ଆସାମ ବୋର୍ଡ ୨୦୨୭ ପରୀକ୍ଷା ସୂଚୀ ଜାରି! ଫେବୃଆରୀ ୨୫ରୁ ଦଶମ, ମାର୍ଚ୍ଚ ୧୨ରୁ ଦ୍ୱାଦଶ ପରୀକ୍ଷା

ଆସାମ ଷ୍ଟେଟ୍ ସ୍କୁଲ୍ ଏଜୁକେସନ୍ ବୋର୍ଡ (ASSEB) ୨୦୨୭ ମସିହାର HSLC ଓ HS ବୋର୍ଡ ପରୀକ୍ଷା ପାଇଁ ସମୟସୂଚୀ ପ୍ରକାଶ କରିଛି।
Assam Board Exam
Assam Board Exam

ଗୁଆହାଟୀ: ଆସାମର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୭କୁ ନେଇ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆସାମ ଷ୍ଟେଟ୍ ସ୍କୁଲ୍ ଏଜୁକେସନ୍ ବୋର୍ଡ (ASSEB) ପକ୍ଷରୁ HSLC ଓ HS ପରୀକ୍ଷାର ତାରିଖ ଘୋଷଣା କରାଯାଇଛି।

ବୋର୍ଡର ସୂଚୀ ଅନୁଯାୟୀ, ଦଶମ ଶ୍ରେଣୀର HSLC ପରୀକ୍ଷା ଫେବୃଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୬ରେ ଶେଷ ହେବ। ସେହିପରି ଦ୍ୱାଦଶ ଶ୍ରେଣୀର HS ପରୀକ୍ଷା ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ ପର୍ଯ୍ୟନ୍ତ ଚାଲିବ।

ପରୀକ୍ଷା ସମୟସୂଚୀ

  • ଦଶମ ଶ୍ରେଣୀ (HSLC): ଫେବୃଆରୀ ୨୫ରୁ ମାର୍ଚ୍ଚ ୧୬, ୨୦୨୭।

  • ଦ୍ୱାଦଶ ଶ୍ରେଣୀ (HS): ମାର୍ଚ୍ଚ ୧୨ରୁ ଏପ୍ରିଲ୍ ୫, ୨୦୨୭।

ଦଶମ ଶ୍ରେଣୀର ପ୍ରଥମ ପରୀକ୍ଷା ଫେବୃଆରୀ ୨୫ରେ ହିନ୍ଦୀ ବିଷୟରୁ ଆରମ୍ଭ ହେବ। ମାର୍ଚ୍ଚ ୧୬ରେ ସାଧାରଣ ଗଣିତ ପରୀକ୍ଷା ସହ ଏହା ଶେଷ ହେବ। ଅନ୍ୟପଟେ, ଦ୍ୱାଦଶ ଶ୍ରେଣୀର ପ୍ରଥମ ପରୀକ୍ଷା ମାର୍ଚ୍ଚ ୧୨ରେ ଇଂରାଜୀ ବିଷୟରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ ଶେଷ ହେବ।

​​​​​ଆହୁରି ପଢନ୍ତୁ:UGC NET ଡିସେମ୍ବର ୨୦୨୬ ପରୀକ୍ଷା ସୂଚୀ ଜାରି, ଡିସେମ୍ବର ୧୪ରୁ ଆରମ୍ଭ ହେବ ପରୀକ୍ଷା; ଓଡ଼ିଆ ବିଷୟର ପରୀକ୍ଷା ୨୧ରେ

ଦୁଇଟି ସିଫ୍ଟରେ ହେବ ପରୀକ୍ଷା

ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ।

  • ପ୍ରଥମ ସିଫ୍ଟ: ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା।

  • ଦ୍ୱିତୀୟ ସିଫ୍ଟ: ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୪ଟା ୩୦।

କିଛି ବିଷୟର ପରୀକ୍ଷା ଦୁଇ ଘଣ୍ଟାର ହେବ। ତେଣୁ ପରୀକ୍ଷାର୍ଥୀମାନେ ନିଜ ବିଷୟର ସମୟସୂଚୀ ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ।

ପ୍ରାକ୍ଟିକାଲ୍ ପରୀକ୍ଷା କେବେ?

ଦ୍ୱାଦଶ ଶ୍ରେଣୀର କିଛି ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୧୮ରୁ ୨୪ ମଧ୍ୟରେ ହେବ। ୩୦ ମାର୍କ ବିଶିଷ୍ଟ ବିଷୟଗୁଡ଼ିକର ପ୍ରାକ୍ଟିକାଲ୍ ଜାନୁଆରୀ ୨୭ରୁ ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଦଶମ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨୭ରୁ ଫେବୃଆରୀ ୨, ୨୦୨୭ ମଧ୍ୟରେ ହେବ।

କେଉଁଠାରୁ ଡାଉନଲୋଡ୍ କରିବେ ପରୀକ୍ଷା ସୂଚୀ?

