ଜାତୀୟ ପରୀକ୍ଷା ଏଜେନ୍ସି (NTA) ଗୁରୁବାର NEET UG 2026 ପରୀକ୍ଷାର ଫଳାଫଳ ଘୋଷଣା କରିଛି। ପଞ୍ଜାବରଆର୍ୟନ ଗୁପ୍ତାଏବଂ ହରିୟାଣାରପନ୍ଶୁଲ ବଂସଲ୭୧୫ ନମ୍ବର ହାସଲ କରି ଯୁଗ୍ମ ଭାବେ ଅଲ୍ ଇଣ୍ଡିଆ ରାଙ୍କ-୧ ଅଧିକାର କରିଛନ୍ତି।
ଏନ୍ଟିଏ ତଥ୍ୟ ଅନୁସାରେ, ଚଳିତ ବର୍ଷ NEET UG 2026ରେ ମୋଟ୧୧.୨୧ ଲକ୍ଷରୁ ଅଧିକ ପ୍ରାର୍ଥୀସଫଳତାର ସହ ଯୋଗ୍ୟତା ହାସଲ କରିଛନ୍ତି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ୫୮ ପ୍ରତିଶତ ମହିଳା ପ୍ରାର୍ଥୀଥିବା ମଧ୍ୟ ଉଲ୍ଲେଖନୀୟ।
ଦେଶବ୍ୟାପୀ MBBS, BDS ସହ ବିଭିନ୍ନ ସ୍ନାତକ ସ୍ତରର ମେଡିକାଲ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ NEET UG ପରୀକ୍ଷାମେ ୩, ୨୦୨୬ରେ ଆୟୋଜିତ ହୋଇଥିଲା।
କିନ୍ତୁ ପରୀକ୍ଷା ପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ କେନ୍ଦ୍ର କରି ଦେଶବ୍ୟାପୀ ବିବାଦ ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖିଜୁନ୍ ୨୧ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପୁନଃ ପରୀକ୍ଷାଆୟୋଜନ କରାଯାଇଥିଲା।
ଫଳାଫଳ ପ୍ରକାଶ ପରେ ଦେଶର ଲକ୍ଷାଧିକ ମେଡିକାଲ ଆଶାୟୀଙ୍କ ପାଇଁ MBBS ଓ ଅନ୍ୟାନ୍ୟ ମେଡିକାଲ କୋର୍ସରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାର ପଥ ପ୍ରଶସ୍ତ ହୋଇଛି। ଏବେ କାଉନସେଲିଂ ଓ ସିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ।
କର୍ଣ୍ଣାଟକର ବେଙ୍ଗାଲୁରୁ ସହରରୁ ଏକ ଦୁଃଖଦ ସଡ଼କ ଦୁର୍ଘଟଣା...
ଭୁବନେଶ୍ୱର ଉପକଣ୍ଠ ଉତ୍ତରାସ୍ଥିତ ପ୍ରସିଦ୍ଧ ମାଆ ଦୁର୍ଲ୍ଲଭ...
ରଥଯାତ୍ରା ନା ଡିଜେ ପ୍ରତିଯୋଗିତା? ବାଲେଶ୍ୱର ଜିଲ୍ଲାର ଭୋଗ...
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚ...
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ...
ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ତଥା ୟୁଟ୍ୟୁବର୍ ସମୟ ରୈନ...
ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ...
ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ବୋମା ଧମକ ମିଳିବା ପରେ ସୁ...
ତାମିଲ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମ **‘ଜନ ନାୟ...
କଟକ ଜିଲ୍ଲାର ଆଠଗଡ଼ରେ ସପୁଆ ନଦୀ ଉଛୁଳିବା ଫଳରେ ବନ୍ୟା ପର...
ଭାରତୀୟ ସିନେମାରେ ଶିଶୁ କଳାକାରରୁ ନାୟିକା ଭାବେ ସଫଳ ଯାତ୍...
ସାଉଥ୍ ସୁପରଷ୍ଟାରପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ପିରିୟଡ୍ ଆକ...