IndiGo ବଢ଼ାଇଲା ଆଡ୍-ଅନ୍ ସେବା ଶୁଳ୍କ, ଏଣିକି ଅଧିକ ମହଙ୍ଗା ହେବ Excess Baggage ଓ Priority Check-in

IndiGo ଯାତ୍ରୀଙ୍କ ପାଇଁ ଅନେକ ଆଡ୍-ଅନ୍ ସେବାର ଶୁଳ୍କ ବଢ଼ାଇଛି। Excess baggage, infant travel, unaccompanied minor service ଏବଂ Fast Forward priority check-in ଓ boarding ପାଇଁ ଏଣିକି ଅଧିକ ଟଙ୍କା ଦେବାକୁ ପଡ଼ିବ।
IndiGo ଯାତ୍ରୀଙ୍କ ପାଇଁ ଅନେକ ଆଡ୍-ଅନ୍ ସେବାର ଶୁଳ୍କ ବଢ଼ାଇଛି। Excess baggage, infant travel, unaccompanied minor service ଏବଂ Fast Forward priority check-in ଓ boarding ପାଇଁ ଏଣିକି ଅଧିକ ଟଙ୍କା ଦେବାକୁ ପଡ଼ିବ।
IndiGo ଯାତ୍ରୀଙ୍କ ପାଇଁ ଅନେକ ଆଡ୍-ଅନ୍ ସେବାର ଶୁଳ୍କ ବଢ଼ାଇଛି। Excess baggage, infant travel, unaccompanied minor service ଏବଂ Fast Forward priority check-in ଓ boarding ପାଇଁ ଏଣିକି ଅଧିକ ଟଙ୍କା ଦେବାକୁ ପଡ଼ିବ।

ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର।IndiGo ଏହାର ଅନେକ ଆଡ୍-ଅନ୍ ସେବାର ଶୁଳ୍କ ବଢ଼ାଇଛି।ଏଣିକି ଅତିରିକ୍ତ ବ୍ୟାଗେଜ୍, ଶିଶୁ ଯାତ୍ରା, ବିନା ଅଭିଭାବକରେ ଶିଶୁଙ୍କ ଯାତ୍ରା ଏବଂ priority check-in ଓ boarding ଭଳି ସେବା ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ।

ସୂଚନା ଅନୁସାରେ, IndiGo ପକ୍ଷରୁ ancillary servicesର chargesକୁ ନିୟମିତ ଭାବେ review ଓ update କରାଯାଏ। ଏହି ପ୍ରକ୍ରିୟାର ଅଂଶ ଭାବେ ବର୍ତ୍ତମାନ କିଛି ସେବାର ଦର ବୃଦ୍ଧି କରାଯାଇଛି।

Excess Baggage ପାଇଁ ଅଧିକ ଟଙ୍କା

IndiGoରେ ନିର୍ଦ୍ଧାରିତ baggage allowanceଠାରୁ ଅଧିକ ଲଗେଜ୍ ନେଉଥିବା ଯାତ୍ରୀଙ୍କୁ ଏଣିକି ଅଧିକ ଟଙ୍କା ଦେବାକୁ ପଡ଼ିବ।

ପୂର୍ବରୁପ୍ରତି କିଲୋଗ୍ରାମ୍ ₹୭୦୦ଥିବା excess baggage chargeକୁ ବଢ଼ାଇ₹୮୦୦ ପ୍ରତି କିଲୋଗ୍ରାମ୍କରାଯାଇଛି।

ଅର୍ଥାତ୍, ଅତିରିକ୍ତ ପ୍ରତ୍ୟେକ କିଲୋଗ୍ରାମ୍ ବ୍ୟାଗେଜ୍ ପାଇଁ ଯାତ୍ରୀଙ୍କୁ ପୂର୍ବାପେକ୍ଷା₹୧୦୦ ଅଧିକଦେବାକୁ ପଡ଼ିବ।

Infant Ticket ମଧ୍ୟ ମହଙ୍ଗା

୩ ଦିନରୁ ୨ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କ ପାଇଁ ଯାତ୍ରା ଶୁଳ୍କ ମଧ୍ୟ ବଢ଼ିଛି।

ପୂର୍ବରୁ infant travel ପାଇଁ₹୨,୦୦୦ଚାର୍ଜ ଥିବା ବେଳେ ଏବେ ଏହା₹୩,୦୦୦ହୋଇଛି।

ଏହି ବ୍ୟବସ୍ଥାରେ ଶିଶୁଙ୍କ ପାଇଁ ଅଲଗା seat ଦିଆଯାଏ ନାହିଁ। ତଥାପି ଶିଶୁଙ୍କ ପାଇଁ ଟିକେଟ୍ ବୁକ୍ କରିବା ଆବଶ୍ୟକ।

Unaccompanied Minor Serviceର ଶୁଳ୍କ ବଢ଼ିଲା

ବିନା ଅଭିଭାବକରେ ଯାତ୍ରା କରୁଥିବା ୫ରୁ ୧୨ ବର୍ଷ ବୟସର ଶିଶୁଙ୍କ ପାଇଁUnaccompanied Minor Serviceଚାର୍ଜ ମଧ୍ୟ ବଢ଼ିଛି।

Domestic flight ପାଇଁ ଏହି ସେବାର ଶୁଳ୍କ ପୂର୍ବରୁ₹୫,୦୦୦ଥିବା ବେଳେ ଏବେ ଏହା₹୫,୯୯୯କରାଯାଇଛି।

