Solar eclipse on Chitalagi Amavasya will have no impact on Puri Srimandir rituals

ଚିତାଲାଗି ଅମାବାସ୍ୟାରେ ସୂର୍ଯ୍ୟପରାଗ, ପୁରୀ ଶ୍ରୀମନ୍ଦିର ନୀତିକାନ୍ତିରେ ପଡ଼ିବନି ପ୍ରଭାବ

ଚିତାଲାଗି ଅମାବାସ୍ୟା ଦିନ ଘଟିବାକୁ ଥିବା ୨୦୨୬ର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ଭାରତରୁ ଦୃଶ୍ୟମାନ ହେବ ନାହିଁ। ଓଡ଼ିଶା ମଧ୍ୟ ଏହାର ଦୃଶ୍ୟମାନତା କ୍ଷେତ୍ର ବାହାରେ ରହିବ। ତେଣୁ ପୁରୀ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଓ ଧାର୍ମିକ କାର୍ଯ୍ୟରେ ସୂର୍ଯ୍ୟପରାଗର କୌଣସି ପ୍ରଭାବ ପଡ଼ିବ ନାହିଁ।

ଚିତାଲାଗି ଅମାବାସ୍ୟା ଦିନ ବୁଧବାର ଏକ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟଦେଇ ଗତି କରିବା ସମୟରେ ସୂର୍ଯ୍ୟଙ୍କୁ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରିବ। ପୂର୍ଣ୍ଣ ପର୍ଯ୍ୟାୟ ପ୍ରାୟ ୨ ମିନିଟ୍ ୧୮ ସେକେଣ୍ଡ ଧରି ରହିବ।

୨୦୨୬ର ଏହା ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟପରାଗ। ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଏବଂ ଉତ୍ତର-ପୂର୍ବ ସ୍ପେନ୍ର କିଛି ଅଞ୍ଚଳରୁ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯିବ। ଉତ୍ତର ଆମେରିକାର କିଛି ଅଞ୍ଚଳରେ ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।

ତେବେ ଏହି ସୂର୍ଯ୍ୟପରାଗ ଭାରତରୁ ଦେଖାଯିବ ନାହିଁ। ଓଡ଼ିଶା ମଧ୍ୟ ପରାଗର ଦୃଶ୍ୟମାନତା କ୍ଷେତ୍ର ବାହାରେ ରହିବ। ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୧ଟା ୨୦ ମିନିଟ୍ରେ ସୂର୍ଯ୍ୟପରାଗ ଆରମ୍ଭ ହେବ। ଏହି ସମୟରେ ଭାରତରେ ରାତି ହୋଇଥିବାରୁ ଏହା ଦୃଶ୍ୟମାନ ହେବ ନାହିଁ।

ଏହାର ପ୍ରଭାବ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ ମଧ୍ୟ ପଡ଼ିବ ନାହିଁ। ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୂର୍ଯ୍ୟନାରାୟଣ ରଥ ଶର୍ମାଙ୍କ କହିବା ଅନୁସାରେ, ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରୁ ଦେଖାଯିବ ନାହିଁ। ତେଣୁ ଏହାକୁ ଏଠାରେ ପାଳନ କରାଯିବ ନାହିଁ ଏବଂ ଶ୍ରୀମନ୍ଦିରର ଦୈନନ୍ଦିନ ନୀତି ଓ ଧାର୍ମିକ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବ।

Latest News
ଓଡ଼ିଶାରେ ସାଧାରଣଠାରୁ ୨୬% ଅଧିକ ବର୍ଷା; ଅଗଷ୍ଟ ୧୦ ପର୍ଯ୍ୟନ୍ତ IMDର ପ୍ରବଳ ବର୍ଷା ସତର୍କତା

ଓଡ଼ିଶାରେ ସାଧାରଣଠାରୁ ୨୬% ଅଧିକ ବର୍ଷା; ଅଗଷ୍ଟ...

ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...

ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇବେ କୋହଲି? ଆଉ ଦରକାର ମାତ୍ର ୪୮୩ ରନ୍‌

ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇବେ କୋହଲି? ଆଉ...

ବିରାଟ କୋହଲିଙ୍କ ବ୍ୟାଟ୍ରୁ ଆଉ ଏକ ବଡ଼ ରେକର୍ଡର ଅପେକ୍ଷା...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଚର୍ଚ୍ଚା! MI ଛାଡ଼ିବେ କି ଷ୍ଟାର ଅଲରାଉଣ୍ଡର?

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ ଚର୍ଚ୍ଚା! MI...

ଆଇପିଏଲ୍‌ ୨୦୨୭ ନିଲାମକୁ ଆହୁରି କିଛି ମାସ ବାକି ଥିବ...

ଅଗଷ୍ଟ ୧୩ରେ ଆସୁଛି ନୂଆ ଲଘୁଚାପ! ଓଡ଼ିଶାର ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଅଗଷ୍ଟ ୧୩ରେ ଆସୁଛି ନୂଆ ଲଘୁଚାପ! ଓଡ଼ିଶାର...

ଓଡ଼ିଶାରେ ପୁଣି ଏକ ବର୍ଷା ପର୍ଯ୍ୟାୟ ଆସିବାର ସମ୍ଭାବନା ରହ...

ଲଘୁଚାପ ପ୍ରଭାବରେ ନୀଳଗିରିରେ ବର୍ଷା ତାଣ୍ଡବ; ପୁଣି ବନ୍ୟା ଭୟରେ ଲୋକେ

ଲଘୁଚାପ ପ୍ରଭାବରେ ନୀଳଗିରିରେ ବର୍ଷା ତାଣ୍ଡବ; ପୁଣି...

ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...

ହାର୍ଦ୍ଦିକଙ୍କୁ ଛାଡ଼ିବାକୁ ଚାହୁଁନି ମୁମ୍ବାଇ! ୫ ଦଳ ମଧ୍ୟରେ ଟଣାଓଟରା

ହାର୍ଦ୍ଦିକଙ୍କୁ ଛାଡ଼ିବାକୁ ଚାହୁଁନି ମୁମ୍ବାଇ! ୫ ଦଳ...

ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡରହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

ସାପ୍ତାହିକ ରାଶିଫଳ: ୧୦ ଅଗଷ୍ଟରୁ ୧୭ ଅଗଷ୍ଟ ଯାଏଁ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୦ ଅଗଷ୍ଟରୁ ୧୭ ଅଗଷ୍ଟ...

ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୩ ଅଗଷ୍ଟରୁ ୧୦ ଅଗଷ୍ଟ...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...

ଜାପାନର ଓକିନାୱାରେ ତାଣ୍ଡବ ରଚିଲା ଟାଇଫୁନ୍ ‘ଡଲଫିନ୍’; ଚୀନ୍‌ରେ ବନ୍ଦ ହେଲା ବନ୍ଦର, ଫେରି ସେବା ବାତିଲ୍

ଜାପାନର ଓକିନାୱାରେ ତାଣ୍ଡବ ରଚିଲା ଟାଇଫୁନ୍ ‘ଡଲଫିନ୍’;...

ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...

୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଅସିଚାଳନା: ପ୍ରଥମ ଦିନରେ ଭାରତ ଜିତିଲା ୧୭ ପଦକ

୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଅସିଚାଳନା: ପ୍ରଥମ...

ନାଇଜେରିଆର ଲାଗୋସ୍‌ରେ ଆୟୋଜିତ ୨୩ ବର୍ଷରୁ କମ୍&zwnj...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+