‘Ramayana’ ରିଲିଜ୍ ପୂର୍ବରୁ ବଡ଼ ଖବର! ପ୍ରଯୋଜକ ନାମିତ ମଲହୋତ୍ରାଙ୍କ ଘର ଓ ଅଫିସ୍‌ରେ Income Tax ରେଡ୍

ବହୁ ପ୍ରତୀକ୍ଷିତ ଫିଲ୍ମ ‘Ramayana’ ରିଲିଜ୍‌କୁ ଆଉ ମାସେ ଥିବା ବେଳେ ପ୍ରଯୋଜକ ନାମିତ ମଲହୋତ୍ରାଙ୍କ ଘର, Prime Focus Limitedର ମୁମ୍ବାଇ ଅଫିସ୍‌ ଓ ଷ୍ଟୁଡିଓରେ Income Tax ବିଭାଗ ଚଢ଼ାଉ କରିଛି।
Namit Malhotra image
Namit Malhotra image

ମୁମ୍ବାଇ:ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ‘Ramayana’ରିଲିଜ୍ ପୂର୍ବରୁ ଏହାର ପ୍ରଯୋଜକନାମିତ ମଲହୋତ୍ରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୭ ତାରିଖରେ Income Tax ବିଭାଗ ମୁମ୍ବାଇରେ ନାମିତ ମଲହୋତ୍ରାଙ୍କ ଘର ସମେତ ତାଙ୍କ କମ୍ପାନୀPrime Focus Limitedର ଅଫିସ୍ ଓ ଷ୍ଟୁଡିଓରେ ତଲାସୀ କରିଛି। ତାଙ୍କ Chartered Accountantଙ୍କ ପରିସରରେ ମଧ୍ୟ ତଦନ୍ତ କରାଯାଇଥିବା India Today ରିପୋର୍ଟ କରିଛି।

ବିଦେଶୀ ଟଙ୍କା ଲେଣଦେଣକୁ ନେଇ ତଦନ୍ତ!

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, Income Tax ବିଭାଗର ଏହି କାର୍ଯ୍ୟାନୁଷ୍ଠାନforeign remittancesବା ବିଦେଶୀ ଟଙ୍କା ଲେଣଦେଣ ସହ ଜଡ଼ିତ ହୋଇପାରେ। ତେବେ କେଉଁ ନିର୍ଦ୍ଦିଷ୍ଟ ଲେଣଦେଣର ତଦନ୍ତ ହେଉଛି କିମ୍ବା କୌଣସି ଅନିୟମିତତା ମିଳିଛି କି ନାହିଁ, ସେନେଇ Income Tax ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଅଧିକାରିକ ସୂଚନା ଦିଆଯାଇନାହିଁ।

Prime Focusର ଶେୟାରରେ ପ୍ରଭାବ

Income Tax ଚଢ଼ାଉର ଖବର ସାମ୍ନାକୁ ଆସିବା ପରେPrime Focusର ଶେୟାର ଉପରେ ମଧ୍ୟ ଚାପ ଦେଖିବାକୁ ମିଳିଥିଲା। ଅକ୍ଟୋବର ୭ ତାରିଖର ସକାଳ କାରବାରରେ କମ୍ପାନୀର ଶେୟାର ପ୍ରାୟ୮ ପ୍ରତିଶତ ହ୍ରାସପାଇଥିବା ରିପୋର୍ଟ ହୋଇଛି। Prime Focus ଭିଜୁଆଲ୍ ଇଫେକ୍ଟ୍ସ, ଆନିମେସନ୍, ପୋଷ୍ଟ-ପ୍ରୋଡକ୍ସନ୍ ଓ କଣ୍ଟେଣ୍ଟ କ୍ରିଏସନ୍ କ୍ଷେତ୍ରରେ କାମ କରୁଛି।

‘Ramayana’ ଉପରେ କ’ଣ ପ୍ରଭାବ ପଡ଼ିବ?

ଏହି ଘଟଣା ଫିଲ୍ମ‘Ramayana’ରିଲିଜ୍ର ଠିକ୍ ଏକ ମାସ ପୂର୍ବରୁ ଘଟିଛି।Nitesh Tiwariଙ୍କ ନିର୍ଦ୍ଦେଶିତ ଏହି ଦୁଇ ଭାଗ ବିଶିଷ୍ଟ ଫିଲ୍ମର ପ୍ରଥମ ଭାଗ୫ ନଭେମ୍ବର ୨୦୨୬ରେ ରିଲିଜ୍ ହେବାକୁ ଥିବା India Today ରିପୋର୍ଟ କରିଛି।

