କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ନିର୍ବାଚନକୁ ନେଇ ତାତି ବଢ଼ିଛି। ଗତକାଲି ଅନୁଷ୍ଠିତ ନିର୍ବାଚନରେବିଜୁ ଛାତ୍ର ଜନତା ଦଳ ବିଜୟୀହେବା ପରେ ଭୋଟ୍ ପୁନଃଗଣତି ଦାବି କରିଛି ଏବିଭିପି। ଏହି ଦାବିକୁ ନେଇ ଏବିଭିପି ପକ୍ଷରୁ ଅହୋରାତ୍ର ଧାରଣା ଦିଆଯାଇଛି।
ଭୋଟ୍ ଗଣତି ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇ ଛାତ୍ରଛାତ୍ରୀମାନେ ପୁନଃଗଣତି ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଧ୍ୟ କଲେଜ ପରିସରରେ ଧାରଣା ଜାରି ରହିଥିବା ସୂଚନା ମିଳିଛି।
ଅନ୍ୟପଟେ, ଆଜି ନିର୍ବାଚିତ ପ୍ରତିନିଧିମାନଙ୍କରଶପଥ ଗ୍ରହଣ ଉତ୍ସବଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଗଣ୍ଡଗୋଳ ଘଟିବା ଆଶଙ୍କା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କଲେଜ ପରିସର ଓ ଆଖପାଖ ଅଞ୍ଚଳରେବ୍ୟାପକ ପୁଲିସ୍ ମୁତୟନକରାଯାଇଛି।
ଭୋଟ୍ ପୁନଃଗଣତି ଦାବି ଏବଂ ଧାରଣାକୁ ନେଇ ପରିସ୍ଥିତି ଉପରେ ପୁଲିସ୍ ଓ କଲେଜ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଆଗକୁ ଏହି ବିବାଦର ସମାଧାନ କିପରି ହେଉଛି, ତାହା ଉପରେ ଛାତ୍ରଛାତ୍ରୀଙ୍କ ନଜର ରହିଛି।
ନବରାତ୍ରି ଉପବାସରେ କେଉଁ ଅଟା ସବୁଠୁ ଭଲ? କୁଟୁ, ରାଜଗିରା,...
ଟାଇପ୍-୧ ଡାଇବେଟିସ୍ ରୋଗୀଙ୍କୁ ହୋଇପାରେ ‘ଡବଲ୍ ଡାଇ...
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...
ବ୍ୟକ୍ତିଗତ ୱେଲନେସ୍‌ ଓ ପ୍ରତିରୋଧମୂଳକ ସ୍ୱାସ୍ଥ୍ୟସେ...
ଲ୍ୟାବ୍‌ ରିପୋର୍ଟରେ ‘ଘୋଷ୍ଟ ପାଥୋଲୋଜିଷ୍ଟ&rs...