ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ମହଜୁଦ ରହିଛି ଏବଂ ବଣ୍ଟନ ବ୍ୟବସ୍ଥା ସ୍ୱାଭାବିକ ଭାବେ ଚାଲିଛି।
ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସର ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରାଯାଇସାରିଛି। ତେଣୁ ଚାଉଳ ବଣ୍ଟନକୁ ନେଇ କୌଣସି ପ୍ରକାର ଅଭାବ କିମ୍ବା ସମସ୍ୟା ସୃଷ୍ଟି ହୋଇନାହିଁ।
ସେ ଆହୁରି କହିଛନ୍ତି ଯେ, ଅନ୍ନପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ ହେବା ପରେ ଅଧିକାଂଶ ପରିବାରଙ୍କ ଘରେ ପର୍ଯ୍ୟାପ୍ତ ଚାଉଳ ମହଜୁଦ ରହିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ପହଞ୍ଚାଯାଇଥିବା ସେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ସହରର ନଗର ଉନ୍ନୟନକୁ ଆହୁରି ଗତିଶୀଳ କରିବା ପାଇ...
ଓଡ଼ିଶାରେ ବନ୍ୟା ପରିସ୍ଥିତିର ପ୍ରଭାବ ଏବେ ବି ଅନେକ ଅଞ୍ଚଳ...
ଭାରତରଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ...
ଭୁବନେଶ୍ୱର:ମାର୍ଭେଲ ସିନେମାଟିକ୍ ୟୁନିଭର୍ସ (MCU)ର ସବୁଠୁ...
ଭାରତୀୟ ସିନେମାର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ରାମାୟ...
ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର **‘ରାମାୟଣ&r...
‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମକୁ ନ...
ଓଡ଼ିଶାର ସମୃଦ୍ଧ ଆଦିବାସୀ ସଂସ୍କୃତି ପୁଣିଥରେ ଜାତୀୟ ସ୍ତର...
ଭୁବନେଶ୍ୱରର ଶିଶୁ ଭବନ ଛକ ଅଞ୍ଚଳରେ ଜଣେ ନାବାଳକଙ୍କ ମୃତ୍ୟ...
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
ଅମୃତସର:ଜଗତ ଜ୍ୟୋତ୍ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସତ୍କାର (ସ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...