Heavy rain forecast in Odisha due to low pressure area over Bay of Bengal

ଓଡ଼ିଶାରେ ପୁଣି ଭୀଷଣ ବର୍ଷା ଆଶଙ୍କା: ବଙ୍ଗୋପସାଗରରେ ଲଘୁଚାପ, ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ସମେତ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି।

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାରେ ପୁଣିଥରେ ବର୍ଷାର ପ୍ରକୋପ ବଢ଼ିବାର ଆଶଙ୍କା ଦେଖାଦେଇଛି। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ଗଠିତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେଭାରିରୁ ଅତି ଭାରି ବର୍ଷାହେବାର ପୂର୍ବାନୁମାନ ରହିଛି।

ଏହା ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ସ୍ଥାନୀୟ ଭାବେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେବଜ୍ରପାତ ସହିତ ଝଡ଼ବର୍ଷାହେବାର ମଧ୍ୟ ସମ୍ଭାବନା ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, କିଛି ଅଞ୍ଚଳରେ ପବନର ବେଗଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟରପର୍ଯ୍ୟନ୍ତ ରହିପାରେ।

କେନ୍ଦୁଝରରେ ଅଧିକ ବର୍ଷା ସମ୍ଭାବନା

ବିଶେଷକରି ଗୁରୁବାର ଓ ଶୁକ୍ରବାର କେନ୍ଦୁଝରରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ।

ଲଘୁଚାପର ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ଜାରି ରହିଥିବାରୁ ଭାରି ବର୍ଷା ସମ୍ଭାବନା ଥିବା ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବା ଆବଶ୍ୟକ।

Latest News
ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜରେ ଆଜି ସମସ୍ତ ସ୍କୁଲ୍ ବନ୍ଦ, ଶିକ୍ଷକଙ୍କ ପାଇଁ ରହିଲା ଏହି ନିର୍ଦ୍ଦେଶ

ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜରେ ଆଜି ସମସ୍ତ...

ମୟୂରଭଞ୍ଜ: ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲ...

ସାଉଦି ଆରବର GDPଠାରୁ ଅଧିକ ମୂଲ୍ୟର ଭାରତୀୟ ପରିବାର ବ୍ୟବସାୟ, ଶୀର୍ଷରେ ଅମ୍ବାନୀ

ସାଉଦି ଆରବର GDPଠାରୁ ଅଧିକ ମୂଲ୍ୟର ଭାରତୀୟ...

ଭାରତର ପ୍ରମୁଖ ପରିବାର ଚାଳିତ ବ୍ୟବସାୟଗୁଡ଼ିକ ଏବେ କେବଳ ଦ...

ଅନଲାଇନ୍‌ ପ୍ରେମରୁ ବିପଦ: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯାଜପୁର ଯୁବକ ଗିରଫ

ଅନଲାଇନ୍‌ ପ୍ରେମରୁ ବିପଦ: ନାବାଳିକାଙ୍କୁ ଅପହରଣ ଓ...

ଭୁବନେଶ୍ୱରରେ ଘଟିଥିବା ଏହି ଘଟଣାରେ ଅନଲାଇନ୍‌ ପରିଚୟ...

ଗଞ୍ଜାମରେ ବଡ଼ ଚୋରି: ଶିକ୍ଷକଙ୍କ ଘରୁ ୮ ଲକ୍ଷ ଟଙ୍କା ସହ ୩୦ ତୋଳା ସୁନା ଲୁଟ୍

ଗଞ୍ଜାମରେ ବଡ଼ ଚୋରି: ଶିକ୍ଷକଙ୍କ ଘରୁ ୮...

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରାଜପୁର ରୋଡ୍ରେ ଜଣେ ଅବସରପ୍ର...

ଚିଲିକା ନାବାଳକ ହତ୍ୟା ମାମଲା: ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଚିଲିକା ନାବାଳକ ହତ୍ୟା ମାମଲା: ୨୪ ଘଣ୍ଟା...

ମାଛ ଧରିବାକୁ ଯାଇ ହୋଇଥିଲା ବିବାଦ ସୂଚନା ଅନୁସାରେ, ଚି...

୧୫ ଦିନ ଧରି ପାଣି ଘେରରେ ସ୍କୁଲ; ସୋନପୁରରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ବଢ଼ିଲା ବିପଦ

୧୫ ଦିନ ଧରି ପାଣି ଘେରରେ ସ୍କୁଲ;...

ସୋନପୁର ଜିଲ୍ଲାର ବିନିକା ସ୍ଥିତଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ପୁରୀରେ ୩ ମନ୍ଦିରରେ ଚୋରି: ରୁପା ଅଳଙ୍କାର ଓ ପିତ୍ତଳ ସାମଗ୍ରୀ ଲୁଟ୍

ପୁରୀରେ ୩ ମନ୍ଦିରରେ ଚୋରି: ରୁପା ଅଳଙ୍କାର...

ପୁରୀ ଜିଲ୍ଲା ଚାରିଛକ ଥାନା ଅଧୀନ ଦୁର୍ଗେଶ୍ୱର ବାହାରଣା ଗା...

Nifty 50ରୁ ୱିପ୍ରୋର ବିଦାୟ, ପ୍ରାୟ ୩ ଦଶକ ପରେ ସ୍ଥାନ ନେବ BSE

Nifty 50ରୁ ୱିପ୍ରୋର ବିଦାୟ, ପ୍ରାୟ ୩...

ୱିପ୍ରୋର ପାଇଁ ଭାରତର ସବୁଠୁ ଚର୍ଚ୍ଚିତ ଶେୟର ବଜାର ସୂଚକାଙ...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

ବ୍ୟାଙ୍କ ଲକର କେତେ ସୁରକ୍ଷିତ? ୫୦ ଲକ୍ଷ ଟଙ୍କାର ଗହଣା ଗାଏବ ଘଟଣା ପରେ ବଢ଼ିଲା ଚିନ୍ତା

ବ୍ୟାଙ୍କ ଲକର କେତେ ସୁରକ୍ଷିତ? ୫୦ ଲକ୍ଷ...

ବ୍ୟାଙ୍କ ଲକରକୁ ସାଧାରଣତଃ ଗହଣା, ସୁନା ଓ ଅନ୍ୟାନ୍ୟ ମୂଲ୍ୟ...

ସେନ୍‌ସେକ୍ସ ୨୦୦ ପଏଣ୍ଟରୁ ଅଧିକ ଖସିଲା, ନିଫ୍ଟି ୫୬.୬୦ ପଏଣ୍ଟ ହ୍ରାସ

ସେନ୍‌ସେକ୍ସ ୨୦୦ ପଏଣ୍ଟରୁ ଅଧିକ ଖସିଲା, ନିଫ୍ଟି...

ବୁଧବାର ଭାରତୀୟ ଶେୟର ବଜାରରେ ସାବଧାନ ଧାରା ଦେଖିବାକୁ ମିଳ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+