ଛାତ୍ରଛାତ୍ରୀମାନେ ASSEBର ଅଫିସିଆଲ୍ ୱେବସାଇଟ୍‌ରେ ଯାଇ ନିଜ ଶ୍ରେଣୀର ବିଷୟଭିତ୍ତିକ ପରୀକ୍ଷା ସୂଚୀ ଡାଉନଲୋଡ୍ କରିପାରିବେ।

ପରୀକ୍ଷାର୍ଥୀମାନେ ନିଜ ବିଷୟର ତାରିଖ, ସିଫ୍ଟ ଓ ପରୀକ୍ଷା ଅବଧି ଅଫିସିଆଲ୍ ଡେଟ୍‌ସିଟ୍‌ ସହ ମେଳାଇ ଦେଖିବାକୁ ପରାମର୍ଶ ଦିଆଯାଇଛି।

LIVE TV
LIVE
Latest News
ନୂଆ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କଲେ ଫଟୋ ଓ ଭିଡିଓ କରିବାକୁ କାହିଁକି ମନ ହୁଏ? ମନୋବିଜ୍ଞାନ କହୁଛି ଏହି କାରଣ

ନୂଆ ବନ୍ଦେ ଭାରତ ଟ୍ରେନ୍‌ରେ ଯାତ୍ରା କଲେ...

ନୂଆ ଟ୍ରେନ୍‌ରେ ଯାତ୍ରା କରିବାର ଉତ୍ସାହ ଅଲଗା। ବିଶେ...

‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ ବର୍ଷିଲେ ରିଜିଜୁ, କହିଲେ- ‘ତାଙ୍କୁ କିଏ ବୁଝାଇବ?’

‘ମୃତ ଅର୍ଥନୀତି’ ମନ୍ତବ୍ୟକୁ ନେଇ ରାହୁଲଙ୍କ ଉପରେ...

ଭାରତୀୟ ଅର୍ଥନୀତିକୁ ‘ମୃତ’ ବୋଲି କହିବା ସହ...

ଟ୍ରମ୍ପଙ୍କ ପାଇଁ ୫୦ କୋଟି ଡଲାର ଖର୍ଚ୍ଚ କରି ଅନୁତାପରେ ଏଲନ୍ ମସ୍କ! କହିଲେ- ‘ସମୟ ପଛକୁ ଫେରାଇ ପାରିଲେ କମ୍ ଖର୍ଚ୍ଚ କରିଥାନ୍ତି’

ଟ୍ରମ୍ପଙ୍କ ପାଇଁ ୫୦ କୋଟି ଡଲାର ଖର୍ଚ୍ଚ...

ଆମେରିକାର ରାଜନୀତିରେ ଏବେ ଚର୍ଚ୍ଚାରେ ଅଛନ୍ତି ଟେସଲା ଓ ସ୍...

ବାଂଲାଦେଶରେ ହିଂସାର ନିଆଁ! ମହମ୍ମଦ ୟୁନୁସଙ୍କ ପୈତୃକ ଘର ଜାଳିଦେଲେ ଦୁର୍ବୃତ୍ତ

ବାଂଲାଦେଶରେ ହିଂସାର ନିଆଁ! ମହମ୍ମଦ ୟୁନୁସଙ୍କ ପୈତୃକ...

ଢାକା: ବାଂଲାଦେଶରେ ପୁଣି ରାଜନୈତିକ ଅଶାନ୍ତି ଓ ହିଂସା ଉଗ୍...

‘ଲୋକମନ୍ଥନ ୨୦୨୬’ ପାଇଁ ଭୂମି ପୂଜନ କଲେ ରାଜସ୍ଥାନ CM ଭଜନଲାଲ ଶର୍ମା, ଡିସେମ୍ବରରେ ଜୟପୁରରେ ହେବ ମହାଆୟୋଜନ

‘ଲୋକମନ୍ଥନ ୨୦୨୬’ ପାଇଁ ଭୂମି ପୂଜନ କଲେ...

ଜୟପୁର: ରାଜସ୍ଥାନରେ ହେବାକୁ ଥିବା ଜାତୀୟ ସାଂସ୍କୃତିକ ଓ ବ...

ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ଶାନ୍ତି, ସ୍ୱାଧୀନତା ଓ ବିକାଶ ସହ ଜଡ଼ିତ: ସୋନିଆ ଗାନ୍ଧୀ

ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶ ଶାନ୍ତି, ସ୍ୱାଧୀନତା ଓ...

ନୂଆଦିଲ୍ଲୀ: ଶାନ୍ତି, ସ୍ୱାଧୀନତା ଓ ବିକାଶକୁ ପରସ୍ପରଠାରୁ...

ପ୍ରଭାକରନଙ୍କ ଘରକୁ ଗଲେ ଥିରୁମାଭାଲାଭନ୍, ତାମିଲନାଡୁ ରାଜନୀତିରେ ଝଡ଼! କଂଗ୍ରେସକୁ ଘେରିଲା ବିଜେପି

ପ୍ରଭାକରନଙ୍କ ଘରକୁ ଗଲେ ଥିରୁମାଭାଲାଭନ୍, ତାମିଲନାଡୁ ରାଜନୀତିରେ...

ଚେନ୍ନାଇ: ଶ୍ରୀଲଙ୍କାରେ LTTE ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକ...

COP31ରେ ଭାରତ-ଜାପାନ ଆଲୋଚନା: ସର୍କୁଲାର ଇକୋନୋମି, ଖଣିଜ ସମ୍ପଦ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଉପରେ ଗୁରୁତ୍ୱ

COP31ରେ ଭାରତ-ଜାପାନ ଆଲୋଚନା: ସର୍କୁଲାର ଇକୋନୋମି, ଖଣିଜ...

ତୁର୍କୀର ଆଣ୍ଟାଲ୍ୟାରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+