UPI ଉପରେ ଲାଗିବାକୁ ଥିବା ଛୋଟ ଫି’ରେ କମିବନି ଟ୍ରାଞ୍ଜାକ୍ସନ୍‌, କହିଲେ RBI ଗଭର୍ଣ୍ଣର

UPIର ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍‌ ଉପରେ ଲାଗିବାକୁ ଥିବା ୦.୪% Merchant Discount Rate (MDR) ଯୋଗୁଁ UPI ବ୍ୟବହାରରେ ବଡ଼ ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା।
UPI image
UPI image

UPI ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। UPIର ନିର୍ଦ୍ଦିଷ୍ଟ ଉଚ୍ଚମୂଲ୍ୟର ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ୍‌ ଉପରେ ଛୋଟ ଫି’ ଲାଗିଲେ ମଧ୍ୟ ଏହା ଡିଜିଟାଲ୍ ପେମେଣ୍ଟର ଟ୍ରାଞ୍ଜାକ୍ସନ୍‌ ଭଲ୍ୟୁମ୍‌କୁ ବଡ଼ ଭାବେ ପ୍ରଭାବିତ କରିବ ନାହିଁ ବୋଲି RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି।

RBIର ଅକ୍ଟୋବର ମୁଦ୍ରାନୀତି ସମୀକ୍ଷା ପରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ମଲହୋତ୍ରା କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା UPI ଟ୍ରାଞ୍ଜାକ୍ସନ୍‌ ଭଲ୍ୟୁମ୍‌ରେ କୌଣସି ହ୍ରାସ ଦେଖାଯାଇନାହିଁ। ଏକ ଛୋଟ ଫି’ ଯୋଗୁଁ UPI ବ୍ୟବହାରରେ ବଡ଼ ପ୍ରଭାବ ପଡ଼ିବ ବୋଲି ସେ ବ୍ୟକ୍ତିଗତ ଭାବେ ମନେ କରୁନଥିବା କହିଛନ୍ତି। 

ଅକ୍ଟୋବର ୧୫ରୁ କ’ଣ ବଦଳିବ?

ନୂଆ ବ୍ୟବସ୍ଥା ଅନୁସାରେ ଅକ୍ଟୋବର ୧୫ରୁ ₹୨,୦୦୦ରୁ ଅଧିକ ଯୋଗ୍ୟ Person-to-Merchant (P2M) UPI ଟ୍ରାଞ୍ଜାକ୍ସନ୍‌ ଉପରେ ୦.୪% MDR ଲାଗୁ ହେବ। ₹୭୫,୦୦୦ କିମ୍ବା ତା’ଠାରୁ ଅଧିକ ଟ୍ରାଞ୍ଜାକ୍ସନ୍‌ ପାଇଁ MDR ସର୍ବାଧିକ ₹୩୦୦ରେ ସୀମିତ ରହିବ। 

ତେବେ ଏହି MDR ଗ୍ରାହକଙ୍କ ଉପରେ ସିଧାସଳଖ ଲାଗୁ ହେବ ନାହିଁ। UPIରେ ପେମେଣ୍ଟ କରିବା ସମୟରେ ଗ୍ରାହକଙ୍କୁ ଅତିରିକ୍ତ ଫି’ ଦେବାକୁ ପଡ଼ିବ ନାହିଁ। ମର୍ଚ୍ଚାଣ୍ଟମାନେ ମଧ୍ୟ ଏହି MDRକୁ ଅଲଗା ଚାର୍ଜ ଭାବେ ଗ୍ରାହକଙ୍କଠାରୁ ଆଦାୟ କରିପାରିବେ ନାହିଁ। 

₹୨,୦୦୦ ପର୍ଯ୍ୟନ୍ତ UPI ପେମେଣ୍ଟ ଏବଂ Person-to-Person (P2P) ଟ୍ରାଞ୍ଜାକ୍ସନ୍‌ ପୂର୍ବଭଳି ମାଗଣା ରହିବ। ତେଣୁ ସାଧାରଣ ଛୋଟ ଡିଜିଟାଲ୍ ପେମେଣ୍ଟ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ।

LIVE TV
LIVE
Latest News
ପଞ୍ଜାବରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ: ଦୁଇ ଯୁବକ ଗିରଫ, ୪ଟି ହ୍ୟାଣ୍ଡ ଗ୍ରେନେଡ୍ ଜବତ

ପଞ୍ଜାବରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ: ଦୁଇ...

