Odisha Minister Bibhuti Jena speaks on MMDR amendment and mining rights

MMDR ସଂଶୋଧନକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ‘ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇନି, ବିରୋଧୀ ଭ୍ରମିତ କରୁଛନ୍ତି’

MMDR ଆଇନର ସଂଶୋଧନକୁ ନେଇ ରାଜ୍ୟର ଅଧିକାର କ୍ଷୁର୍ଣ୍ଣ ହୋଇନଥିବା କହିଛନ୍ତି ମନ୍ତ୍ରୀ ବିଭୂତି ଜେନା। ୨୦୧୫ରେ ଆଇନରେ ସଂଶୋଧନ ପରେ ଓଡ଼ିଶାରେ ପ୍ରାୟ ୯୦ ପ୍ରତିଶତ ଖଣି ନିଲାମ ହୋଇଥିବା ସେ କହିଛନ୍ତି। ଏହାକୁ ନେଇ ବିରୋଧୀ ଲୋକଙ୍କୁ ଭ୍ରମିତ କରୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।

MMDR ଆଇନର ସଂଶୋଧନକୁ ନେଇ ରାଜନୈତିକ ତର୍କ ମଧ୍ୟରେ ମନ୍ତ୍ରୀ ବିଭୂତି ଜେନା ପ୍ରତିକ୍ରିୟା ରଖିଛନ୍ତି। ଖଣି ଉପରେ ରାଜ୍ୟଗୁଡ଼ିକର ଅଧିକାର କ୍ଷୁର୍ଣ୍ଣ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ଭ୍ରମିତ କରୁଥିବା ଏବଂ ଏହା ପଛରେ ରାଜନୀତି ରହିଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ,୨୦୧୫ରେ MMDR ଆଇନରେ ସଂଶୋଧନ କରାଯାଇ ନୂଆ ନିୟମ ଅଣାଯାଇଥିଲା।ଏହି ନିୟମ ଅନୁସାରେ ଓଡ଼ିଶାରେ ପ୍ରାୟ ୯୦ ପ୍ରତିଶତ ଖଣି ନିଲାମ ହୋଇଛି।

ଏହି ସଂଶୋଧନ ଯୋଗୁଁ ରାଜ୍ୟର ରାଜସ୍ୱ କମିଛି ବୋଲି ଯେଉଁ ଆଲୋଚନା ହେଉଛି, ତାହାକୁ ନେଇ ମଧ୍ୟ ବିଭୂତି ଜେନା ପ୍ରଶ୍ନ ଉଠାଇଛନ୍ତି। ଆଗରୁ ରାଜ୍ୟ କେତେ ରାଜସ୍ୱ ପାଉଥିଲା ଏବଂ ବର୍ତ୍ତମାନ କେତେ ଅଧିକ ରାଜସ୍ୱ ପାଉଛି, ସେନେଇ ଆଲୋଚନା ହେଉନଥିବା ସେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ନୂଆ ନିୟମ ଠିକ୍ ଭାବେ ଲାଗୁ ହୋଇଛି ଏବଂ ଏଥିଯୋଗୁଁ କାହାର ରାଜସ୍ୱ କ୍ଷତି ହେଉନାହିଁ। ଓଡ଼ିଶାର କେଉଁ କ୍ଷେତ୍ରରେ ପୂର୍ବରୁ ଲାଭ ହେଉଥିଲା ଏବଂ ବର୍ତ୍ତମାନ କେଉଁ କ୍ଷତି ହୋଇଛି, ତାହା ପ୍ରଥମେ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି୨୦୦୪ରେ ଅଣାଯାଇଥିବା ଓରିସେକ୍ ଆଇନ ଏବେ ମଧ୍ୟ ବଳବତ୍ତର ରହିଛିବୋଲି ବିଭୂତି ଜେନା କହିଛନ୍ତି। ଏହା ସମ୍ପର୍କିତ ଏକ ମାମଲା କୋର୍ଟରେ ବିଚାରାଧୀନ ଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

MMDR ସଂଶୋଧନକୁ ନେଇ ବିରୋଧୀଙ୍କ ଆପତ୍ତି ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ତଥ୍ୟ ଆଧାରରେ ଆଲୋଚନା ନକରି ଲୋକଙ୍କୁ ଭ୍ରମିତ କରାଯାଉଛି। ତେଣୁ ରାଜ୍ୟର ଅଧିକାର ଓ ରାଜସ୍ୱ ସମ୍ପର୍କରେ ବାସ୍ତବ ସ୍ଥିତିକୁ ନେଇ ଆଲୋଚନା କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Latest News
ଚୀନ୍ ସହର ଉପରେ ପରମାଣୁ ଆକ୍ରମଣ ଆଶଙ୍କା! ଜାପାନକୁ ନେଇ PLAର ବଡ଼ ଚେତାବନୀ

ଚୀନ୍ ସହର ଉପରେ ପରମାଣୁ ଆକ୍ରମଣ ଆଶଙ୍କା!...

ଏସିଆରେ ଚୀନ୍ ଓ ଜାପାନ ମଧ୍ୟରେ ସାମରିକ ତିକ୍ତତାକୁ ନେଇ ନୂ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ, ଆମେରିକାରେ ବିମାନ ତିଆରି କର ନଚେତ୍ ବଜାର ବନ୍ଦ

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ,...

ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି କଳା: ଘଣ୍ଟାକୁ ରୋଜଗାର ₹୧୦ ହଜାର ପର୍ଯ୍ୟନ୍ତ

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି...

ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ ଉଦ୍‌ଘାଟିତ, ସହଜ ହେବ ବାଣିଜ୍ୟ ଓ ଯାତାୟାତ

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ...

ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...

ନେପାଳ ବନ୍ୟାର ୧୩ ଦିନ ପରେ ବି ମିଳୁନି ପତ୍ତା, ୫ ହଜାର ଲୋକ ନିଖୋଜ

ନେପାଳ ବନ୍ୟାର ୧୩ ଦିନ ପରେ ବି...

ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬ ମୃତ; ୯ ଜଣ ନିଖୋଜ

ଚୀନରେ ପ୍ରକୃତିର କରାଳ ରୂପ, ଭୂସ୍ଖଳନରେ ୬...

ଚୀନରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ &lsq...

GDP ଭଲ, କିନ୍ତୁ Viksit Bharat 2047 ପାଇଁ ଯଥେଷ୍ଟ ନୁହେଁ: ସୁରଜିତ ଭଲ୍ଲା, ମୋଣ୍ଟେକ ସିଂହ ଅହଲୁୱାଲିଆ

GDP ଭଲ, କିନ୍ତୁ Viksit Bharat 2047...

ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ ୨୫ ଦିନକୁ କମିଲା: ଗ୍ରାହକଙ୍କ ପାଇଁ କ’ଣ ବଦଳିଲା?

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ...

ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+