମ୍‌ର ପୁଣି ମିଳନ: ଅକ୍ଟୋବରରୁ Ahaan...

୨୦୨୫ରେ ରିଲିଜ୍ ହୋଇଥିବା‘Saiyaara’ଫିଲ୍ମ ନ...

ଅକ୍ଟୋବରରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର! ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା

ଅକ୍ଟୋବରରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର!...

ପୁରୀର ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଭକ୍ତଙ୍...

କଟକକୁ ମାଡ଼ିଆସୁଛି ଜଳ ସଙ୍କଟ! ବାଲି ଖନନ ଯୋଗୁଁ କମୁଛି ଭୂତଳ ଜଳସ୍ତର

କଟକକୁ ମାଡ଼ିଆସୁଛି ଜଳ ସଙ୍କଟ! ବାଲି ଖନନ...

କଟକ: କଟକ ସହରର ଜଳସମ୍ପଦକୁ ନେଇ ଚିନ୍ତା ବଢ଼ିଛି। ମହାନଦୀ...

ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଓଡ଼ିଶାରେ ବଢ଼ିବ ବର୍ଷା! ୯ ଜିଲ୍ଲାକୁ ସତର୍କତା

ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଓଡ଼ିଶାରେ ବଢ଼ିବ ବର୍ଷା!...

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ପାଣିପାଗ ବିଭ...

‘Golmaal 5’ର ରିଲିଜ୍ ଡେଟ୍ ଘୋଷଣା: ୨୦୨୭ରେ ଫେରିବେ ଅଜୟ ଦେବଗନ, ଅକ୍ଷୟ କୁମାରଙ୍କ ହେବ ନୂଆ ଏଣ୍ଟ୍ରି

‘Golmaal 5’ର ରିଲିଜ୍ ଡେଟ୍ ଘୋଷଣା: ୨୦୨୭ରେ...

ବଲିଉଡ୍‌ର ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘Go...

MS ସୁବ୍ବୁଲକ୍ଷ୍ମୀଙ୍କ ବାୟୋପିକ୍‌ର ଟାଇଟଲ୍ ଘୋଷଣା: ମହାନ ଗାୟିକାଙ୍କ ଭୂମିକାରେ ରଶ୍ମିକା, ଭାବପ୍ରବଣ ହେଲେ ଅଭିନେତ୍ରୀ

MS ସୁବ୍ବୁଲକ୍ଷ୍ମୀଙ୍କ ବାୟୋପିକ୍‌ର ଟାଇଟଲ୍ ଘୋଷଣା: ମହାନ...

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନ କଣ୍ଠଶିଳ୍ପୀ MS ସୁବ୍ବୁ...

କେନ୍ଦ୍ରାପଡ଼ାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସ୍କୁଟିରୁ ୧ ଲକ୍ଷ ଲୁଟ୍‌, CCTVରେ କଏଦ ହେଲା ଦୃଶ୍ୟ

କେନ୍ଦ୍ରାପଡ଼ାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସ୍କୁଟିରୁ ୧...

କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...

ଓଡ଼ିଶାରେ କେହି ରହିବେନି ବାସହୀନ! ଖୁବଶୀଘ୍ର ଯୋଗ୍ୟଙ୍କୁ ମିଳିବ PM ଆବାସ: କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ କେହି ରହିବେନି ବାସହୀନ! ଖୁବଶୀଘ୍ର ଯୋଗ୍ୟଙ୍କୁ...

ଓଡ଼ିଶାରେ ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+