ସେହିପରି international flightରେ ଏହି ସେବା ପାଇଁ₹୧୨,୯୯୯ଦେବାକୁ ପଡ଼ିବ।

Fast Forward Service ମଧ୍ୟ ମହଙ୍ଗା

IndiGoରFast Forwardservice ନେଉଥିବା ଯାତ୍ରୀଙ୍କୁ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡ଼ିବ। ଏହି ସେବା ମାଧ୍ୟମରେ ଯାତ୍ରୀଙ୍କୁ priority check-in ଏବଂ priority boarding ସୁବିଧା ମିଳିଥାଏ।

ଏହାର domestic charge₹୫୦୦ରୁ ବଢ଼ି ₹୬୫୦ହୋଇଛି।

International flights ପାଇଁ Fast Forward serviceର chargeପ୍ରତି sector ₹୮୫୦ରହିଛି।

IndiGoର ନୂଆ ଚାର୍ଜ

ସେବା ପୁରୁଣା ଶୁଳ୍କ ନୂଆ ଶୁଳ୍କ
Excess Baggage ₹700/kg ₹800/kg
Infant Travel ₹2,000 ₹3,000
Unaccompanied Minor – Domestic ₹5,000 ₹5,999
Unaccompanied Minor – International — ₹12,999
Fast Forward – Domestic ₹500 ₹650
Fast Forward – International — ₹850/sector

ଏହି ପରିବର୍ତ୍ତନ ପରେ IndiGo ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟ ବ୍ୟତୀତ ଆବଶ୍ୟକ ଆଡ୍-ଅନ୍ ସେବା ବାଛିବା ସମୟରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

LIVE TV
LIVE
Latest News
ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ ଆଶଙ୍କା! ସତ ହେଉଛି କି ପାଞ୍ଜି ଗଣନା?

ଦୁଇଟି ବାତ୍ୟା ପରେ ପୁଣି ଆଉ ଏକ...

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...

ରାବଣ ରୂପରେ ୟଶ ପିନ୍ଧିଥିଲେ ୩୩ କେଜିର ପୋଷାକ! କେବଳ ମୁକୁଟର ଓଜନ ଥିଲା ୧.୮ କେଜି, ଖୁଲାସା କଲେ ଡିଜାଇନର

ରାବଣ ରୂପରେ ୟଶ ପିନ୍ଧିଥିଲେ ୩୩ କେଜିର...

ମୁମ୍ବାଇ:ଫିଲ୍ମ 'ରାମାୟଣ'ରେ ରାବଣ ଚରିତ୍ରରେ ନଜର...

ଇରାନ୍‌ ଯୁଦ୍ଧ ଶେଷ ହୋଇଗଲା! କତାର୍‌ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଟ୍ରମ୍ପଙ୍କ ବଡ଼ ବୟାନ

ଇରାନ୍‌ ଯୁଦ୍ଧ ଶେଷ ହୋଇଗଲା! କତାର୍‌ ପ୍ରଧାନମନ୍ତ୍ରୀଙ୍କ...

ୱାଶିଂଟନ୍: ଇରାନ୍ ସହ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ରା...

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ ପୁସ୍ତକରେ ଖୋଲିଥିଲେ ରହସ୍ୟ, କହିଥିଲେ ଏହି ୨ଟି କାରଣ

କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ ପ୍ରଣବ ମୁଖାର୍ଜୀ? ନିଜ...

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଜଣେ ଅଭିଜ୍ଞ ଓ ପ୍ରଭାବଶାଳ...

ଦୀପାବଳି ପରେ ଓଡ଼ିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ରାତି ତାପମାତ୍ରା!

ଦୀପାବଳି ପରେ ଓଡ଼ିଶାରେ ବଢ଼ିବ ଶୀତ, ୨ରୁ...

ଦୀପାବଳି ପରେ ଖସିବ ରାତି ତାପମାତ୍ରା ଭୁବନେଶ୍ୱର: ଦୀପା...

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି! ଜାୟୋନିଷ୍ଟ ଓ ହାରେଡି ଦଳଙ୍କୁ ନେଇ ଏକତା ସରକାର ଗଠନ ପ୍ରସ୍ତାବ

ଇସ୍ରାଏଲରେ କ୍ଷମତା ବଞ୍ଚାଇବାକୁ ନେତାନ୍ୟାହୁଙ୍କ ନୂଆ ରଣନୀତି!...

ଜେରୁଜେଲମ୍: ଇସ୍ରାଏଲରେ ନିର୍ବାଚନ ପରେ ସରକାର ଗଠନକୁ ନେଇ...

ହ୍ୱାଇଟ୍‌ ହାଉସ୍‌ ନିକଟରେ କାର୍‌ ଦୁର୍ଘଟଣା, ଟ୍ରମ୍ପ ଭିତରେ ଥିବାବେଳେ ସୁରକ୍ଷା ଲକ୍‌ଡାଉନ୍‌; ୨ ଜଣ ଗିରଫ

ହ୍ୱାଇଟ୍‌ ହାଉସ୍‌ ନିକଟରେ କାର୍‌ ଦୁର୍ଘଟଣା, ଟ୍ରମ୍ପ...

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ ନି...

ବକ୍ସ ଅଫିସରେ 'ରାମାୟଣ'ର ରେକର୍ଡ ବ୍ରେକ୍! ୫ ଦିନରେ ୬୬୩ କୋଟି ଆୟ, 'ଧୁରନ୍ଧର-୨'କୁ ପଛରେ ପକାଇଲା

ବକ୍ସ ଅଫିସରେ 'ରାମାୟଣ'ର ରେକର୍ଡ ବ୍ରେକ୍! ୫...

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ରଣବୀର କପୁରଙ୍କ ଅଭିନ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+