ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ଏକ ବିରଳ ମାଈ ବଜ୍ରକାପ୍ତା ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ଦୁଇଜଣ ଯୁବକ ମନ୍ଦିର ପରିସର ନିକଟରେ ବଜ୍ରକାପ୍ତାଟିକୁ ବୁଲୁଥିବା ଦେଖିଥିଲେ।
ବଜ୍ରକାପ୍ତାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିବା ବେଳେ ଏହାର ଓଜନ ପ୍ରାୟ ୭ କିଲୋଗ୍ରାମ ଏବଂ ଲମ୍ବ ପ୍ରାୟ ୨ ଫୁଟ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଖଲ୍ଲିକୋଟ ବନ ବିଭାଗକୁ ଜଣାଇଥିଲେ।
ବନ ବିଭାଗ ପକ୍ଷରୁ ବଜ୍ରକାପ୍ତାକୁ ଏକ ସୁରକ୍ଷିତ ବକ୍ସରେ ରଖାଯାଇଛି। ଏହାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସୁସ୍ଥ ଥିଲେ ନିରାପଦ ପ୍ରାକୃତିକ ପରିବେଶରେ ଛାଡ଼ି ଦିଆଯିବ ବୋଲି ଜଣାପଡ଼ିଛି।
ବିଶ୍ୱର ଅନ୍ୟତମ ଧନୀ ବ୍ୟବସାୟୀ ଏଲନ୍ ମସ୍କ ଆମେରିକାର ପିଲା...
OTT ଦୁନିଆରେ ମାଲୟାଲମ୍‌ର ନୂଆ ୱେବ୍ ସିରିଜ୍ &lsquo...
ଟ୍ରେଡ୍ ଡିଲ୍କୁ ନେଇ ରୁବିଓଙ୍କ ବଡ଼ ସଙ୍କେତ ସୋମବାର ଉଜ...
ଅକ୍ଟୋବର ୧୯ରୁ ୨୫ ମଧ୍ୟରେ ବିଭିନ୍ନ OTT ପ୍ଲାଟଫର୍ମରେ ଦର୍...
ଦିଲ୍ଲୀରେ ଶୀତ ଆସିବା ପୂର୍ବରୁ ହିଁ ବାୟୁ ପ୍ରଦୂଷଣକୁ ନେଇ...
ରଜନୀକାନ୍ତଙ୍କ ‘Jailer 2’ ରିଲିଜ୍ ପରେ ଫିଲ...
ୟୁକ୍ରେନ୍ର ଷ୍ଟାର୍ ଟେନିସ୍ ଖେଳାଳି ଏଲିନା ସ୍ଭିଟୋଲିନା ଓ...
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ ପକ୍ଷରୁ ରୁଷିଆ...