ଘରେ ଘରେ ଜଳିବ ‘ଆୟୁଷ୍ମାନ ଦୀପ’, ସେପ୍ଟେମ୍ବର ୧୭ରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରେ ଓଡ଼ିଶାରେ ‘ଆୟୁଷ୍ମାନ ଦୀପ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟର ଘରେ ଘରେ ଦୀପ ଜଳାଇ ସେବା ଓ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପହଞ୍ଚାଇବାକୁ ଯୋଜନା ହୋଇଛି।
ସେପ୍ଟେମ୍ବର ୧୭ରେ ଘରେ ଘରେ ଜଳିବ ଆୟୁଷ୍ମାନ ଦୀପ
ସେପ୍ଟେମ୍ବର ୧୭ରେ ଘରେ ଘରେ ଜଳିବ ଆୟୁଷ୍ମାନ ଦୀପ

ବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ନେଇ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଏକ ନିଆରା କାର୍ଯ୍ୟକ୍ରମ।ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟବ୍ୟାପୀ ‘ଆୟୁଷ୍ମାନ ଦୀପ’ କାର୍ଯ୍ୟକ୍ରମଆୟୋଜନ କରାଯିବ। ଏହି ଅବସରରେ ଘରେ ଘରେ ଦୀପ ପ୍ରଜ୍ଜ୍ୱଳନ କରିବାକୁ ଆହ୍ୱାନ ଦିଆଯାଇଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ରାଜ୍ୟରେ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ମଧ୍ୟ ଆୟୋଜନ କରାଯିବ।

ଏହି କାର୍ଯ୍ୟକ୍ରମରେ ବିଶେଷ ଭାବେ ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମହିଳାମାନେ ଆୟୁଷ୍ମାନ ଦୀପ ପ୍ରଜ୍ଜ୍ୱଳନ କରିବା ସହ ଏହାର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ।

‘ଆୟୁଷ୍ମାନ ଦୀପ’ ମାଧ୍ୟମରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ସେବା କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ରହିବ। ଓଡ଼ିଶାରେ ସେବା କାର୍ଯ୍ୟକ୍ରମକୁ ମାସେବ୍ୟାପୀ ଚଳାଇବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଯୋଜନା କରାଯାଇଛି।

ସେପ୍ଟେମ୍ବର ୧୭ରେ ରାଜ୍ୟବ୍ୟାପୀ ବଡ଼ ରକ୍ତଦାନ ଶିବିର ଆୟୋଜନ ସହ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ ହେବ। ସାଧାରଣ ଲୋକଙ୍କୁ ନିଜ ନିଜ ଘରେ ଦୀପ ପ୍ରଜ୍ଜ୍ୱଳନ କରି ଏହି ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।

ଏହା ସହିତ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ର ଓ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା ଓ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ‘ପରିବର୍ତ୍ତନର କାହାଣୀ’, ‘ନମୋ ସେବା ଗାଥା’ ଓ ‘ସେବା ସେତୁ’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଯୋଡ଼ାଯିବାର ଯୋଜନା ରହିଛି।

LIVE TV
LIVE
Latest News
ହର୍ମୁଜ୍ ପରେ ଏବେ ବାବ୍-ଏଲ୍-ମାନ୍ଦେବ୍‌ରେ ବିପଦ: ଆହୁରି ବଢ଼ିପାରେ ବିଶ୍ୱ ଇନ୍ଧନ ସଙ୍କଟ

ହର୍ମୁଜ୍ ପରେ ଏବେ ବାବ୍-ଏଲ୍-ମାନ୍ଦେବ୍‌ରେ ବିପଦ: ଆହୁରି...

ନୂଆଦିଲ୍ଲୀ:ବିଶ୍ୱର ଇନ୍ଧନ ଓ ସାମୁଦ୍ରିକ ବାଣିଜ୍ୟ ବ୍ୟବସ୍ଥ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ସ୍ୱିଜରଲ୍ୟାଣ୍ଡରେ ଓଲଟିଲା ଡଚ୍‌ ଟୁରିଷ୍ଟ ବସ୍‌, ୪୮ ଯାତ୍ରୀ ଥିବା ଦାବି; ଅନେକ ମୃତାହତ

ସ୍ୱିଜରଲ୍ୟାଣ୍ଡରେ ଓଲଟିଲା ଡଚ୍‌ ଟୁରିଷ୍ଟ ବସ୍‌, ୪୮...

ସ୍ୱିଜରଲ୍ୟାଣ୍ଡରେ ଏକ ଡଚ୍‌ ଟୁରିଷ୍ଟ ବସ୍‌ ଓଲଟ...

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩ ଝିଅଙ୍କୁ ହତ୍ୟା ଅଭିଯୋଗ, ଫେରାର ସ୍ୱାମୀଙ୍କୁ ଖୋଜୁଛି ପୁଲିସ

ଜୟପୁରରେ ଛାତିଥରା ହତ୍ୟାକାଣ୍ଡ: ପତ୍ନୀ ଓ ୩...

ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି, ଧରାପଡ଼ିଲେ ୨୪ ବର୍ଷୀୟ ଯୁବକ; AI ବ୍ୟବହାର ନେଇ ତଦନ୍ତ

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି,...

ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

ବିଶ୍ୱ ଅର୍ଥନୀତି ପାଇଁ ନୌଚଳାଚଳ ସ୍ୱାଧୀନତା ଓ ନାବିକଙ୍କ ସୁରକ୍ଷା ଜରୁରୀ: BRICS ଫୋରମ୍‌ରେ PM ମୋଦୀ

ବିଶ୍ୱ ଅର୍ଥନୀତି ପାଇଁ ନୌଚଳାଚଳ ସ୍ୱାଧୀନତା ଓ...

ନୂଆଦିଲ୍ଲୀ:ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତିର ସୁଚାରୁ ପରିଚାଳନ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

BRICS ବିଜନେସ୍ ଫୋରମ୍‌ରେ ଇରାନ୍ ରାଷ୍ଟ୍ରପତିଙ୍କ ହାତ ଧରିଲେ PM ମୋଦୀ, ଚର୍ଚ୍ଚାରେ ଆସିଲା ଭାରତର କୂଟନୈତିକ ସନ୍ତୁଳନ

BRICS ବିଜନେସ୍ ଫୋରମ୍‌ରେ ଇରାନ୍ ରାଷ୍ଟ୍ରପତିଙ୍କ ହାତ...

ନୂଆଦିଲ୍ଲୀରେ ଆୟୋଜିତBRICS ବିଜନେସ୍ ଫୋରମ୍ ସମ୍ମିଳନୀର ଏକ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+