ଭାରତରେ ଗାଡ଼ି ଉତ୍ପାଦନ ପ୍ରାୟ ୩ ଗୁଣ କରିବ Stellantis! Export Hub ଭାବେ ଭାରତ ଉପରେ ଫୋକସ୍

Stellantis ଭାରତରେ ନିଜର ଗାଡ଼ି ଉତ୍ପାଦନକୁ ବର୍ତ୍ତମାନର ପ୍ରାୟ ୧୮,୦୦୦ ୟୁନିଟ୍‌ରୁ ଆସନ୍ତା ବର୍ଷ ପ୍ରାୟ ୫୦,୦୦୦ ୟୁନିଟ୍‌କୁ ବଢ଼ାଇବାକୁ ଯୋଜନା କରିଛି।
ଭାରତରେ ୩ ଗୁଣ ହେବ Stellantisର ଗାଡ଼ି ଉତ୍ପାଦନ!
ଭାରତରେ ୩ ଗୁଣ ହେବ Stellantisର ଗାଡ଼ି ଉତ୍ପାଦନ!

ନୂଆଦିଲ୍ଲୀ: ଅଟୋମୋବାଇଲ୍ କମ୍ପାନୀStellantisଭାରତରେ ନିଜର ଉତ୍ପାଦନ କ୍ଷମତାକୁ ବଡ଼ ମାପରେ ବଢ଼ାଇବାକୁ ଯୋଜନା କରିଛି। କମ୍ପାନୀ ବର୍ତ୍ତମାନର ପ୍ରାୟ୧୮,୦୦୦ ଗାଡ଼ିରୁ ଆସନ୍ତା ବର୍ଷ ପ୍ରାୟ ୫୦,୦୦୦ ୟୁନିଟ୍ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।

Stellantis Indiaର CEO ଓ Managing DirectorShailesh Hazelaଙ୍କ ଅନୁସାରେ, ପ୍ରସ୍ତାବିତ ଉତ୍ପାଦନର ପ୍ରାୟ୬୦% ଗାଡ଼ି ରପ୍ତାନିହେବ, ଯେତେବେଳେ ଅବଶିଷ୍ଟ ୪୦% ଭାରତୀୟ ବଜାରରେ ବିକ୍ରି କରାଯିବ।

ତାମିଲନାଡୁରThiruvallurଫ୍ୟାସିଲିଟିରେ Stellantis ଗାଡ଼ି ଉତ୍ପାଦନ କରୁଛି। ୨୦୧୭ରୁ କମ୍ପାନୀ CK Birla Groupର Hindustan Motor Finance Corporation ସହ ଏଠାରେ ସହଯୋଗ କରୁଛି। ଏହି ସହଯୋଗ ମାଧ୍ୟମରେ ଭାରତରେ local manufacturing, sourcing ଓ engineering capabilities ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଏହି ବିସ୍ତାର StellantisରFaSTLAne 2030 strategyର ଏକ ଅଂଶ। ଭାରତର ଖର୍ଚ୍ଚ ଗଠନ, localisation potential ଓ supplier ecosystemକୁ ବ୍ୟବହାର କରି ଦେଶରେ ଉତ୍ପାଦିତ ଗାଡ଼ିକୁ ଭାରତ ସହିତ ଅନ୍ୟ ଦେଶର ବଜାରକୁ ପଠାଇବା କମ୍ପାନୀର ଲକ୍ଷ୍ୟ।

Stellantis ଏପର୍ଯ୍ୟନ୍ତ ଭାରତୀୟ କାର୍ଯ୍ୟକଳାପରେ ପ୍ରାୟ୧ ବିଲିୟନ୍ ୟୁରୋନିବେଶ କରିଛି। ଆଗକୁ manufacturing, research and development ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ନିବେଶ ଜାରି ରଖିବ ବୋଲି କମ୍ପାନୀ କହିଛି।

