ଭୁବନେଶ୍ୱର:Police Service Medals 2026 ପାଇଁ ଓଡ଼ିଶାରୁ ମୋଟ୨୩ ଜଣ କର୍ମଚାରୀମନୋନୀତ ହୋଇଛନ୍ତି। ପୁଲିସ, ଅଗ୍ନିଶମ, ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଏବଂ କାରାଗାର ସେବା ବର୍ଗରେ ଏହି ସମ୍ମାନ ଘୋଷଣା କରାଯାଇଛି।
ଓଡ଼ିଶା ପୁଲିସର୧୭ ଜଣଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୫ ଜଣଙ୍କୁ Medal for Gallantry (GM),୨ ଜଣଙ୍କୁ President’s Medal for Distinguished Service (PSM)ଏବଂ୧୦ ଜଣଙ୍କୁ Medal for Meritorious Service (MSM)ପ୍ରଦାନ କରାଯିବ।
Medal for Gallantry ପାଇଁ ମନୋନୀତ ହୋଇଥିବା ଓଡ଼ିଶା ପୁଲିସ କର୍ମଚାରୀମାନେ ହେଲେ:
President’s Medal for Distinguished Service ପାଇଁସଞ୍ଜୀବ ପଣ୍ଡା, ଅତିରିକ୍ତ ଡିଜି, ଓଡ଼ିଶା ଏବଂସ୍ମିତାରାଣୀ ମହାନ୍ତି, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ୍, ଓଡ଼ିଶା ମନୋନୀତ ହୋଇଛନ୍ତି।
Medal for Meritorious Service ପାଇଁ ମନୋନୀତ ହୋଇଥିବା ୧୦ ଜଣ ହେଲେ:
ଓଡ଼ିଶା ଫାୟାର ସର୍ଭିସରୁମାଳୟ କୁମାର ମହାନ୍ତି, ଆସିଷ୍ଟାଣ୍ଟ ଷ୍ଟେସନ୍ ଅଫିସରଙ୍କୁ President’s Medal for Distinguished Service ପାଇଁ ମନୋନୀତ କରାଯାଇଛି।
ସେହିପରିନୁଏଲ କେରକେଟା, ଡ୍ରାଇଭର ହାବିଲଦାର ଏବଂଅମିତାଭ ରାଜ, ଆସିଷ୍ଟାଣ୍ଟ ଷ୍ଟେସନ୍ ଅଫିସରଙ୍କୁ Medal for Meritorious Service ପାଇଁ ମନୋନୀତ କରାଯାଇଛି।
ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ବର୍ଗରେଅବିରାମ ସେଠୀ, ହୋମଗାର୍ଡ, ଓଡ଼ିଶାଙ୍କୁ Medal for Meritorious Service ପାଇଁ ମନୋନୀତ କରାଯାଇଛି।
କାରାଗାର ସେବା ବର୍ଗରେପ୍ରମୋଦ କୁମାର ସ୍ୱାଇଁ, ଚିଫ୍ ୱାର୍ଡର ଏବଂବିଶ୍ୱନାଥ ପଣ୍ଡା, ୱାର୍ଡରଙ୍କୁ Medal for Meritorious Service ପାଇଁ ମନୋନୀତ କରାଯାଇଛି।
ଚଳିତ ବର୍ଷ ଦେଶରେ ତିନୋଟି ପଦକ ବର୍ଗରେ ମୋଟ୧,୦୫୭ଟି ପଦକଘୋଷଣା ହୋଇଛି। ଏଥିରେ୩୦୧ଟି Medal for Gallantry, ୯୨ଟି President’s Medal for Distinguished Service ଏବଂ ୬୬୪ଟି Medal for Meritorious Serviceରହିଛି।
କୋଲକାତା:RG କର ମେଡିକାଲ୍ କଲେଜ ଓ ହସ୍ପିଟାଲର ଟ୍ରେନି ଡାକ...
ସିନେପ୍ରେମୀଙ୍କ ପାଇଁ ବଡ଼ ଖବର। ଶ୍ରଦ୍ଧା କପୁରଙ୍କ ଆଗାମୀ...
ଆମେରିକାର ଇଲିନୋଇସ୍‌ର ଇଷ୍ଟ ସେଣ୍ଟ ଲୁଇସ୍‌ରେ...
ବହୁ ଦିନର ଅପେକ୍ଷା ପରେ **‘Mirzapur: The Movie&...
ପୁରୀ ଜିଲ୍ଲା ଚାରିଛକ ଥାନା ଅଧୀନ ଦୁର୍ଗେଶ୍ୱର ବାହାରଣା ଗା...
ଭାରତୀୟ ସିନେମାରେ ନିଜ ଅଭିନୟ ଓ ବିଭିନ୍ନ ଭାଷାର ଫିଲ୍ମ ପା...
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ରାଜପୁର ରୋଡ୍ରେ ଜଣେ ଅବସରପ୍ର...
ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତରେ ଏଣ୍ଟ୍ରି କରିବାକୁ ଯାଉଛ...
ପାନ ମସଲା ପ୍ୟାକେଜିଂକୁ ନେଇ FSSAI ଏକ ବଡ଼ ନିଷ୍ପତ୍ତି ନେ...
ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଭାରତରେ ଲୋକପ୍ର...
ଇରାନକୁ ନେଇ ଆମେରିକାର ଦୀର୍ଘ ସାମରିକ ମୁତୟନ ଏବେ ସୈନିକମା...
ନୂଆଦିଲ୍ଲୀ, ୧୨/୮:Milky Mist Dairy Foodର IPO ପ୍ରଥମ ଦ...