MMDR ବିଲ୍-୨୦୨୬କୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିଛି। ବିଲ୍ର ବିଭିନ୍ନ ବ୍ୟବସ୍ଥାକୁ ନେଇ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ବିଲ୍ ଯୋଗୁଁ ଓଡ଼ିଶାର ରାଜସ୍ୱ ଉପରେ ବଡ଼ ପ୍ରଭାବ ପଡ଼ିବା ସହ ଆଦିବାସୀ ଓ ଦଳିତଙ୍କ ଅଧିକାର ପ୍ରଭାବିତ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଲ୍ ପ୍ରତ୍ୟାହାର ନ କରାଗଲେ ଶାସକ ଦଳର ସାଂସଦ ଓ ବିଧାୟକଙ୍କ ଘର ଘେରାଉ କରାଯିବ ବୋଲି ଦଳ ଚେତାବନୀ ଦେଇଛି।
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଆମେରିକାର ଜାତୀୟ ଋଣ ୪୦ ଟ୍ରିଲିୟନ୍ ଡଲାରର ସୀମା ଅତିକ୍ରମ...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...
ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା UPI (Unified Payme...
ପଶ୍ଚିମ ଏସିଆରେ ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...