Political leaders detained in Bolangir ahead of CM Mohan Majhi’s Panchayati Raj Day visit

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ଅନେକ ରାଜନୈତିକ ନେତା ଅଟକ

ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ନେତାଙ୍କୁ ପ୍ରତିରୋଧମୂଳକ ଭାବେ ଅଟକ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ରାଜନୈତିକ ଓ ସଂଗଠନ ନେତାଙ୍କୁ ପୋଲିସ ପ୍ରତିରୋଧମୂଳକ ଭାବେ ଅଟକ ରଖିଛି। ପଞ୍ଚାୟତିରାଜ ଦିବସର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ, ଜିଲ୍ଲା କଂଗ୍ରେସ ସଭାପତି ଅନିଲ ମେହେରଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖାଯାଇଥିବାବେଳେ, ଯୁକ୍ତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ରଙ୍କୁ ପୁଇଁତଳା ଥାନାରେ ଅଟକ ରଖାଯାଇଛି। ସେହିପରି କୋଶଳ ମୁକ୍ତି ମୋର୍ଚ୍ଚାର ଆବାହକ ସୁଶିଲ ଗୁରୁଙ୍କୁ ଲରମ୍ଭା ଥାନାରେ ରଖାଯାଇଛି।

ଏହା ବ୍ୟତୀତ ଆଉ ଅନେକ ନେତାଙ୍କୁ ମଧ୍ୟ ପୋଲିସ ନଜରଦାରିରେ ରଖିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କୌଣସି ବିଘ୍ନ ନ ଘଟିବା ପାଇଁ ଏହି ପ୍ରତିରୋଧମୂଳକ ଅଟକ ହୋଇଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହାକୁ ନଜରରେ ରଖି ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି।

ଗତକାଲି ଲୋଇସିଂହାରେ ବିଜେଡି ପକ୍ଷରୁ ପ୍ରତିବାଦ ପରେ ଏହି ଅଟକ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଛି।

Latest News
ଆମେ ଦେଶକୁ ଅପମାନ ସହିବୁନି: ଆମେରିକାରେ ତ୍ରିରଙ୍ଗା ଅବମାନନା ଘଟଣାରେ ପ୍ରତିବାଦକାରୀଙ୍କୁ ରିଜିଜୁଙ୍କ ଚେତାବନୀ

ଆମେ ଦେଶକୁ ଅପମାନ ସହିବୁନି: ଆମେରିକାରେ ତ୍ରିରଙ୍ଗା...

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ RSS ମୁଖ୍ୟ ମୋହନ ଭାଗବ...

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା କିପରି ଅନୁମୋଦନ ପାଇଲା?’: ଅନ୍ନାମଲାଇ

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା...

କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...

ନେପାଳ ବନ୍ୟାରେ ଭାସି ଆସିଲା ୧୩ ମୃତଦେହ, ପରିଚୟ ଜାଣିବାକୁ ଚାଲିଛି ପ୍ରକ୍ରିୟା

ନେପାଳ ବନ୍ୟାରେ ଭାସି ଆସିଲା ୧୩ ମୃତଦେହ,...

ଲକ୍ଷ୍ନୌ:ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଏହାର ପ୍...

Nepal Flash Floods: ଫରହାନ ଅଖତର, କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସହାୟତାର ଆହ୍ୱାନ

Nepal Flash Floods: ଫରହାନ ଅଖତର, କଙ୍ଗନା...

ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...

SIRରେ ୪୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ, କେଜ୍ରିୱାଲଙ୍କ କଟାକ୍ଷ

SIRରେ ୪୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ...

ନୂଆଦିଲ୍ଲୀ: ଦିଲ୍ଲୀର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ...

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ ପୂର୍ଣ୍ଣିମାରେ ମିଠା ଦେଇ ମନାଇଲେ ରାମଦେବ

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ...

ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ଛାତ୍ର ଆନ୍ଦୋଳନ ମାମଲା: ୧୩ FIR ଆଉ ଚଳାଇବାକୁ ଚାହୁଁନି ଦିଲ୍ଲୀ ପୋଲିସ, ୨୮୭୩ଙ୍କ ବିରୋଧରେ ନୂଆ FIR ପାଇଁ SC ଅନୁମତି ମାଗିଲା

ଛାତ୍ର ଆନ୍ଦୋଳନ ମାମଲା: ୧୩ FIR ଆଉ...

ନୂଆଦିଲ୍ଲୀ: ଜୁଲାଇ ମାସରେ ଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦ...

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ ଲିଗାଲ୍ ନୋଟିସ୍

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ...

ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଛି ଭରସା

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ...

୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+