ଫିଲ୍ମରେRanbir Kapoor ରାମ,Sai Pallavi ସୀତାଏବଂYash ରାବଣଭୂମିକାରେ ଅଭିନୟ କରୁଛନ୍ତି। ଏହା ସହିତSunny Deol, Arun Govil ଓ Ravi Dubeyଙ୍କ ଭଳି ଅଭିନେତାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ତେବେ Income Tax ବିଭାଗର ତଦନ୍ତ ଯୋଗୁଁ ଫିଲ୍ମର ରିଲିଜ୍ରେ କୌଣସି ପ୍ରଭାବ ପଡ଼ିବ କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ଆସିନାହିଁ। ଏହି ମାମଲାର ତଦନ୍ତ ଜାରି ରହିଛି।

LIVE TV
LIVE
Latest News
କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ଚଢ଼ାଉ, ୧୦ ଲକ୍ଷରୁ ଅଧିକ ଟଙ୍କାର ନିଶାଯୁକ୍ତ ଔଷଧ ଜବତ; ଜଣେ ଗିରଫ

କେନ୍ଦ୍ରାପଡ଼ାରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ଚଢ଼ାଉ, ୧୦...

ନିଶାଯୁକ୍ତ ଔଷଧର ଅବୈଧ ବିକ୍ରି ଅଭିଯୋଗରେ କେନ୍ଦ୍ରାପଡ଼ାରେ...

ଜମ୍ମୁ-କଶ୍ମୀରରେ ସୀମାପାର ଡ୍ରୋନ୍ ଚୋରାଚାଲାଣ ମାମଲା: ଅସ୍ତ୍ର ଓ ନିଶାଦ୍ରବ୍ୟ ଜବତ, ୪ ଗିରଫ

ଜମ୍ମୁ-କଶ୍ମୀରରେ ସୀମାପାର ଡ୍ରୋନ୍ ଚୋରାଚାଲାଣ ମାମଲା: ଅସ୍ତ୍ର...

ଜମ୍ମୁ: ଜମ୍ମୁ-କଶ୍ମୀରର ଜମ୍ମୁ ଜିଲ୍ଲା ଅର୍ଣ୍ଣିଆ ସୀମା ଅଞ...

RBIର Repo Rate ବୃଦ୍ଧି FD ନିବେଶକଙ୍କ ପାଇଁ ଖୁସି ଖବର! ବଢ଼ିପାରେ Fixed Deposit ସୁଧ

RBIର Repo Rate ବୃଦ୍ଧି FD ନିବେଶକଙ୍କ...

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତକାଲି Repo Rateକୁ୨୫ ବ...

Paytm Payments Bankକୁ RBIର ବଡ଼ ଝଟକା, Scheduled Banks ତାଲିକାରୁ ବାଦ୍

Paytm Payments Bankକୁ RBIର ବଡ଼ ଝଟକା,...

Paytm Payments Bank Limited (PPBL)କୁ Scheduled Ban...

RBIର Repo Rate ବୃଦ୍ଧି ପରେ ଶେୟାର ବଜାରରେ ଚାପ, Sensex ୧୯୮ ପଏଣ୍ଟ ତଳେ; TCS ଶେୟାରରେ ବୃଦ୍ଧି

RBIର Repo Rate ବୃଦ୍ଧି ପରେ ଶେୟାର...

ଭାରତୀୟ ଶେୟାର ବଜାରରେ ଗୁରୁବାର ପୁଣି ଚାପ ଦେଖିବାକୁ ମିଳି...

ପଞ୍ଜାବରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ: ଦୁଇ ଯୁବକ ଗିରଫ, ୪ଟି ହ୍ୟାଣ୍ଡ ଗ୍ରେନେଡ୍ ଜବତ

ପଞ୍ଜାବରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ: ଦୁଇ...

ପଞ୍ଜାବ ପୁଲିସ ଏକ କଥିତ ପାକିସ୍ତାନ ସମର୍ଥିତ ଆତଙ୍କୀ ଷଡ଼ଯ...

ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ମାମଲା: ୯ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ବାଲିପାଟଣା ଅକ୍ଷୟ ମାଝୀ ହତ୍ୟା ମାମଲା: ୯...

ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ଅକ୍ଷୟ କୁମାର ମା...

UPI ଉପରେ ୦.୪% MDR ଲାଗୁ ହେବାରେ ବିଳମ୍ବ! ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଘୁଞ୍ଚିପାରେ ନିୟମ

UPI ଉପରେ ୦.୪% MDR ଲାଗୁ ହେବାରେ...

UPI ବ୍ୟବହାରକାରୀ ଓ ବ୍ୟବସାୟୀଙ୍କ ପାଇଁ ବଡ଼ ଖବର। ₹୨,୦୦୦...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+