ଭାରତୀୟ କ୍ରିକେଟ୍ ଦଳରେ ବଡ଼ ପରିବର୍ତ୍ତନ।ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ବାଦ୍ ପଡ଼ିଛନ୍ତି।ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ୨୯ ବର୍ଷୀୟ ଦ୍ରୁତ ବୋଲର ଆକିବ ନବିଙ୍କୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସୁଯୋଗ ମିଳିଛି।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ବୁମରାଙ୍କବାମ ଆଣ୍ଠିରେ ଆଘାତଲାଗିଥିଲା। ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଚୟନକର୍ତ୍ତାମାନେ ତାଙ୍କୁ ଶ୍ରୀଲଙ୍କା ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ କରିନାହାନ୍ତି।
ବୁମରାଙ୍କ ସ୍ଥାନ ନେଇଥିବା ଆକିବ ନବି ଗତ ଦୁଇଟି ରଣଜୀ ସିଜନରେ ଚମତ୍କାର ପ୍ରଦର୍ଶନ କରି୧୦୪ଟି ୱିକେଟ୍ହାସଲ କରିଛନ୍ତି।
ବିଶେଷ କରି୨୦୨୫-୨୬ ରଣଜୀ ସିଜନରେ ୬୦ ୱିକେଟ୍ନେଇ ସେ ଜମ୍ମୁ-କାଶ୍ମୀରକୁ ପ୍ରଥମ ଥର ପାଇଁ ରଣଜୀ ଚାମ୍ପିୟନ୍ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
ନିକଟରେ ଶ୍ରୀଲଙ୍କା ଗସ୍ତ କରିଥିବା ଇଣ୍ଡିଆ ‘ଏ’ ଦଳରେ ମଧ୍ୟ ଆକିବ ଖେଳିଥିଲେ। ଦୁଇଟି ମ୍ୟାଚ୍ରେ୬ଟି ୱିକେଟ୍ନେଇ ସେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରଦର୍ଶନ ତାଙ୍କୁ ଟିମ୍ ଇଣ୍ଡିଆରେ ପ୍ରଥମ ଥର ସୁଯୋଗ ଦେବାର ରାସ୍ତା ଖୋଲିଛି।
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରପ୍ରଥମ ମ୍ୟାଚ୍ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଗଲ୍ରେଖେଳାଯିବ। ଏହାପରେ ଦ୍ୱିତୀୟ ଟେଷ୍ଟଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ କଲମ୍ବୋରେଅନୁଷ୍ଠିତ ହେବ।
ଉଭୟ ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟ ଅନୁସାରେସକାଳ ୧୦ଟାରୁଆରମ୍ଭ ହେବ।
NEET-PG ୨୦୨୬ପରୀକ୍ଷା ପାଇଁ କେନ୍ଦ୍ର ସରକାର ପକ୍ଷରୁ ସୁରକ...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
SS ରାଜାମୌଲିଙ୍କ ଆଗାମୀ ବଡ଼ ବଜେଟ୍‌ ଫିଲ୍ମ **&lsqu...
ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷି...
ଓଡ଼ିଶାରେ ପିଜି ମେଡିକାଲ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅଭ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ବଲିଉଡ୍ରେ ଚର୍ଚ୍ଚାରେ ଥିବା ସୂରଜ ବଡ଼ଜାତ୍ୟାଙ୍କ ନୂଆ ଫିଲ୍...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥ...
ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଦ୍ୱୀପରେ ଭୟଙ୍କର ଭୂମିକମ୍...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ମୁମ୍ବାଇ: ବଲିଉଡ୍ ଓ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ କରି...