NIA arrests two accused in Manipur six Naga civilians murder case.

ମଣିପୁରରେ ୬ ନାଗା ନାଗରିକ ହତ୍ୟା ମାମଲା: ଏନଆଇଏ ଜାଲରେ ଦୁଇ ଅଭିଯୁକ୍ତ

ମଣିପୁରର କଙ୍ଗାପୋକପି ଜିଲ୍ଲାରେ ୬ ନାଗା ନାଗରିକଙ୍କ ହତ୍ୟା ଘଟଣାରେ ଏନଆଇଏ, ମଣିପୁର ପୋଲିସ ଓ ସିଆରପିଏଫର ମିଳିତ ଅଭିଯାନରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣା ପରେ ରାଜ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଏବେ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି।

ମଣିପୁରର କଙ୍ଗାପୋକପି ଜିଲ୍ଲାରେ ୬ ଜଣ ନାଗା ନାଗରିକଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ବଡ଼ ସଫଳତା ପାଇଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ଶୁକ୍ରବାର ସକାଳେ ଏନଆଇଏ, ମଣିପୁର ପୋଲିସ ଓ ସିଆରପିଏଫର ମିଳିତ ଟିମ୍ ଗୁପ୍ତ ସୂଚନା ଆଧାରରେ ଲୈଲୋନ୍ ଭାଇଫେଇ ଗ୍ରାମରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ତାଙ୍କ ନାମଆୟଙ୍ଗବିଏବଂ ଅନ୍ୟ ଅଭିଯୁକ୍ତଙ୍କ ନାମପ୍ରଦୀପବୋଲି ପୋଲିସ ସୂଚନା ଦେଇଛି। ଗତ ମେ’ ୧୩ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଉଭୟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି।

ଏହି ହତ୍ୟାକାଣ୍ଡ ପରେ ମଣିପୁରରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ନାଗା ଓ ମୈତେଇ ସଂଗଠନ ପକ୍ଷରୁ ଅଭିଯୁକ୍ତଙ୍କ ଗିରଫ ଦାବିରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଙ୍ଗାପୋକପିକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ଅବରୋଧ କରାଯାଇଥିବାରୁ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଥିଲା ଏବଂ ସାଧାରଣ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା।

ବର୍ତ୍ତମାନ ଦୁଇ ଅଭିଯୁକ୍ତଙ୍କ ଗିରଫ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏନଆଇଏ ଘଟଣାର ପୃଷ୍ଠଭୂମି, ଷଡ଼ଯନ୍ତ୍ର ଓ ଅନ୍ୟ ସମ୍ଭାବ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ସନ୍ଧାନରେ ତଦନ୍ତକୁ ଆହୁରି ଜୋରଦାର କରିଛି।

Latest News
ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ ଚିକିତ୍ସା ଉପରେ ଭରସା

ଚିତ୍ରକୋଣ୍ଡାରେ ବ୍ୟାପୁଛି ଜଣ୍ଡିସ, ମେଡିକାଲ ବଦଳରେ ଦେଶୀ...

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...

ଡ୍ରେନ୍‌ରୁ କାଢ଼ିବା ବାହାନାରେ ଆସିଲେ, କଥାରେ ଭୁଲାଇ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ୩ ଭରି ସୁନା ଚେନ୍

ଡ୍ରେନ୍‌ରୁ କାଢ଼ିବା ବାହାନାରେ ଆସିଲେ, କଥାରେ ଭୁଲାଇ...

କୋରାପୁଟ:କଥାରେ ଭୁଲାଇ ଲୁଟ୍ର ନୂଆ ତରିକା। ଡ୍ରେନ୍ରୁ କିଛି...

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

ଚଳନ ହିଁ ଚିକିତ୍ସା!

ଚଳନ ହିଁ ଚିକିତ୍ସା!

ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...

ଚୋରା ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର; ପାଟକୁରାରେ ଭଙ୍ଗାରୁଜା, ବିନିକାରେ ବଡ଼ ଆନ୍ଦୋଳନ ଚେତାବନୀ

ଚୋରା ମଦ ବିରୋଧରେ ମହିଳାଙ୍କ ରଣହୁଙ୍କାର; ପାଟକୁରାରେ...

କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର ନଜର; ପ୍ରଭାବିତ ଅଞ୍ଚଳକୁ ଯିବ ମେଡିକାଲ ଟିମ୍

ସ୍କ୍ରବ୍ ଟାଇଫସ୍ ନେଇ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗର...

ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

NH-18ରେ ମୃତ୍ୟୁର ଫାନ୍ଦ! କଳମାରୁ ବେତନଟୀ ଯାଏଁ ୧୫ କିମି ରାସ୍ତାରେ ବଡ଼ ବଡ଼ ଖାଲ

NH-18ରେ ମୃତ୍ୟୁର ଫାନ୍ଦ! କଳମାରୁ ବେତନଟୀ ଯାଏଁ...

ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

ଓଡ଼ିଶାରେ ₹୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା! IHC ସହ ୧୪ ପ୍ରକଳ୍ପ ନେଇ ଆଲୋଚନା

ଓଡ଼ିଶାରେ ₹୨.୧ ଲକ୍ଷ କୋଟି ନିବେଶ ସମ୍ଭାବନା!...

ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ବିଜୁଳି କାଟ୍‌ରେ ଅନ୍ଧାର ହସ୍ପିଟାଲ୍; ମୋବାଇଲ୍ ଫ୍ଲାସ୍‌ ଲାଇଟ୍‌ରେ ରୋଗୀଙ୍କ ଚିକିତ୍ସା

ବିଜୁଳି କାଟ୍‌ରେ ଅନ୍ଧାର ହସ୍ପିଟାଲ୍; ମୋବାଇଲ୍ ଫ୍ଲାସ୍‌...

ପୁରୀ ଜିଲ୍ଲା ସାକ୍ଷୀଗୋପାଳ କମ୍ୟୁନିଟି ହେଲ୍ଥ ସେଣ୍ଟର (CH...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+