ଓଡ଼ିଶାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି।ତୁଷୁରା-ବଲାଙ୍ଗୀର ରାସ୍ତାରେବଲାଙ୍ଗୀର ଅବକାରୀ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ାଉରେ ୨ଟି ପିକଅପ୍ ଗାଡ଼ିରୁ୧୨ କ୍ୱିଣ୍ଟାଲ ଗଞ୍ଜେଇଜବତ କରାଯାଇଛି। ଏହି ମାମଲାରେ୪ ଜଣ ଗଞ୍ଜେଇ ମାଫିଆଙ୍କୁଗିରଫ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଫେରିବାଲା ବେଶ ଧାରଣ କରି ଗଞ୍ଜେଇ ଚାଲାଣ କରୁଥିଲେ। ସେମାନେବାଲିଗୁଡ଼ାରୁ ଗଞ୍ଜେଇ ଆଣି ତୁଷୁରା ଓ ରାୟପୁର ରୁଟ୍ ଦେଇ ଦିଲ୍ଲୀକୁପଠାଇବା ପାଇଁ ଯୋଜନା କରିଥିଲେ।
ଚୋରାଚାଲାଣକୁ ଗୋପନ ରଖିବା ପାଇଁ ଗଞ୍ଜେଇକୁଶାଢ଼ି ଓ କପଡ଼ା ଭର୍ତ୍ତି ବ୍ୟାଗଭିତରେ ଲୁଚାଇ ନିଆଯାଉଥିଲା। ତେବେ ଗୁପ୍ତ ସୂଚନା ପାଇ ଅବକାରୀ ବିଭାଗ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା।
ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟପ୍ରାୟ ୧୨ କୋଟି ଟଙ୍କାବୋଲି ଅନୁମାନ କରାଯାଇଛି।
ଅବକାରୀ ବିଭାଗ ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ଜାରି ରଖିଥିବାବେଳେ ଏହି ଚୋରାଚାଲାଣ ରାକେଟରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହାର ଅନ୍ତର୍ରାଜ୍ୟ ନେଟୱର୍କକୁ ନେଇ ତଦନ୍ତ ଚାଲିଛି।
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...
ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...
ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...