ଭୁବନେଶ୍ୱରରେ ୟୁପି ପୋଲିସର ଚଢ଼ାଉ। ବୁଧବାର ଧଉଳି ଥାନା ଅଧୀନ ଉତ୍ତରା ଛକ ଅଞ୍ଚଳରେ ଉତ୍ତରପ୍ରଦେଶ ପୋଲିସ ଟିମ୍ ଚଢ଼ାଉ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ କିଛି ଅବୈଧ କାରବାରରେ ଏକ ଗାଡ଼ି ବ୍ୟବହୃତ ହୋଇଥିବା ଅଭିଯୋଗ ରହିଛି। କିଛି ମାସ ପୂର୍ବରୁ ୟୁପି ପୋଲିସ ଉକ୍ତ ଗାଡ଼ିକୁ ଧରିବା ସହ ଏହାର ଚାଳକଙ୍କୁ ଗିରଫ କରିଥିଲା।
ଚାଳକଙ୍କୁ ପଚରାଉଚରା କରିବା ପରେ ଗାଡ଼ିର ମାଲିକ ଓଡ଼ିଶାରେ ରହୁଥିବା ନେଇ ପୋଲିସକୁ ସୂଚନା ମିଳିଥିବା କୁହାଯାଉଛି। ଏହାପରେ ଅଭିଯୁକ୍ତ ଗାଡ଼ି ମାଲିକଙ୍କୁ ଧରିବା ପାଇଁ ୟୁପି ପୋଲିସ ଭୁବନେଶ୍ୱରରେ ପହଞ୍ଚି ଚଢ଼ାଉ କରିଛି।
ତେବେ ଚଢ଼ାଉ ସମୟରେ କାହାକୁ ଅଟକ କିମ୍ବା ଗିରଫ କରାଯାଇଛି କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ। ମାମଲାରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଇଣ୍ଡୋନେସିଆର ଫ୍ଲୋରେସ୍‌ ଦ୍ୱୀପରେ ଶନିବାର ସକାଳେ ଘଟ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଯୋଗୁଁ ୧୩ଟି ଜିଲ୍ଲାର ୧...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଗ୍ରୀନଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନର ଆଉ ଏକ ବଡ଼ ପ୍ରଭାବ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...