ଗୁରୁଗ୍ରାମ ହିଟ୍‌-ଆଣ୍ଡ୍‌-ରନ୍‌ ମାମଲାରେ ବଡ଼ ସଫଳତା! ରାଜସ୍ଥାନରୁ ଫେରାର ଅଭିଯୁକ୍ତ ଗିରଫ

ଗୁରୁଗ୍ରାମରେ ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଧକ୍କା ଦେବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଫେରାର ଥିବା ଅଭିଯୁକ୍ତ ଚାଳକ କଲ୍ୟାଣ ବୈଂସଲାକୁ ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି।
Gurugram hit and run accused Kalyan Bainsla arrested in Rajasthan
Gurugram hit and run accused Kalyan Bainsla arrested in Rajasthan

ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍-ଆଣ୍ଡ୍-ରନ୍ ମାମଲାରେ ପୋଲିସକୁ ବଡ଼ ସଫଳତାମିଳିଛି। ମହିଳା ବାଇକରଙ୍କୁ କାରରେ ଗୋଡ଼ାଇ ଧକ୍କା ଦେଇଥିବା ଅଭିଯୋଗ ଥିବା ଚାଳକ କଲ୍ୟାଣ ବୈଂସଲାକୁ ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି।

ଗତ ରବିବାର ସକାଳେ ଦୁର୍ଘଟଣା ଘଟିବା ପରଠାରୁ ଅଭିଯୁକ୍ତ ଫେରାର ଥିଲା। ତାକୁ ଧରିବା ପାଇଁ ଗୁରୁଗ୍ରାମ ପୋଲିସ ପକ୍ଷରୁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଥିଲା। ଶେଷରେ ରାଜସ୍ଥାନର ଦୌସାରୁ ତାକୁ କାବୁ କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ପୋଲିସ ମାମଲାରେହତ୍ୟା ଉଦ୍ୟମ ସହ ଅନ୍ୟାନ୍ୟ କଠୋର ଦଫାଯୋଡ଼ିଛି। ପୀଡ଼ିତା ସିଆ ଏବଂ ତାଙ୍କ ପରିବାର ପକ୍ଷରୁ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଯିବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ପରିବାର ପକ୍ଷରୁ କୁହାଯାଇଥିଲା ଯେ ଘଟଣାର ସ୍ପଷ୍ଟ ଭିଡିଓ ପ୍ରମାଣ ଥିବା ସତ୍ତ୍ୱେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇନଥିଲା ଏବଂ ମାମଲାରେ କଠୋର ଦଫା ଲାଗୁ କରାଯାଇନଥିଲା। ଏହାକୁ ନେଇ ସିଆଙ୍କ ବାପା ଓ ଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ବରିଷ୍ଠ ପୋଲିସ ଅଧିକାରୀ ସନ୍ଦୀପ ମଲିକଙ୍କ ଅନୁସାରେ, ଭାଇରାଲ୍ ହୋଇଥିବା ଭିଡିଓରେ କାରଟି ବାଇକକୁ ଧକ୍କା ଦେଉଥିବା ଦେଖାଯାଉଛି। ପୋଲିସର ପ୍ରାଥମିକ ମତ ଅନୁସାରେ, ଘଟଣାଟି କେବଳ ଏକ ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଜାଣିଶୁଣି ଧକ୍କା ଦିଆଯାଇଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି।

ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବା ପରେ ମାମଲାଟି ଚର୍ଚ୍ଚାକୁ ଆସିଥିଲା। ଏବେ ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ତାଙ୍କୁ ପଚରାଉଚରା କରି ଘଟଣାର ସମସ୍ତ ଦିଗ ନେଇ ତଦନ୍ତ କରୁଛି।

LIVE TV
LIVE
Latest News
ଫେରିବାକୁ ଯାଉଛି ମୌସୁମୀ! ଦେଶରେ ୧୫% ବର୍ଷା ଅଭାବ, ୨୧୮ ଜିଲ୍ଲାରେ ମରୁଡ଼ି ସଦୃଶ ସ୍ଥିତି

ଫେରିବାକୁ ଯାଉଛି ମୌସୁମୀ! ଦେଶରେ ୧୫% ବର୍ଷା...

ଦେଶରେ ଚଳିତ ବର୍ଷର ଦୁର୍ବଳ ମୌସୁମୀ ଏବେ ଧୀରେ ଧୀରେ ବିଦାୟ...

