ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପରେ ଫୁଡ୍‌ ସେଫ୍ଟି ବିଭାଗର ଚଢ଼ାଉ, ଖାଦ୍ୟର ମାନ ଯାଞ୍ଚ

ଦୁର୍ଗାପୂଜା ଅବସରରେ ଭୁବନେଶ୍ୱରର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପ ନିକଟରେ ଥିବା ଖାଦ୍ୟ ଷ୍ଟଲ୍‌ଗୁଡ଼ିକରେ ଫୁଡ୍‌ ସେଫ୍ଟି ବିଭାଗ ଚଢ଼ାଉ କରିଛି।
Food Safety Department
Food Safety Department

ଭୁବନେଶ୍ୱର:ଦୁର୍ଗାପୂଜା ପାଇଁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଭିଡ଼ ବଢ଼ୁଥିବା ବେଳେ ଖାଦ୍ୟର ସୁରକ୍ଷା ଓ ଗୁଣବତ୍ତାକୁ ନେଇ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ ଯାଞ୍ଚ ଜୋରଦାର କରାଯାଇଛି। ସୋମବାର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପ ନିକଟରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ରେ ବିଭାଗୀୟ ଅଧିକାରୀମାନେ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଷ୍ଟଲ୍ଗୁଡ଼ିକରେ ବିକ୍ରି ହେଉଥିବା ଖାଦ୍ୟବାସି କି ନାହିଁ, ଖାଦ୍ୟରେ କୃତ୍ରିମ ରଙ୍ଗ ବ୍ୟବହାର ହେଉଛି କି ନାହିଁଏବଂ ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ନିୟମ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରାଯାଇଥିଲା। ଏହା ସହ ଏକ ଗୋଲଗପ୍ପା ଷ୍ଟଲ୍ରେ ଗୋଲଗପ୍ପା ସହ ତେନ୍ତୁଳି ପାଣିର ମଧ୍ୟ ଯାଞ୍ଚ କରାଯାଇଥିଲା।

ଖାଦ୍ୟ ବିକ୍ରେତାମାନଙ୍କୁ ହାତରେଗ୍ଲୋଭ୍ସ ଓ ମୁଣ୍ଡରେ କ୍ୟାପ୍ପିନ୍ଧି ଖାଦ୍ୟ ପରିବେଷଣ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ପୂଜା ସମୟରେ ଷ୍ଟଲ୍ଗୁଡ଼ିକରେ ଭିଡ଼ ବଢ଼ୁଥିବାରୁ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣରେ ସ୍ୱଚ୍ଛତା ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ବାସି ଖାଦ୍ୟ କିମ୍ବା ନିମ୍ନମାନର ତେଲ ବ୍ୟବହାର କରୁଥିବା ଷ୍ଟଲ୍ ବିରୋଧରେ କଠୋର ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକ ହେଲେ ଷ୍ଟଲ୍କୁସିଲ୍ କରାଯାଇପାରେବୋଲି ଫୁଡ୍ ସେଫ୍ଟି ଅଧିକାରୀମାନେ ଚେତାବନୀ ଦେଇଛନ୍ତି।

ପୂଜା ମଣ୍ଡପଗୁଡ଼ିକରେ ବହୁ ସଂଖ୍ୟାରେ ଲୋକ ଖାଦ୍ୟ ଖାଉଥିବାରୁ ଏପରି ଯାଞ୍ଚ ଜନସାଧାରଣଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ କରାଯାଉଛି।

LIVE TV
LIVE
Latest News
ଏଣିକି ଜଣେ ଶିକ୍ଷକ ପଢ଼ାଇବେ ଏକାଧିକ ଭାଷା! ନୂଆ ଟ୍ରେନିଂ ମଡେଲ୍‌ ଆଣୁଛି NCERT

ଏଣିକି ଜଣେ ଶିକ୍ଷକ ପଢ଼ାଇବେ ଏକାଧିକ ଭାଷା!...

ନୂଆଦିଲ୍ଲୀ: ଭାରତର ବହୁଭାଷୀ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସ...