ଏହା ସହିତ, କିଛି ସମୟ ଧରି ନୂଆ ମଡେଲ୍ ଲଞ୍ଚରେ ତୁଳନାମୂଳକ ଧୀମା ଗତି ପରେ Stellantis ଭାରତରେ ନିଜରproduct portfolio ବଢ଼ାଇବାକୁମଧ୍ୟ ପ୍ରସ୍ତୁତ ହେଉଛି।

LIVE TV
LIVE
Latest News
ଶିମିଳିପାଳରେ ନୂଆ ପ୍ରଜାତିର କଳା ବିଛା ଆବିଷ୍କାର! ଶରୀରରେ ନୀଳ ଚମକ, ବୈଜ୍ଞାନିକ ଦେଲେ ‘ଲିଓକେଲସ୍ ସିମିଲିପାଲେନ୍ସିସ୍’ ନାମ

ଶିମିଳିପାଳରେ ନୂଆ ପ୍ରଜାତିର କଳା ବିଛା ଆବିଷ୍କାର!...

ବାରିପଦା: ଓଡ଼ିଶାର ଜୈବ ବିବିଧତାକୁ ନେଇ ପୁଣି ଏକ ବଡ଼ ଖବର...

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ ପୁସ୍ତକରେ ଖୋଲିଥିଲେ ରହସ୍ୟ, କହିଥିଲେ ଏହି ୨ଟି କାରଣ

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ...

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳ...

SOAରେ ପାଳିତ ହେଲା ମାଣ୍ଡିଆ ଦିବସ ୨୦୨୬, ମାଣ୍ଡିଆର ଉପକାରିତା ଓ ଚାଷୀଙ୍କ ଅବଦାନ ଉପରେ ଗୁରୁତ୍ୱ

SOAରେ ପାଳିତ ହେଲା ମାଣ୍ଡିଆ ଦିବସ ୨୦୨୬,...

SOAରେ ମାଣ୍ଡିଆ ଦିବସ ପାଳନ ଭୁବନେଶ୍ୱର: ଓଡ଼ିଶାର ପାରମ...

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି! ଜାୟୋନିଷ୍ଟ ଓ ହାରେଡି ଦଳଙ୍କୁ ନେଇ ଏକତା ସରକାର ଗଠନ ପ୍ରସ୍ତାବ

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି!...

ଜେରୁଜେଲମ୍: ଇସ୍ରାଏଲରେ ନିର୍ବାଚନ ପରେ ସରକାର ଗଠନକୁ ନେଇ...

ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ନୂଆ କାର୍ଯ୍ୟସୂଚୀ, ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ନୂଆ...

ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ଭ...

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା! ନଭେମ୍ବର ୧୩ରେ ସୃଷ୍ଟି ହୋଇପାରେ ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହେବ ଚିତ୍ର

ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ଆଶଙ୍କା! ନଭେମ୍ବର ୧୩ରେ...

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି...

ଗଞ୍ଜାମ ବନ୍ୟା ମନୁଷ୍ୟକୃତ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୫ଟି ପ୍ରଶ୍ନ ଉଠାଇଲେ ନବୀନ, ତୁରନ୍ତ ରିଲିଫ୍‌ ଓ କ୍ଷତିପୂରଣ ଦାବି

ଗଞ୍ଜାମ ବନ୍ୟା ମନୁଷ୍ୟକୃତ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି...

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ର...

ହ୍ୱାଇଟ୍‌ ହାଉସ୍‌ ନିକଟରେ କାର୍‌ ଦୁର୍ଘଟଣା, ଟ୍ରମ୍ପ ଭିତରେ ଥିବାବେଳେ ସୁରକ୍ଷା ଲକ୍‌ଡାଉନ୍‌; ୨ ଜଣ ଗିରଫ

ହ୍ୱାଇଟ୍‌ ହାଉସ୍‌ ନିକଟରେ କାର୍‌ ଦୁର୍ଘଟଣା, ଟ୍ରମ୍ପ...

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ନି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+