ଗଜପତି ମହାରାଜାଙ୍କୁ ଚିଠି ଲେଖିଛିଇସ୍କନ ବେଙ୍ଗାଳୁରୁ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ପୁରୀ ଶ୍ରୀମନ୍ଦିରର ମୂଳ ପରମ୍ପରା ଓ ତିଥି ଅନୁସାରେ ପାଳନ କରିବାକୁ ଇସ୍କନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ଇସ୍କନ ବେଙ୍ଗାଳୁରୁର ଅଧ୍ୟକ୍ଷମଧୁ ପଣ୍ଡିତ ଦାସଗଜପତି ମହାରାଜାଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, ସେମାନଙ୍କ ସଂଗଠନ ଭାରତ ଓ ବିଦେଶରେଶ୍ରୀଲା ପ୍ରଭୁପାଦ ଇସ୍କନନାମରେ ପରିଚିତ।
ଚିଠିରେ ଇସ୍କନ ବେଙ୍ଗାଳୁରୁ ସ୍ପଷ୍ଟ କରିଛି ଯେ, ସେମାନେ ପଶ୍ଚିମବଙ୍ଗର ମାୟାପୁର ମୁଖ୍ୟାଳୟ ଥିବା ଇସ୍କନ ଗ୍ରୁପ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱାଧୀନ ସଂସ୍ଥା। ମାୟାପୁର ଇସ୍କନ ମୁମ୍ବାଇ, ମହାରାଷ୍ଟ୍ରରେ ପଞ୍ଜିକୃତ ଥିବା ବେଳେ, ଶ୍ରୀଲା ପ୍ରଭୁପାଦ ଇସ୍କନର ଅଫିସିଆଲ୍ ମୁଖ୍ୟାଳୟ ବେଙ୍ଗାଳୁରୁ, କର୍ଣ୍ଣାଟକରେ ପଞ୍ଜିକୃତ ରହିଛି ବୋଲି କୁହାଯାଇଛି।
ଇସ୍କନ ବେଙ୍ଗାଳୁରୁ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର ସମସ୍ତ କେନ୍ଦ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ଓ ପରାମର୍ଶ ଅନୁଯାୟୀନଅ ଦିନର ରଥଯାତ୍ରା ସମୟସୀମା ମଧ୍ୟରେରଥଯାତ୍ରା ଆୟୋଜନ କରାଯିବ।
ଏହା ସହ ନିର୍ଦ୍ଦିଷ୍ଟ ତିଥି ଅନୁସାରେସ୍ନାନଯାତ୍ରା ବିଧିମଧ୍ୟ ପାଳନ କରାଯାଉଥିବା ଇସ୍କନ ବେଙ୍ଗାଳୁରୁ ପକ୍ଷରୁ କୁହାଯାଇଛି।
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...