ପାକିସ୍ତାନରେ ବଡ଼ କାର୍ଯ୍ୟାନୁଷ୍ଠାନ: Khyber Pakhtunkhwa CMଙ୍କ ସମେତ ଇମ୍ରାନ୍ ଖାନ୍‌ଙ୍କ ଦଳର ୨୫ ନେତାଙ୍କ ପାସପୋର୍ଟ ବ୍ଲକ୍

ପାକିସ୍ତାନରେ ବଡ଼ କାର୍ଯ୍ୟାନୁଷ୍ଠାନ: Khyber Pakhtunkhwa CMଙ୍କ...

ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀଇମ୍ରାନ୍ ଖାନ୍ଙ୍କ ଦ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ଉତ୍ତରପ୍ରଦେଶରେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା: ରାଜ୍ୟ ସଭାପତି ପାଇଁ ବ୍ରାହ୍ମଣ ଚେହେରାକୁ ଦଳର ନଜର!

ଉତ୍ତରପ୍ରଦେଶରେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା: ରାଜ୍ୟ...

ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖିକ...

ଗଣେଶ ପୂଜା-ନୂଆଖାଇକୁ ବର୍ଷା ଆଶଙ୍କା: ରାଜ୍ୟର ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ

ଗଣେଶ ପୂଜା-ନୂଆଖାଇକୁ ବର୍ଷା ଆଶଙ୍କା: ରାଜ୍ୟର ୧୮...

ଓଡ଼ିଶାରେ ପୁଣି ବର୍ଷାର ପ୍ରଭାବ ବଢ଼ିପାରେ।ସେପ୍ଟେମ୍ବର ୧୪...

୧୪ରୁ ୨୧ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: ୫ ରାଶିଙ୍କ ପାଇଁ ଧନ ଓ କ୍ୟାରିୟରରେ ଲାଭ, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୧୪ରୁ ୨୧ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: ୫...

ନୂଆ ସପ୍ତାହ ଆରମ୍ଭ ହେବା ସହ ଗ୍ରହ ଓ ନକ୍ଷତ୍ରଙ୍କ ଗତିରେ ମ...

ନନ୍ଦିଗ୍ରାମ ଉପନିର୍ବାଚନ: ମମତା ଲଢ଼ିଲେ ପ୍ରାର୍ଥୀ ପ୍ରତ୍ୟାହାର କରିବ ଋତବ୍ରତାଙ୍କ ଗୋଷ୍ଠୀ

ନନ୍ଦିଗ୍ରାମ ଉପନିର୍ବାଚନ: ମମତା ଲଢ଼ିଲେ ପ୍ରାର୍ଥୀ ପ୍ରତ୍ୟାହାର...

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ବିଧାନସଭା ଆସନରେ ହେବାକୁ ଥିବା...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ସେପ୍ଟେମ୍ବର ୧୯ରୁ ଫେରିବ ମୌସୁମୀ! ଓଡ଼ିଶାରେ ମାସ ଶେଷ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ସେପ୍ଟେମ୍ବର ୧୯ରୁ ଫେରିବ ମୌସୁମୀ! ଓଡ଼ିଶାରେ ମାସ...

ଭୁବନେଶ୍ୱର:ରାଜ୍ୟରେ ମୌସୁମୀ ବର୍ଷାକୁ ନେଇ ଆସିଛି ନୂଆ ଅପଡ...

‘ଛାତ୍ରଙ୍କ କି ଗୁଞ୍ଜ’: ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କାଙ୍କ କାର୍ଯ୍ୟକ୍ରମ ନେଇ ବି ଚର୍ଚ୍ଚା

‘ଛାତ୍ରଙ୍କ କି ଗୁଞ୍ଜ’: ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି...

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ର...

ଓଡ଼ିଶାକୁ ବାତ୍ୟା ଭୟ! ସେପ୍ଟେମ୍ବର ୧୮-୧୯ରେ ଘୂର୍ଣ୍ଣିବଳୟ ସମ୍ଭାବନା, ନଜରରେ ଉପକୂଳ

ଓଡ଼ିଶାକୁ ବାତ୍ୟା ଭୟ! ସେପ୍ଟେମ୍ବର ୧୮-୧୯ରେ ଘୂର୍ଣ୍ଣିବଳୟ...

ଭୁବନେଶ୍ୱର: ମୌସୁମୀ ଋତୁ ଶେଷ ଆଡ଼କୁ ଆସୁଥିବା ବେଳେ ଓଡ଼ିଶ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+