୨୫ ବର୍ଷର ପ୍ରେମକୁ ପୁଣି ମାଳା ବଦଳରେ ସେଲିବ୍ରେଟ୍‌ କଲେ ସୁଦୀପ-ପ୍ରିୟା, ଲାଜେଇ ଗଲେ ଦମ୍ପତି

୨୫ ବର୍ଷର ପ୍ରେମକୁ ପୁଣି ମାଳା ବଦଳରେ...

ସାଉଥ୍‌ ସିନେମାର ଲୋକପ୍ରିୟ ଅଭିନେତା କିଚ୍ଚା ସୁଦୀପ...

MP ବୋର୍ଡ ପରୀକ୍ଷା ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ, ୨ ମାର୍କ ପ୍ରଶ୍ନରେ ରହିବନି ଇଣ୍ଟରନାଲ୍ ଚଏସ୍

MP ବୋର୍ଡ ପରୀକ୍ଷା ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ,...

ମଧ୍ୟପ୍ରଦେଶ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (MPBSE) ୨...

AIକୁ ନେଇ ବଡ଼ ଚେତାବନୀ: ‘ବିଶ୍ୱାସକୁ ଦୁର୍ବଳ କରିପାରେ AI’, ନିୟନ୍ତ୍ରଣ ପାଇଁ ସରକାରଙ୍କୁ ଆହ୍ୱାନ କଲେ ହାରାରି

AIକୁ ନେଇ ବଡ଼ ଚେତାବନୀ: ‘ବିଶ୍ୱାସକୁ ଦୁର୍ବଳ...

AIର ଦ୍ରୁତ ବିକାଶ ମଣିଷ ସମାଜ ପାଇଁ ଅନେକ ସୁଯୋଗ ଆଣିଥିବା...

‘Jailer 2’ରେ ରଜନୀକାନ୍ତଙ୍କ ଟାଇଗରଙ୍କୁ ଟକ୍କର ଦେବେ ଏହି ଖଳନାୟକ, ଜାଣନ୍ତୁ କିଏ କିଏ

‘Jailer 2’ରେ ରଜନୀକାନ୍ତଙ୍କ ଟାଇଗରଙ୍କୁ ଟକ୍କର ଦେବେ...

ରଜନୀକାନ୍ତଙ୍କ ‘Jailer 2’ ରିଲିଜ୍ ପରେ ଫିଲ...

ଇମ୍ରାନ ଖାନଙ୍କୁ ‘ଭାରତ ଛାଡ଼’ ନୋଟିସ୍: ଅକ୍ଟୋବର ୨୬ରେ ବମ୍ବେ ହାଇକୋର୍ଟରେ ଶୁଣାଣି

ଇମ୍ରାନ ଖାନଙ୍କୁ ‘ଭାରତ ଛାଡ଼’ ନୋଟିସ୍: ଅକ୍ଟୋବର...

କ’ଣ ହେଉଛି ମାମଲା? ଅଭିନେତା ଇମ୍ରାନ ଖାନ ମୁମ୍ବ...

ବିବାହ ପରେ ପ୍ରଥମ ବତୁକମ୍ମା ପାଳିଲେ ବିଜୟ-ରଶ୍ମିକା, ନିଜକୁ କହିଲେ ‘ତେଲେଙ୍ଗାନାର ବୋହୂ’

ବିବାହ ପରେ ପ୍ରଥମ ବତୁକମ୍ମା ପାଳିଲେ ବିଜୟ-ରଶ୍ମିକା,...

ବିବାହ ପରେ ପ୍ରଥମ ବତୁକମ୍ମା ଉତ୍ସବକୁ ନେଇ ବେଶ୍ ଚର୍ଚ୍ଚାର...

ଉତ୍ତରାଖଣ୍ଡ ନିବେଶ ଦାବିକୁ ନେଇ ରାହୁଲଙ୍କ ପ୍ରଶ୍ନ, ୩୩୦୦ ନିବେଶକଙ୍କ ତାଲିକା ମାଗିଲେ

ଉତ୍ତରାଖଣ୍ଡ ନିବେଶ ଦାବିକୁ ନେଇ ରାହୁଲଙ୍କ ପ୍ରଶ୍ନ,...

₹୩.୫୬ ଲକ୍ଷ କୋଟିର MoU, ₹୧ ଲକ୍ଷ କୋଟି ନିବେଶର ଦାବି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+