ପଞ୍ଜାବ ପୁଲିସ ଏକ କଥିତ ପାକିସ୍ତାନ ସମର୍ଥିତ ଆତଙ୍କୀ ଷଡ଼ଯ...

ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର ବାର୍ଷିକ ଆୟ ଅନୁସାରେ ଧାର୍ଯ୍ୟ ହେବ ଫି’

ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର...

ଆସାମରେ ମହଙ୍ଗା ହେଲା MBBS ପଢ଼ା, ପରିବାରର ବାର୍ଷିକ ଆୟ ଅ...

ସତ୍ୟ ନିକେତନ PG ଦୁର୍ଘଟଣାର ମାସେ ପରେ ଦିଲ୍ଲୀର ସୀମାପୁରୀରେ ୩ ମହଲା କୋଠା ଭୁଶୁଡ଼ିଲା, ଅନେକ ଲୋକ ଫସିଥିବା ଆଶଙ୍କା

ସତ୍ୟ ନିକେତନ PG ଦୁର୍ଘଟଣାର ମାସେ ପରେ...

ଦିଲ୍ଲୀରେ ଆଉ ଏକ କୋଠା ଭୁଶୁଡ଼ିବା ଘଟଣା ସାମ୍ନାକୁ ଆସିଛି।...

ଦୀପାବଳି-ଛଠ୍‌ ପୂର୍ବରୁ ଟ୍ରେନ୍‌ରେ ନୋ ରୁମ୍‌, ଆକାଶଛୁଆଁ ବିମାନ ଭଡ଼ା; ପାଟନା ଟିକେଟ୍‌ ଦୁବାଇଠୁ ବି ମହଙ୍ଗା!

ଦୀପାବଳି-ଛଠ୍‌ ପୂର୍ବରୁ ଟ୍ରେନ୍‌ରେ ନୋ ରୁମ୍‌, ଆକାଶଛୁଆଁ...

ଦୀପାବଳି-ଛଠ୍ ପୂର୍ବରୁ ଟ୍ରେନ୍ରେ ନୋ ରୁମ୍, ଆକାଶଛୁଆଁ ବିମ...

‘ଚୁପ୍‌ଚାପ୍‌’ EC ଅଫିସ ଯିବାକୁ ରାହୁଲଙ୍କ ଯୋଜନା, ବାଟ ଓଗାଳିଲା ପୁଲିସ; ଦୀର୍ଘ ସମୟ ଧରି ଚାଲିଲା ବିରୋଧ

‘ଚୁପ୍‌ଚାପ୍‌’ EC ଅଫିସ ଯିବାକୁ ରାହୁଲଙ୍କ ଯୋଜନା,...

ଚୁପ୍ଚାପ୍’ EC ଅଫିସ ଯିବାକୁ ରାହୁଲଙ୍କ ଯୋଜନା, ବାଟ...

କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ଚଢ଼ାଉ, ୧୦ ଲକ୍ଷରୁ ଅଧିକ ଟଙ୍କାର ନିଶାଯୁକ୍ତ ଔଷଧ ଜବତ; ଜଣେ ଗିରଫ

କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ଚଢ଼ାଉ, ୧୦...

ନିଶାଯୁକ୍ତ ଔଷଧର ଅବୈଧ ବିକ୍ରି ଅଭିଯୋଗରେ କେନ୍ଦ୍ରାପଡ଼ାରେ...

University of Torontoର ବଡ଼ ଘୋଷଣା: PhD ଛାତ୍ରଙ୍କୁ ବର୍ଷକୁ ₹୭୭ ଲକ୍ଷ ସ୍କଲାରସିପ୍‌, ୪ ବର୍ଷରେ ମିଳିବ ₹୩ କୋଟିରୁ ଅଧିକ

University of Torontoର ବଡ଼ ଘୋଷଣା: PhD...

University of Torontoର ବଡ଼ ଘୋଷଣା: PhD ଛାତ୍ରଙ୍କୁ ବର...

ରାଜଧାନୀ କଲେଜରେ ଛାତ୍ର ସଂସଦ ନିର୍ବାଚନ: ୯ରେ ନାମାଙ୍କନ, ୧୫ରେ ଭୋଟ; ୧୬ରେ ଶପଥ

ରାଜଧାନୀ କଲେଜରେ ଛାତ୍ର ସଂସଦ ନିର୍ବାଚନ: ୯ରେ...

ଭୁବନେଶ୍ୱର: ରାଜଧାନୀ କଲେଜରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+