ଗଜପତି:ପାରଳାଖେମୁଣ୍ଡିର ରାଣୀପେଣ୍ଠା ରୋଡ୍ରେ ଥିବା ଏକ ବାଣ ଦୋକାନରେ ପୁଲିସ ଚଢ଼ାଉ କରିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ବୈଧ ଅନୁମତିପତ୍ର ଓ ଅନ୍ୟ କାଗଜପତ୍ର ଯାଞ୍ଚ ବେଳେ ଦୋକାନୀ ତାହା ଦେଖାଇ ପାରିନଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ ଦୋକାନକୁ ସିଲ୍ କରିଛି।
ଚଢ଼ାଉ ସମୟରେ ଦୋକାନରୁ ବହୁ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ବାଣ ସଂରକ୍ଷଣ ଓ ବିକ୍ରି ପାଇଁ ଆବଶ୍ୟକ ଅନୁମତି ଏବଂ ଅନ୍ୟ ଦସ୍ତାବିଜ ମଧ୍ୟ ପୁଲିସ ଯାଞ୍ଚ କରିଛି।
ପୁଲିସ ଜବତ ସାମଗ୍ରୀକୁ ନିଜ ହେପାଜତକୁ ନେଇଛି। ସେଗୁଡ଼ିକ କେଉଁ ପରିସ୍ଥିତିରେ ସଂରକ୍ଷଣ କରାଯାଇଥିଲା ଏବଂ ବିକ୍ରି ପାଇଁ ରଖାଯାଇଥିଲା କି ନାହିଁ, ସେନେଇ ଯାଞ୍ଚ ଚାଲିଛି।
ତେବେ ଜବତ ହୋଇଥିବା ବାଣ ଓ ବିସ୍ଫୋରକ ସାମଗ୍ରୀରପ୍ରକୃତ ପରିମାଣ ଏଯାଏଁ ନିର୍ଦ୍ଧାରଣ ହୋଇନାହିଁ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଯାଞ୍ଚ ଜାରି ରହିଛି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
କାଉଣ୍ଟି ଚାମ୍ପିଅନ୍‌ଶିପ୍‌ ଡିଭିଜନ୍‌-୧ର...
ଏସିଆନ୍ ଗେମ୍ସ ୨୦୨୬ ମହିଳା କ୍ରିକେଟ୍‌ରେ ବାଂଲାଦେଶ...
ଚଳିତ ଡେଭିସ୍‌ କପ୍‌ କ୍ୱାଲିଫାୟର୍‌ ରାଉଣ...
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
ଶନିବାରଠାରୁ ଏସୀୟ କ୍ରୀଡ଼ା ଆନୁଷ୍ଠାନିକ ଭାବେ ଆରମ୍ଭ ହେବା...